Home Posts tagged 25 march
Odisha News
ଭୁବନେଶ୍ୱର,୮/୩: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦ ତାରିଖରେ ଆଗତ ହେବ ରାଜ୍ୟ ବଜେଟ। ତେବେ କୋଭିଡ କାଳରେ କେଉଁ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ, କିପରି ରହିବ ବଜେଟର ରୂପରେଖ ତାହା ଉପରେ ସମସ୍ତଙ୍କ ନଜର।ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ୩୧ ତାରିଖ ପର‌୍ୟ୍ୟନ୍ତ ଚାଲିବ । […]Continue Reading
Seo wordpress plugin by www.seowizard.org.