Home Posts tagged 2 minor friends dies in pond
Odisha News
ଗଞ୍ଜାମ, ୨୪/୫ : ଗୋଟିଏ ପଟେ ମାଟ୍ରିକ୍ ପରୀକ୍ଷାରେ ସଫଳତାର ଖୁସି, ଅନ୍ୟପଟେ ଅକାଳ ମୃତ୍ୟୁର କରୁଣ ଅଧ୍ୟାୟ। ଗଞ୍ଜାମ ଜିଲ୍ଲାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଙ୍କୁଲି ନୂଆବନ୍ଧ ଅଞ୍ଚଳରେ ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ମାଟ୍ରିକ୍ ପରୀକ୍ଷାରେ ନିକଟରେ ସଫଳତା ହାସଲ କରିଥିବା ଦୁଇ ଛାତ୍ର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି।ମୃତ ଛାତ୍ର ଦୁଇଜଣ ହେଲେ ଗଜପତି ନଗରର ବିଶ୍ୱଜିତ ପଣ୍ଡା ଓ ଖୋଡ଼ାସିଙ୍ଗିର ଅଭିଜିତ ମାଣ୍ଡି। Continue Reading