Home Archive by category Sports News (Page 9)

Sports News

National News Sports News
NEW DELHI,JULY 3 : Hardik Pandya climbed to the No.1 spot in the ICC Men’s T20I all-rounder ranking after his heroics in the T20 World Cup 2024. The star player rose to two places to go level with Sri Lanka’s Wanindu Hasaranga as the top-ranked men’s T20I all-rounder. Team India’s vice-captain made crucial contributions in […]Continue Reading
National News Sports News
NEW DELHI,JUN 30 : Indian skipper Rohit Sharma and star batter Virat Kohli announced their retirement from Twenty20 internationals after India’s thrilling seven-run win over South Africa in the T20 World Cup final in Barbados on Saturday.Kohli was the first to declare his decision after being adjudged player of the match for his sublime 76 […]Continue Reading
Odisha News Sports News
ନୂଆଦିଲ୍ଲୀ, ୨୩/୬: ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି (ନାଡା) ରବିବାର ବଜରଙ୍ଗ ପୁନିଆଙ୍କୁ ଦ୍ୱିତୀୟ ଥର ପାଇଁ ନିଲମ୍ବିତ କରିଛି। ତାଙ୍କୁ ଜୁଲାଇ ୧୧ ସୁଦ୍ଧା ଏହାର ଜବାବ ଦେବାକୁ ପଡ଼ିବ । ତିନି ସପ୍ତାହ ତଳେ ନାଡା ଏହି ଅଭିଯୋଗ ସମ୍ପର୍କରେ କୁସ୍ତିଯୋଦ୍ଧାଙ୍କୁ ନୋଟିସ୍ ଜାରି କରିନଥିବା ଦର୍ଶାଇ ଏଡିଡିପି ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିନେଇଥିଲା।ଏପ୍ରିଲ ୨୩ତାରିଖରେ ନାଡା ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ପୁନିଆଙ୍କୁ ନିଲମ୍ବନ କରିଥିଲା, କାରଣ Continue Reading
Odisha News Sports News
ଭୁବନେଶ୍ୱର,୨୧/୬ : ୨୦୩୬ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଏନେଇ ସରକାର ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି।୨୦୩୩ରୁ ୨୦୩୬ ପର୍ଯ୍ୟନ୍ତ ପ୍ରାୟୋଜକ ଅବଧି ବୃଦ୍ଧି ନେଇ ସୂଚନା ମିଳିଛି। ଓଡ଼ିଶା ୨୦୧୮ରୁ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ।ଆଜି ରାଜ୍ୟ ଅତିଥି ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଛନ୍ତି।ହକି ପାଇଁ Continue Reading
Odisha News Sports News
କଟକ, ୨୦/୬: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳାଯିବ ପ୍ରାୟ ୫ ବର୍ଷର ବ୍ୟବଧାନ ପରେ କଟକର ବାରବାଟୀ ଷ୍ଟାଡିୟମ ଦିନିକିଆ ମ୍ୟାଚ୍ର ଆୟୋଜନ କରିବ। ଏହି ମ୍ୟାଚରେ ଭାରତ ଓ ଇଂଲଣ୍ଡ ମୁହାଁମୁହଁ ହେବେ। ୨୦୨୫ ଫେବ୍ରୁଆରି ୯ ତାରିଖରେ ଖେଳାଯିବ ଏହି ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି।୨୦୨୫ରେ ଭାରତ ଗସ୍ତରେ ଇଂଲଣ୍ଡ ଆସିବ। ଏହି ଗସ୍ତକାଳରେ ଭାରତ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବ। ୨ୟ ମ୍ୟାଚ୍ Continue Reading
Odisha News Sports News
ନ୍ୟୁୟର୍କ,୧୦/୬ : ଟି-୨୦ ବିଶ୍ୱକପ୍ ମୈଦାନରେ ପାକିସ୍ତାନ ବିପକ୍ଷରେ ଭାରତ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ମାତ୍ର ୧୧୯ ରନର ଟାର୍ଗେଟ ଦେଇଥିବା ଟିମ୍ ଇଣ୍ଡିଆ ପାକିସ୍ତାନ ହାତରୁ ଛଡ଼ାଇ ଆଣିଛି ବିଜୟ। ପୁଣି ଥରେ ବିଶ୍ୱ କ୍ରିକେଟରେ ଏହି ଚିର ପ୍ରତିଦ୍ୱନ୍ଦ୍ୱିଙ୍କ ମ୍ୟାଚ୍ ସ୍ମରଣୀୟ ହୋଇଯାଇଛି।କିନ୍ତୁ ଉଭୟ ବୋଲିଂ ଓ ବ୍ୟାଟିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ପାକିସ୍ତାନର ନଶୀମ ଶାହା ଏ ପରାଜୟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ଶେଷ Continue Reading
Odisha News Sports News
ଚେନ୍ନାଇ,୨୬/୫: ଆଇପିଏଲ୍ ୨୦୨୪ର ଗ୍ରାଣ୍ଡ୍ ଫିନାଲେରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍ ରାଇଡର୍ସକୁ ୧୧୪ ରନ୍ ବିଜୟ ଲକ୍ଷ୍ୟ ଦେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍ ୧୮ ଓଭରରେ ୧୧୩ ରନ୍ରେ ଅଲଆଉଟ୍ ହୋଇଯାଇଛି। ଆଇପିଏଲ ଇତିହାସର ଫାଇନାଲ୍ରେ ଏହା ହେଉଛି ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ୨୦୧୩ରେ ଚେନ୍ନାଇ ମୁମ୍ବାଇକୁ ୧୨୫ରନ ଟାର୍ଗେଟ ଦେଇଥିଲା।ହାଇଦ୍ରାବାଦ୍ ଆରମ୍ଭରୁ ଝଟ୍କା ପାଇଥିଲା। ଅଭିଷେକ ଶର୍ମା ଦୁଇଟି ରନ ଏବଂ Continue Reading
Odisha News Sports News
ଭୁବନେଶ୍ୱର,୪/୫: ଓଡ଼ିଶାରେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଓଡିଶା ଆସିବେ କଂଗ୍ରେସ ହେବିୱେଟ୍। ଶନିବାର କଂଗ୍ରେସ ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି। ତାଲିକାରେ ସୋନିଆ, ରାହୁଲ, ପ୍ରିୟଙ୍କା, ଖାର୍ଗେ, ରେବନ୍ତ ରେଡ୍ଡୀ, ଭୂପେଶ ବଘେଲ, ସଚିନ ପାଇଲଟଙ୍କ ଭଳି ନାଁ ତାଲିକାରେ ରହିଛି।ତାଲିକାରେ ଅଳକା ଲାମ୍ବା, କହ୍ନେୟା କୁମାର, ମିନାକ୍ଷୀ ନଟରାଜନ, ଅଜୟ କୁମାର, ଶରତ ପଟ୍ଟନାୟକ, ନରସିଂହ Continue Reading
National News Sports News
CHENNAI,APR 30 : Wicketkeeper-batter Sanju Samson and all-rounder Shivam Dube have been selected in the 15-member Indian squad for 2024 ICC Men’s T20 World Cup that is scheduled to be played in the United States and West Indies. The other significant inclusion is the return of leg spinner Yuzvendra Chahal, who last played for India […]Continue Reading