Home Archive by category Sports News (Page 7)

Sports News

Odisha News Sports News
ପ୍ୟାରିସ୍, ୨୮/୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତ ନିଜର ପଦକ ଖାତା ଖୋଲିଛି । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିଛନ୍ତି ।ସୁଟିଂରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଏହା ସହିତ ଅଲିମ୍ପିକ୍ସ ସୁଟିଂରେ ଦୀର୍ଘ ୧୨ ବର୍ଷ ପରେ ଭାରତ ପଦକ ଜିତିପାରିଛି ।ମନୁ ପ୍ରଥମ ପର୍ଯ୍ୟାୟରେ ସେ ୫୦.୪ ସ୍କୋର କରିଥିବା ବେଳେ ଦ୍ୱିତୀୟ ପର‌୍ୟ୍ୟାୟରେ ତାଙ୍କ ସ୍କୋର ୧୦୧.୭ରେ ପହଞ୍ଚିଥିଲା।ମନୁ […]Continue Reading
Sports News
FRANCE, JULY 25 : Debutant Ankita Bhakat left behind seasoned campaigners like Deepika Kumar to emerge as the best-placed Indian archer at 11th in the Paris Olympics’ women’s individual recurve qualifications. The country secured a quarterfinal spot in the team event by finishing fourth here on Thursday. The 26-year-old Ankita was the top-ranked Indian woman Continue Reading
National News Sports News
NEW DELHI, JULY 13 : Former Indian cricket team captain Kapil Dev has requested the Board of Control for Cricket in India (BCCI) to provide financial support for his former teammate Anshuman Gaekwad. The former Indian opener is battling blood cancer and is unable to meet medical expenses. Gaekwad had been undergoing treatment for the […]Continue Reading
Odisha News Sports News
ହରାରେ, ୧୦/୭ : ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟି-୨୦ ମ୍ୟାଚ୍ର ତୃତୀୟ ଟି-୨୦ ମ୍ୟାଚ୍ରେ ବୁଧବାର ଟିମ୍ ଇଣ୍ଡିଆ ଜିମ୍ବାୱେକୁ ପରାଜିତ କରିଛି।ଧାର‌୍ୟ୍ୟ ୧୮୩ ରନ୍ର ପିଛା କରି ଜିମ୍ବାୱେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୯ ରନ୍ କରିଥିଲା। ଜିମ୍ବାୱେ ପକ୍ଷରୁ ୱେସଲି ମାଡେଭେରେ ୧ ରନ୍ କରିଥିବାବେଳେ ତାଡିୱାନାସେ ମାରୁମାନି ୧୩ ରନ୍ କରିଥିଲେ।ସେହିପରି ବ୍ରିୟାନ ବେନଫିଟ୍ ୪ ରନ୍, ଡିଅନ ମାୟର୍ସ ୬୫ ରନ୍, […]Continue Reading
Odisha News Sports News
ହରାରେ,୭/୭ : ହରାରେ ସ୍ପୋର୍ଟସ କ୍ଲବଠାର ଖେଳାଯାଉଥିବା ଭାରତ-ଜିମ୍ବାଓ୍ବେ ୨ୟ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି । ନିଜ ଅନ୍ତର୍ଜାତୀୟ କ୍ୟାରିୟରର ୨ୟ ଟି-୨୦ ଅଭିଷେକ ଶର୍ମା ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି ।ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଅଧିନାୟକ ଶୁଭମନ ଗିଲ ମାତ୍ର ୨ ରନ କରି ଆଉଟ ହୋଇଥିଲେ । ତେବେ ଅଭିଷେକ ଶର୍ମା ଓ ଋତୁରାଜ ଗାଇକ୍ବାଡ୍ […]Continue Reading
Odisha News Sports News
ନୂଆଦିଲ୍ଲୀ,,୬/୭: ଜିମ୍ବାୱେ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ ମ୍ୟଚ୍ରେ ୧୩ ରନ୍ରେ ପରାଜିତ ହୋଇଛି। ଦୁଇ ଦଳ ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍ଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ମୁହାଁମୁହିଁ ହୋଇଥିଲେ। ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।ଜିମ୍ବାୱେ ଦଳ ଅଧିନାୟକ ସିକନ୍ଦର ରଜାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଧାର‌୍ୟ୍ୟ ୨୦ ଓଭରରେ ଜିମ୍ବାୱେ ଦଳ ୯ ୱିକେଟ ହରାଇ ୧୧୫ Continue Reading