
ହରାରେ,୭/୭ : ହରାରେ ସ୍ପୋର୍ଟସ କ୍ଲବଠାର ଖେଳାଯାଉଥିବା ଭାରତ-ଜିମ୍ବାଓ୍ବେ ୨ୟ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି । ନିଜ ଅନ୍ତର୍ଜାତୀୟ କ୍ୟାରିୟରର ୨ୟ ଟି-୨୦ ଅଭିଷେକ ଶର୍ମା ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି ।ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଅଧିନାୟକ ଶୁଭମନ ଗିଲ ମାତ୍ର ୨ ରନ କରି ଆଉଟ ହୋଇଥିଲେ । ତେବେ ଅଭିଷେକ ଶର୍ମା ଓ ଋତୁରାଜ ଗାଇକ୍ବାଡ୍ […]Continue Reading