Home Archive by category Sports News (Page 14)

Sports News

Odisha News Sports News
ନୂଆଦିଲ୍ଲୀ,୪/୧୦: ‘ମିକ୍ସଡ୍ ଟିମ୍ କମ୍ପାଉଣ୍ଡ୍ ଫାଇନାଲ୍’ରେ ଦକ୍ଷିଣ କୋରିଆ ଯୋଡ଼ିଙ୍କୁ ହରାଇ ଭାରତୀୟ ଯୋଡ଼ି ଓଜାସ୍ ପ୍ରବୀଣ ଓ ଜ୍ୟୋତି ସୁରେଖା ତୀର ଚାଳନାରେ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଆଜି ‘ଏସୀୟ କ୍ରୀଡ଼ା ୨୦୨୩’ରେ ଭାରତ ସମୁଦାୟ ୭୧ଟି ପଦକ ଜିଣି ରେକର୍ଡ ସୃଷ୍ଟି କରିଛି।ସୂଚନାଯୋଗ୍ୟ, ଏସୀୟ କ୍ରୀଡ଼ା ୨୦୧୮ରେ ଭାରତ ୧୬ଟି ସ୍ବର୍ଣ୍ଣ, ୨୩ଟି ରୌପ୍ୟ ଓ ୩୧ଟି କାଂସ୍ୟ ପଦକ ହାସଲ କରି ସମୁଦାୟ ୭୦ଟି ପଦକ ହାସଲ କରିଥିଲା।ଚଳିତ ୨୦୨୩ […]Continue Reading
Odisha News Sports News
ହାଙ୍ଗଝୁ ,୧/୧୦: ଚୀନର ହାଙ୍ଗଝୁଠାରେ ଖେଳାଯାଉଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିମାନଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି । ଏସୀୟ କ୍ରୀଡ଼ାରେ ୩୦ ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ପଦକ ଜିତିବାରେ ଅବିନାଶ ସାବଲେ ପ୍ରଥମ ଭାରତୀୟ ପୁରୁଷ ହୋଇଛନ୍ତି।ସେ ୮ ମିନିଟ୍ ୧୯.୫ ସେକେଣ୍ଡରେ ଏହି ଦୂରତ୍ବ ହାସଲ କରି ଏକ ନୂଆ ଏସୀୟ କ୍ରୀଡ଼ା ରେକର୍ଡ ସ୍ଥାପନ କରିଛନ୍ତି । ସେହିପରି ତେଜିନ୍ଦରପାଲ୍ ସିଂ ସଟପୁଟରେ ସ୍ବର୍ଣ୍ଣ ଜିତିଛନ୍ତି । ସେ ୨୦.୩୬ ମିଟର ଫିଙ୍ଗି […]Continue Reading
Odisha News Sports News
ହାଙ୍ଗ୍‌ଚୌ,୨୭/୯: ଚୀନ୍ର ହାଙ୍ଗ୍‌ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଆଜି ୨୫ ମିଟର୍ ପିସ୍ତଲ୍ ଚାଳନା ପ୍ରତିଯୋଗିତାରେ ଭାରତୀୟ ମହିଳା କ୍ରୀଡ଼ାବିତ୍ମାନେ ପିସ୍ତଲ୍ ଚାଳନାରେ ସ୍ବର୍ଣ୍ଣ ଓ ରାଇଫଲ୍ ଚାଳନାରେ ରୌପ୍ୟ ପଦକ ଜିଣିଥିବା ‘ଏନ୍ଡିଟିଭି’ ରିପୋର୍ଟ କରିଛି।ଚାଲିଥିବା ‘ଏସୀୟ କ୍ରୀଡ଼ା’ରେ ଆଜି ମନୁ ଭାକର୍, ଈଶା ସିଂହ ଓ ରିଦମ୍ ସାଙ୍ଗ୍ୱାନ୍ ଭାରତ ପାଇଁ ୪ର୍ଥ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ‘ମହିଳା ୨୫ ମିଟର୍ ପିସ୍ତଲ୍ ଟିମ୍ ଇଭେଣ୍ଟ୍’ରେ Continue Reading
Sports News
ଚୀନ୍‌,୨୬/୯: ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଇତିହାସ ରଚିଛି ଭାରତ। ୪୧ ବର୍ଷ ପରେ ପ୍ରଥମଥର ପାଇଁ ଭାରତକୁ ଅଶ୍ୱ ଚାଳନାରେ ମିଳିଛି ସ୍ୱର୍ଣ୍ଣ। ୧୯୮୨ ଠାରୁ ଏଯାଏ ଭାରତ କେବେ ହେଲେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନଥିଲା। ହେଲେ ଆଜି ଚାଇନାରେ ଅଶ୍ୱ ଚାଳନାର ଟିମ ଇଭେଣ୍ଟରେ ଭାରତକୁ ଗୋଲ୍ଡ ମେଡାଲ ମିଳିଛି।ଭାରତ ୨୦୯.୨୦୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚାଇନା ୨୦୪.୮୮୨ ପଏଣ୍ଟ ସହ ରୌପ ପଦକ […]Continue Reading
Sports News
ନୂଆଦିଲ୍ଲୀ,୨୫/୯ : ଭାରତୀୟ ମହିଳା କ୍ରିକେଟ୍ ଦଳ ଇତିହାସ ରଚିଛି। ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି।ହରମାନପ୍ରୀତ କୌରଙ୍କ ନେତୃତ୍ବରେ ଖେଳିଥିବା ଟିମ୍ ଇଣ୍ଡିଆର ଖେଳାଳିମାନେ ଫାଇନାଲରେ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରିଛନ୍ତି।ଏସୀୟ କ୍ରୀଡ଼ାରେ ଏହା ହେଉଛି ଆମ ଦେଶକୁ ମିଳିଥିବା ୧୧ତମ ପଦକ ତଥା କ୍ରିକେଟରୁ ପ୍ରଥମ ସ୍ବର୍ଣ୍ଣ। ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ ମ୍ୟାଚ୍ରେ ଭାରତ ପକ୍ଷରୁ ଦିଆଯାଇଥିବା ୧୧୭ Continue Reading
Odisha News Sports News
ହାଙ୍ଗଚୌ,୨୫/୯: ଚୀନ୍ର ହାଙ୍ଗ୍ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଦ୍ବିତୀୟ ଦିବସରେ ଆଜି ବନ୍ଧୁକ ଚାଳନା ପ୍ରତିଯୋଗିତାରେ ‘ଭାରତୀୟ ପୁରୁଷଙ୍କ ୧୦ ମିଟର୍ଏୟାର୍ ରଇଫଲ୍ ଟିମ୍’ ବିଶ୍ବ ରେକର୍ଡ ସ୍କୋର୍ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି।ଚଳିତ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତ ଜିଣିଥିବା ପ୍ରଥମ ସ୍ବର୍ଣ୍ଣ ପଦକ। ଭାରତୀୟ ଟିମ୍ର ବିଶ୍ବ ଚାମ୍ପିୟନ୍ ରୁଦ୍ରାଂଶ ବାଲାସାହିବ ପାଟିଲ୍, ଅଲିମ୍ପିକ୍ ଖେଳାଳି ଦିବ୍ୟାଂଶ ପାନ୍ୱାର୍ ଓ ଐଶ୍ବରୀ ପ୍ରତାପ ସିଂହ Continue Reading
Odisha News Sports News
ହାଙ୍ଗଚୌ,୨୪/୯ : ଆଜି ଚୀନ୍ର ହାଙ୍ଗଚୌରେ ଆରମ୍ଭ ହୋଇଥିବା ୧୯ତମ ଏସୀୟ କ୍ରୀଡ଼ାର ପ୍ରଥମ ଦିବସରେ ଭାରତ ବନ୍ଧୁକ ଚାଳନା ଓ ନୌଚାଳନାରେ ରୌପ୍ୟ ପଦକ ଜିଣିଥିବା ‘ଏକ୍ସ’ କରି ‘ଟିମ୍ ଇଣ୍ଡିଆ’ ସୂଚନା ଦେଇଛି।ଆଜିର ଏହି ଏସୀୟ କ୍ରୀଡ଼ା ୨୦୨୩ରେ ଭାରତ ପାଇଁ ପ୍ରଥମ ପଦକ ବିଜୟୀ ହୋଇଛନ୍ତି ଏୟାର୍ ରାଇଫଲ୍ ଟିମ୍।ସୁଟିଙ୍ଗ୍ ବା ବନ୍ଧୁକ ଚାଳନାରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ୧୦ ମିଟର୍ ଏୟାର୍ ରାଇଫଲ୍ ଚାଳନା ପ୍ରତିଯୋଗିତାରେ ଭାରତର ରମିତା, ମେହୁଲି ଘୋଷ Continue Reading