Home Archive by category Odisha News (Page 57)

Odisha News

Odisha News
କ୍ଷେତ୍ରବାସୀ ମହାକୁଡଙ୍କ ରିପୋର୍ଟକେନ୍ଦୁଝର ,୧୧/୪ : ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ନୁହେଁ, ସେମାନେ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଢ଼ନ୍ତି ଓ ସଠିକ୍ ଜୀବନମାର୍ଗ ଦେଖାନ୍ତି, ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୋଦାପଳାସାସ୍ଥିତ ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାର ଗଠନ ପରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଅନେକ Continue Reading
Odisha News
ଭଦ୍ରକ, ୧୧/୪ : ଭଦ୍ରକରୁ ଆସିଛି ଏକ ହୃଦୟବିଦାରକ ଖବର। ଅଫିସ୍‌ରେ କାର୍ଯ୍ୟରତ ଥିବା ସମୟରେ ହଠାତ୍ ହୃଦଘାତରେ ପ୍ରାଣ ହରାଇଲେ ଡିଏଫଓ ସୌଭାଗ୍ୟ ରଞ୍ଜନ ସାହୁ। ସେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଭାବେ କାର‌୍ୟ୍ୟରତ ଥିଲେ।ମିଳିଥିବା ସୂଚନା ଅନୁଯାୟୀ, କାମ କରୁଥିବାବେଳେ ହଠାତ୍ ତାଙ୍କ ଶରୀରରେ ଅସୁସ୍ଥତା ଦେଖାଦେଇଥିଲା। ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟନୂଆଦିଲ୍ଲୀ, ୧୧/୪ : ଦେଶର ପତ୍ରକାର ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସୁରକ୍ଷା ଦେବା ସହିତ ପତ୍ରକାର ମାନଙ୍କୁ ବିଭିନ୍ନ ସରକାରୀ ସୁବଧା ଆଦି ଯୋଗାଇ ଦେବା ନିମନ୍ତେ ଜାତୀୟ ସ୍ତରରେ ଗଠିତ ରାଷ୍ଟ୍ରିୟ ପତ୍ରକାର ସୁରକ୍ଷା ଆୟୋଗରେ ଓଡ଼ିଶା ପ୍ରଦେଶ ପାଇଁ ଦୈନିକ ‘ଅପରାହ୍ନ’ ର ସମ୍ପାଦକ ତଥା ଓଡ଼ିଶା କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ସଂଗଠନର ରାଜ୍ୟ ସଭାପତି ବଂଶୀଧର ଜେନାଙ୍କୁ ରାଜ୍ୟ ସଭାପତି ଭାବେ ଅବସ୍ଥାପିତ କରାଯାଇଛି।ସେହିଭଳି ରାଜ୍ୟ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୧/୪ : ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ବିଭୂତି ଭୂଷଣ ମଲ୍ଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୂର୍ବତନ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।ନୂତନ କୁଳପତି ବିଶ୍ଵବିଦ୍ୟାଳୟ ପରିସରରେ ପହଞ୍ଚିବା ପରେ ତାଙ୍କୁ ଏନ୍ ସି ସି କେଡ଼େଟ ମାନଙ୍କ ତରଫରୁ ଗାର୍ଡ଼ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା।କୁଳପତି ପ୍ରଫେସର ମଲ୍ଲିକ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୦/୪ : ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଚଳିତ ମାସ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳିତ ହେଉଛି ଓଡ଼ିଆ ପକ୍ଷ ୨୦୨୬ ।ଏହି ଓଡ଼ିଆ ପକ୍ଷ ୨୦୨୬ ପାଳନର ଆଜି ୧୦ ମ ଦିନରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ପକ୍ଷରୁ ପୌର ପରିଷଦ କାର୍ଯ୍ୟଳୟର ସମ୍ମିଳନୀ କକ୍ଷ ଠାରେ ପାଳିତ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୦/୪ : ବୌଦ୍ଧରେ ସିଏମ ଟ୍ରଫି ଆଜି ଉଦଘାଟିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଷ୍ଟାଡିୟମରେ ଆୟୋଜିତ ହେଉଥିବା ଏହି କ୍ରୀଡା ଉତ୍ସବକୁ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି।ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ସୂର‌୍ୟ୍ୟନାରାୟଣ ବେହେରା , ଜିଲ୍ଲା କ୍ରୀଡା ଅଧିକାରୀ ଜ୍ୟୋତିରଞ୍ଜନ ଭୁଏ, ବୌଦ୍ଧ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୦/୪ : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ଦୁଇଟି ସ୍ଥାନରେ ଚଢଉ କରାଯାଇ ୧୬୯୦ କେଜି ଗଞ୍ଜେଇ ଜବତ କରାଯାଇଛି।ଏହି ଘଟଣାରେ ୩ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫ ମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ଗଜପତିନଗର ର କାଳୁଚରଣ ଦାସ (୪୫), କନ୍ଧମାଳ ଜିଲ୍ଲା ଲହବାଡି ର ମହେଶ ମଲ୍ଲିକ (୨୧) ଓ ବଇଡା ର ପ୍ରକାଶ ପ୍ରଧାନ (୩୮) । ଏମାନଙ୍କ ଠାରୁ ଗଞ୍ଜେଇ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୧୦/୪ : ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜ ରୋଜଗାର ପଛରେ ଧାଉଁଥିବା ବେଳେ ଯେତେବେଳେ ହଠାତ୍ ନିଜର ପିଲାବେଳର ସାଙ୍ଗ ମିଳିଯାଏ ସେତେବେଳେ ମନରେ ବହୁତ ଶାନ୍ତି ଲାଗେ ।ମନରେ ଥିବା କିଛି କଥା ଆଉ ବ୍ୟଥାକୁ ସାଙ୍ଗ ସାଥିରେ ଆଦାନ ପ୍ରଦାନ କରିଥିଲେ ମନଟା ଟିକେ ହାଲକା ଲାଗିବା ସହିତ ଶାନ୍ତି ମିଳିଥାଏ । ଏହି ପରିପ୍ରେକ୍ଷୀରେ ଯାଜପୁର ସହରର ସର୍ବପୁରାତନ ବିରଜା ହାଇସ୍କୁଲର ୧୯୯୮ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ ସ୍ଥାନୀୟ Continue Reading
Odisha News
ଭୁବନେଶ୍ୱର, ୧୦/୪ : ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଗୁରୁତ୍ୱପୂର୍ଣ୍ଣ ୧୧ଟି ପ୍ରସ୍ତାବକୁ ମୋହର ଲାଗିଛି। ମୋଟ ୫ଟି ବିଭାଗ ସମ୍ବନ୍ଧୀୟ ଏହି ନିଷ୍ପତ୍ତିମାନଙ୍କ ମଧ୍ୟରୁ ଜଳ ସମ୍ପଦ, ପରିବହନ ଓ ଗ୍ରାମ୍ୟ ପାନୀୟ ଜଳ ବିଭାଗକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ସୂଚନା ଦେଇଛନ୍ତି।ସବୁଠାରୁ ଆକର୍ଷଣୀୟ ନିଷ୍ପତ୍ତି ଭାବେ ୩୪୦୦ କୋଟି ଟଙ୍କାର ‘ଅଟଳ ବସଷ୍ଟାଣ୍ଡ ଯୋଜନା’ କ୍ୟାବିନେଟ ଅନୁମୋଦନ ପାଇଛି।ଏହି ଯୋଜନାରେ ରାଜ୍ୟର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୦/୪ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଚାଲିଥିବା ‘ଓଡ଼ିଆ ପକ୍ଷ – ୨୦୨୬’ ଅବସରରେ ଜ଼ିଲ୍ଲା ସଂଗ୍ରହାଳୟ ଠାରେ ” ଆସ ବହିଟିଏ କିଣିବା ” କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳ ନିଜେ ପୁସ୍ତକ କ୍ରୟ କରି ଏହି ଅଭିଯାନର ଶୁଭାରମ୍ଭ କରିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ର Continue Reading