ଭୁବନେଶ୍ୱର,୩/୩: ନିର୍ବାଚନ ପୂର୍ବରୁ ବଡ ଉପହାର ଦେଲେ ରାଜ୍ୟ ସରକାର। ବହୁ ପ୍ରତିକ୍ଷୀତ ପରାଦୀପ-ହରିଦାସପୁର ରେଳ ଲାଇନରେ ଗଡିବ ଯାତ୍ରୀବାହୀ ଟ୍ରେନ। ପାରାଦୀପରୁ କେନ୍ଦ୍ରାପଡ ଦେଇ କେନ୍ଦୁଝରକୁ ଗଡିବ ମେମୋ ଟ୍ରେନ।ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଦେଖାଇ ଟ୍ରେନ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।୨୦୨୦ ମସିହାରେ ପାରାଦୀପ-ହରିଦାସପୁର ରେଳ ଲାଇନରେ ମାଲବାହୀ ଟ୍ରେନ ଚାଲିଥିଲା। ତା’ପରେ ଯାତ୍ରୀବାହୀ ଟ୍ରେନ ଚଳାଚଳ Continue Reading
Odisha News
ଭୁବନେଶ୍ୱର,୩/୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନିର୍ମାଣ ଶ୍ରମିକମାନଙ୍କ ପେନ୍ସନ୍ ବୃଦ୍ଧି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କ ପେନ୍ସନ୍ ରାଶିରେ ବୃଦ୍ଧି କରାଯାଇଛି।ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନ୍ସନ୍ ଯୋଜନାରେ ଉପକୃତ ହେଉଛନ୍ତି।ସୂଚନାଯୋଗ୍ୟ ଯେ, ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ Continue Reading
କେନ୍ଦ୍ରାପଡ଼ା , ୨୩/୩ : କେନ୍ଦ୍ରାପଡ଼ା ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗର ଗାଁରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।ମୃତକମାନେ ହେଉଛନ୍ତି ଗାଁର ଦାମ ମଣ୍ଡଳ, ତାଙ୍କ ପତ୍ନୀ ଜୟନ୍ତୀ ମଣ୍ଡଳ ଓ ୨୫ ବର୍ଷୀୟ ପୁଅ ପରୀକ୍ଷିତ ମଣ୍ଡଳ। ଆଜି ସକାଳେ ଦାମ ମଣ୍ଡଳଙ୍କ ମୃତଦେହ ଘର ବାହାରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ମା’ ପୁଅଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା।ଦାମ ମଣ୍ଡଳଙ୍କ ଝୁଲନ୍ତା ମୃତଦେହ ଦେଖିବା ପରେ ଗାଁ Continue Reading
ଭୁବନେଶ୍ବର, ୩/୩: ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେପିରେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ମିଶିଛନ୍ତି ଅରବିନ୍ଦ ଢାଲି।ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ଅରବିନ୍ଦ ଢାଲି।ଜୟଦେବ ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ଗତକାଲି ବିଜେଡିର ପ୍ରାଥମିକ Continue Reading
କଟକ, ୩/୩: କଟକର ତାରକସି କାମକୁ ମିଳିଛି ଜିଆଇ ଟ୍ୟାଗ୍ ମାନ୍ୟତା (ଭୌଗୋଳିକ ପରିଚୟ)। କଟକ ସହରର ତାରକସି କାର୍ଯ୍ୟ ଯେଭଳି ଅତୁଳନୀୟ, ଅନନ୍ୟ ଓ ଅସାଧାରଣ, ଏହାର ଇତିହାସ ମଧ୍ୟ ସେହିଭଳି ସମୃଦ୍ଧ।ଏବେ ପୂଜାପାର୍ବଣରେ ଶୋଭା ପାଉଥିବା ସୂକ୍ଷ୍ମ ତାରକସି କାରୁକାର୍ଯ୍ୟର ୩୨ ବିଶାଳ ଚାନ୍ଦିମେଢ଼ କଟକ ତାରକସି କାରିଗରଙ୍କ ମୌଳିକତା ଓ ସ୍ବତନ୍ତ୍ରତା ପ୍ରମାଣ କରୁଛି। ମାନସିଂହପାଟଣା, ମହମ୍ମଦିଆବଜାର, ଡ଼ଗରପଡ଼ା, ଅଲିଶାବଜାର, ଶେଖବଜାର, ବିଦ୍ୟାଧରପୁର ସମେତ ସହରର Continue Reading
କୋଲକାତା, ୨/୩ : ଆମେରିକାରେ ସୁରକ୍ଷିତ ନୁହନ୍ତି ଭାରତୀୟ। ପୁଣି ଜଣେ ଭାରତୀୟଙ୍କ ଏଠି ହତ୍ୟା ହୋଇଛି। କୋଲକାତାର ଭରତନାଟ୍ୟମ ଓ କୁଚିପୁଡି ଡ୍ୟାନ୍ସର ଅମରନାଥ ଘୋଷଙ୍କୁ ଆମେରିକାରେ ଗୁଳି କରି ହତ୍ୟା କରାଯାଇଛି। ଏନେଇ ଲୋକପ୍ରିୟ ଟିଭି ସିରିଏଲ୍ \’ସାଥ ନିଭାନା ସାଥିଆ\’ର ଗୋପୁ ବହୁ ତଥା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ ସୂଚନା ଦେଇଛନ୍ତି।ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଅମରନାଥ ଘୋଷଙ୍କୁ ମିସୌରୀର ସେଣ୍ଟ ଲୁଇସ୍ରେ ହତ୍ୟା Continue Reading
ଭଦ୍ରକ, ୨/୩ : ଗୋଟିଏ ଦିନରେ ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟଙ୍କର ଆତ୍ମହତ୍ୟା! ମୃତକ ଦ୍ୱୟ ସଂପର୍କରେ ଭାଇଭଉଣୀ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର ଗାଁରେ।ଗାଁର ବିଦ୍ୟାଧର ବେହେରାଙ୍କ ପୁଅ ସନାତନ ବେହେରା ଆଜି ସକାଳେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ମଧ୍ୟାହ୍ନରେ ବିଦ୍ୟାଧର ବେହେରାଙ୍କ ବଡ଼ ଭାଇଙ୍କ ଝିଅ ଅର୍ଥାତ୍ ସନାତନଙ୍କ ବଡ଼ ବାପା ଝିଅ ନିରୁପମା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। […]Continue Reading
ଭୁବନେଶ୍ବର, ୨/୩: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେପିରେ ଯୋଗ ଦେବେ ବୋଲି ଜଣାଯାଇଛି ।ଆସନ୍ତା ୪ ତାରିଖରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେବେ ରାଜେନ୍ଦ୍ର । ଏହାପୂର୍ବରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାଜୁ ।ତେବେ ଧାମନଗର ଉପ-ନିର୍ବାଚନରେ ଟିକେଟ ନ ମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ ରାଜୁ ଦାସ।କିନ୍ତୁ Continue Reading
ଭୁବନେଶ୍ବର, ୨/୧: ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ସାତ ହଜାର ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି।ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୁରା ୧୨ ମାସ ପାଇଁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଏବଂ ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨/୩: ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।ବୈଠକରେ ଜିଲାପାଳ ଜେ. ସୋନାଲ ଅଧ୍ୟକ୍ଷତା କରି ଜିଲ୍ଲାରେ ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି ଓ ଅଂଶୁଘାତର ସଫଳ ମୁକାବିଲା ନିମନ୍ତେ ବ୍ୟାପକ ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦେଶ ଜାରି କରିଛନ୍ତି ।ଜିଲ୍ଲାରେ ଅଚଳ ଥିବା ନଳକୂପ ଗୁଡିକୁ ଯୁଦ୍ଧକାଲିନ ଭିତିରେ ମରାମତି କରିବା ସହ ଆବଶ୍ୟକସ୍ଥଳେ Continue Reading




