ଚଣ୍ଡିଖୋଲ,୨୮/୧୧ : ହଲ୍ ମାଲିକଙ୍କ ନିଆରା ଉଦ୍ୟମ। ଫିଲ୍ମ ଦେଖ ଦମ୍ ବିରିୟାନୀ ଖାଅ । ଓଡିଆ ଫିଲ୍ମ ଦମନ ଦେଖିଲେ ଦମ୍ ବିରିୟାନୀ ଦେଉଛନ୍ତି ହଲ୍ ମାଲିକ । ଯାଜପୁର ଜିଲ୍ଲା ଜାରକା ସ୍ଥିତ କେ ଓ୍ୱାନ୍ ଟକିଜ୍ ପକ୍ଷରୁ ଏଭଳି ଅଫର ଦିଆଯାଉଛି ।ଖବର ଅନୁଯାୟୀ, ସବୁଠି ଓଡ଼ିଆ ଫିଲ୍ମ ଦମନ କୁ ନେଇ ଚର୍ଚ୍ଚା । ରାଜ୍ୟ ଓ ରାଜ୍ୟ ବାହାରେ ଦମ ଦେଖାଉଛି ଫିଲ୍ମ ଦମନ । ଏହି ଫିଲ୍ମର କାହାଣୀ […]Continue Reading
Ollywood News

କଟକ,୩୦/୮: ସାଂସଦ ଅନୁଭବ ମହାନ୍ତି-ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଏବେ ନୂଆ ମୋଡ଼ ଆସିଛି। ଏବେ ବର୍ଷାଙ୍କୁ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡ଼ିବାକୁ ପଡ଼ିବ। ସୂଚନା ଅନୁସାରେ ଅନୁଭବଙ୍କ ଏକ ପିଟିସନ୍ ଉପରେ ବର୍ଷାଙ୍କୁ ଶାଶୁଘର ଛାଡ଼ିବାକୁ ଏସ୍ଡିଜେଏମ୍ କୋର୍ଟ ଦେଇଥିବା ରାୟ ଅତିରିକ୍ତ ଜିଲ୍ଲା ଜଜ୍ଙ୍କ କୋର୍ଟରେ କାଏମ ରହିଛି।ଏସଡିଜିଏମ୍ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ବର୍ଷା କଟକ ଜିଲ୍ଲା ଓ ଦୌରା ଜଜ୍ଙ୍କ କୋର୍ଟରେ ଆବେଦନ Continue Reading
ଭୁବନେଶ୍ୱର, ୨୪/୮: ପ୍ରକୃତି-ବାବୁସାନ୍-ତୃପ୍ତି ବିବାଦ ମାମଲା । ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନି ମକଦ୍ଦମା ଦାୟର କଲେ ପ୍ରକୃତି ମିଶ୍ର । ଭୁବନେଶ୍ୱର କୋର୍ଟରେ ମାମଲା ଦାୟର କଲେ ପ୍ରକୃତି ମିଶ୍ର ।ଖବର ଅନୁଯାୟୀ, ରାଜଧାନୀ ରାଜରାସ୍ତାରେ ଘଟିଥିବା ହାଇଡ୍ରାମା ଘଟଣାରେ ଆଉ ଏକ ଟ୍ୱିଷ୍ଟ । ମଙ୍ଗଳବାର ହାଇକୋର୍ଟରେ ମାମଲା ଦାୟର କରିବା ପରେ ଏବେ (ବୁଧବାର ) ଦିନ ଭୁବନେଶ୍ୱର କୋର୍ଟରେ ମାନହାନି ମକଦ୍ଦମା ମାମଲା ଦାୟର କରିଛନ୍ତି ପ୍ରକୃତି ମିଶ୍ର […]Continue Reading
ମୁମ୍ୱାଇ, ୨୩/୮: ଅମିତାଭଙ୍କ ଟ୍ବିଟରେ ଓଡ଼ିଆ ଫିଲ୍ମର କଥା। ବଲିଉଡ଼ ସେହେନ୍ ଶାହ ଅମିତାଭ ବଚନ ଟ୍ୱିଟ କରି ଓଡ଼ିଆ ଫିଲ୍ମ ତୁ ମୋର ଓକେକୁ ଶୁଭେଚ୍ଛା ଜଣାଇଛନ୍ତି। ସିଦ୍ଧାର୍ଥ ମ୍ୟୁଜିକ ପ୍ରଯୋଜିତ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।ତୁ ମୋର ଓକେ ଟିମ୍ ଏବଂ ଶୀତଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅମିତାଭ ବଚନ। ବଡ଼ କଥା ହେଉଛି ଅମିତାଭ ଏମିତି ଏକ ସମୟରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶୁଭେଚ୍ଛା […]Continue Reading
ଭୁବନେଶ୍ୱର,୨୦/୮: ଭୁଲ ପାଇଁ ଅନୁତାପ କଲେ ଓଲିଉଡ ଅଭିନେତା ବାବୁସାନ ମହାନ୍ତି । ଭିଡିଓ ଜାରି କରି ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ବାବୁସାନ ।ଏକ ୩୬ ସେକେଣ୍ଡର ଭିଡିଓରେ ସେ ନିଜ ଭୁଲ ପାଇଁ କ୍ଷମା ମାଗିବା ସହ ସ୍ତ୍ରୀ ତ୍ରିପ୍ତି ଏଥିପାଇଁ ବହୁ କଷ୍ଟ ପାଇଥିବା କହିଛନ୍ତି । ଏହାସହ ତାଙ୍କର ଆଉ କୌଣସି କ୍ଷତି ହେବା ପାଇଁ ଦେବି ନାହିଁ ବୋଲି ସେ କହିଛନ୍ତି।ଭିଡିଓରେ ବାବୁସାନ କହିଛନ୍ତି, ‘ଆପଣମାନେ ସମସ୍ତେ ଜାଣିଥିବେ କିଛି […]Continue Reading
ଭୁବନେଶ୍ୱର,୨/୮: ଦୀର୍ଘ ୬ ବର୍ଷ ପରେ ଆଶ୍ୱସ୍ତି ପାଇଲେ ଓଲିଉଡର ହାସ୍ୟାଭିନେତା ପମ୍ପମ୍। ଭୁବନେଶ୍ୱରର ଜନୈକା ନାବାଳିକା ଆଣିଥିବା କାଷ୍ଟିଂ କାଉଚ ମାମଲାରେ ଫସି ଗିରଫ ହୋଇଥିବା ପପୁ ପମ୍ପମ୍ ପୋକ୍ସୋ କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି।ପପୁ ପମ୍ପମ୍ ୨୦୧୬ ମସିହାରେ ନିଜ କ୍ୟାରିଅର୍ର ପିକ୍ରେ ଥିବା ବେଳେ ତଥା ରାଜନୈତିକ ଜୀବନରେ ଏଣ୍ଟ୍ରି କରୁଥିବା ବେଳେ ତାଙ୍କ ନାମରେ ଆସିଥିଲା ଏହି ସାଂଘାତିକ ଅଭିଯୋଗ। ଫିଲ୍ମରେ ଏଣ୍ଟ୍ରି କରାଇଦେବାକୁ କହି Continue Reading

ଭୁବନେଶ୍ୱର ୩୧/୭: ବାବୁସାନ-ପ୍ରକୃତି-ତୃପ୍ତି ବିବାଦ ମାମଲା । ଦିନକୁ ଦିନ ଘଟଣା ନୂଆ ନୂଆ ମୋଡ ନେବାରେ ଲାଗିଛି । ଗତକାଲି ବାବୁସାନ ମହାନ୍ତି ତାଙ୍କ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ତାଙ୍କର ଜନ୍ମଦିନ ପାଳିଥିଲେ । ତାଙ୍କ ପରିବାର ଓ ଶ୍ୱଶୁରଙ୍କ ଗହଣରେ କେକ୍ କାଟିଥିଲେ ।ଯାହା ଜଣାପଡୁଛି ଯେ ତାଙ୍କ ବୈବାହିକ ଜୀବନରେ ଆସିଥିବା ଝଡ ଧୀରେ ଧୀରେ ସମାଧାନ ହେବାକୁ ଯାଉଛି । ତେବେ ଏତେସବୁ ପରେ ବି ଗଣମାଧ୍ୟମ ଆଗରେ କେହି […]Continue Reading

କଟକ, ୨୭/୭: ଘାରିଲା ଗିରଫଦାରୀର ଭୟ। ଗିରଫ ଆଶଙ୍କାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଅଭିନେତା ବାବୁସାନ। ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।ପତ୍ନୀ ତ୍ରିପ୍ତିଙ୍କ ପକ୍ଷରୁ ଦାୟର ଏତଲାରେ ବାବୁସାନ ଅଭିଯୁକ୍ତ ଅଛନ୍ତି। ତାଙ୍କ ନାଁରେ ଦଫା ୪୯୮(କ), ୫୦୬ ମାମଲା ରୁଜୁ ହୋଇଛି। ତେଣୁ ଗିରଫ ଭୟରେ ବାବୁସାନ ବୁଧବାର ଆଗୁଆ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି।ଖାରବେଳନଗର ଥାନାରେ ପତ୍ନୀ ତ୍ରିପ୍ତି ଶତପଥୀ ମାମଲା ରୁଜୁ କରିଛନ୍ତି। ଏଥିର Continue Reading
ଭୁବନେଶ୍ବର, ୨୬/୭: ଚେନ୍ନାଇରୁ ଫେରିବା ପରେ ଆଜି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଖାରବେଳନଗର ଥାନା ପୁଲିସ୍ ପଚରାଉଚରା କରିଛି। ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କ ଘରେ ପହଞ୍ଚିଥିଲେ।ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ୍ ସେଠାକୁ ଯାଇ ପ୍ରାୟ ଘଣ୍ଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା କରିଥିଲା ବୋଲି ମନ୍ମଥ ମିଶ୍ର ଗଣମାଧ୍ୟମକୁ ସୂଚନା Continue Reading
ଭୁବନେଶ୍ୱର,୨୬/୭: ଦିନକୁ ଦିନ ପ୍ରକୃତି- ବାବୁସାନ- ତୃପ୍ତି କଳି ନୂଆ ଟ୍ୱିଷ୍ଟ ନେଉଥିବା ବେଳେ ସୋଶାଲ ମିଡିଆରେ ଚାଲିଛି ଜୋରଦାର ଲଢ଼େଇ । ୩ ଦିନ ହେଲାଣି ଏହି ଘଟଣାର ସମାଧାନ ବାଟ ଫିଟି ପାରୁ ନ ଥିବା ବେଳେ ଚେନ୍ନାଇ ପଳାଇଥିବା ବାବୁସାନ ଏ ଯାଏ ଓଡ଼ିଶା ଫେରି ନାହାନ୍ତି।ତାଙ୍କ ଫେରିବା ବାଟକୁ ପରିବାର ସମେତ ଫ୍ୟାନ୍ସ ଅନାଇ ବସିଥିଲେ ବି ଫେରିବା ନାଁ ଧରୁ ନାହାନ୍ତି ବାବୁସାନ । ‘ଦମନ’ ଫିଲ୍ମର ପ୍ରମୋସନ ପାଇଁ […]Continue Reading