ଭୁବନେଶ୍ୱର,୩୦/୩: ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବିଜେଡି ପାଇଁ ଅଡୁଆ ସାଜିଛି। ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ସମ୍ଭାବ୍ୟ ଏମ୍ପି ପ୍ରାର୍ଥୀ କରି ୬ ମାସ ଆଗରୁ ନିର୍ବାଚନମଣ୍ଡଳୀ ବୁଲାଇବା, ଦଳର ସ୍ଥାନୀୟ ନେତାମାନଙ୍କ ସହ ପରାମର୍ଶ କରିଥିଲେ ମଧ୍ୟ ହଠାତ୍ ମନ୍ମଥ ରାଉତରାୟଙ୍କୁ ଦଳରେ ମିଶାଇ ଟିକେଟ ଦେବା ସମସ୍ତଙ୍କୁ ଚକିତ କରିଛି। ଆଉ ଏମ୍ପି ପ୍ରାର୍ଥୀ ଲିଷ୍ଟ ଘୋଷଣା ହେବା ପରେ ଶ୍ରୀମୟୀ ସମ୍ପୂର୍ଣ୍ଣ ନିଖୋଜ ହୋଇଯାଇଛନ୍ତି।ତାଙ୍କ ମୋବାଇଲ ଫୋନ ବନ୍ଦ Continue Reading
Odisha News
ଭୁବନେଶ୍ୱର,୩୦/୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡିଛନ୍ତି। ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି।ଦଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ଜଣାପଡିଛି। ପ୍ରିୟଦର୍ଶୀ ମିଶ୍ର ହେଉଛନ୍ତି ପୂର୍ବତନ ଏମ୍ପି ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ। ଉତ୍ତର ଭୁବନେଶ୍ୱରରୁ ଟିକେଟ ପାଇଁ ପ୍ରିୟଦର୍ଶୀ ଆଶାୟୀ ଥିଲେ। ଇସ୍ତଫା ପରେ ପ୍ରିୟଦର୍ଶୀ ପ୍ରତିକ୍ରିୟା ଦେଇ କହିଛନ୍ତି, Continue Reading
ଭୁବନେଶ୍ବର, ୨୯/୩: ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡ଼ିଗ୍ରି ଛୁଇଁଛି। ଟିଟଲାଗଡ଼, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍ ଅନୁସାରେ ପାରାଦୀପ, ଗୋପାଳପୁର ଓ ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସବୁ ବଡ଼ ସହରର ତାପମାତ୍ରା ୪୫ ଡିଗ୍ରି ଉପରେ ରେକର୍ଡ Continue Reading
ଖୋର୍ଦ୍ଧା, ୨୯/୩ : ସାଧାରଣ ନିର୍ବାଚନ ବେଳେ ବଡ଼ ଧରଣର ଗଣ୍ଡଗୋଳ ପାଇଁ ହୋଇଥିଲା ଯୋଜନା! ରାଜ୍ୟର ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀରେ ବୋମା ପକାଇବା ପାଇଁ ପ୍ଲାନ୍ କରାଯାଇଥିଲା।ସେଥିପାଇଁ ବୋମା ତିଆରି କରିବାକୁ ଅଡର ମଧ୍ୟ ଦିଆଯାଇଥିଲା। ଆଉ ବୋମା ତିଆରି ପାଇଁ ବାରୁଦ କିଣା ହୋଇ ଷ୍ଟକ ରଖା ଯାଇଥିଲା।ହେଲେ ସବୁ ଯୋଜନାରେ ଫସର ଫାଟିଗଲା। ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ ଏକ ବାଣ ଗୋଦାମରେ ଚଢ଼ଉ ବେଳେ ୪୦ କେଜି ବିସ୍ଫୋରକ ଜବତ ସହିତ ଏଭଳି କିଛି […]Continue Reading
ଭୁବନେଶ୍ବର, ୨୯/୩: ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ ଆଜି ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ହୋଇଥିବା ମିଶ୍ରଣ ପର୍ବରେ ତାଙ୍କ ସହିତ ୧୨ ଜଣ ସରପଞ୍ଚ, ୧୩ ଜଣ ସମିତି ସଭ୍ୟ ଓ ବହୁ କର୍ମୀ ବିଜେଡିରେ ଯୋଗ ଦେଇଥିଲେ।ସୁରେନ୍ଦ୍ର ସିଂହ ଭୋଇ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସ ଟିକେଟରେ ଦୁଇ ଥର ସଇଁତଳା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଥରେ ଟିଟିଲାଗଡ଼ରୁ ନିର୍ବାଚିତ […]Continue Reading
ଭୁବନେଶ୍ବର, ୨୯/୩ : ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହୋଇଗଲାଣି ଟାଣ ଖରା। ସକାଳ ୧୦ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଆଗକୁ ଆହୁରି ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ତେବେ ଆଜି ସକାଳ ସାଢ଼େ ୧୧ଟା ସୁଦ୍ଧା ଚାନ୍ଦବାଲିରେ ତାପମାତ୍ରା ୩୬ ଡିଗ୍ରୀ ପାର କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ଟ୍ୱିଟ୍ ଅନୁସାରେ, ଦିନ ସାଢ଼େ ୧୧ଟା Continue Reading
ନାରାୟଣପାଟଣା, ୨୯/୩: ଜ୍ୱାଇଁର ଛୁରାମାଡ଼ରେରେ ଶଶୁରଙ୍କ ଜୀବନ ଗଲା। ଜ୍ୱାଇଁ ସାତୁ ପ୍ରାସ୍କା ଶଶୁର ରାମଚନ୍ଦ୍ର ଉଲ୍ଲାକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗତକାଲି ରାତିରେ। ନାରାୟଣପାଟଣା ବ୍ଳକ ବାସନାପୁଟ ଗାଁରେ ଘଟିଛି ଏହି ଘଟଣା।ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏଣେ ରାମଚନ୍ଦ୍ର ଉଲ୍ଲାକା ନିଜ ଆଠ ମାସର ଗର୍ଭବତୀ ଝିଅକୁ ଡାକ୍ତରଖାନାରେ ଚିକିତ୍ସା Continue Reading
ଭୁବନେଶ୍ବର, ୨୮/୩: ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୩୯ ଡିଗ୍ରି ଉପରେ ରହିଛି। ସେହିପରି ୧୩ଟି ସହରରେ ପାରା ୩୮ ଡିଗ୍ରି ଉପରେ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପାରଳାଖେମୁଣ୍ଡିରେ ଆଜି ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ବୌଦ୍ଧରେ ୩୯.୫, ନୟାଗଡ଼ରେ ୩୯.୨, ଟିଟିଲାଗଡ଼ରେ ୩୯.୨ ଓ ଭବାନୀପାଟଣାରେ ପାରା ୩୯ Continue Reading
ଭୁବନେଶ୍ୱର,୨୮/୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା।ଦଳର ଦୁଇ ବରିଷ୍ଠ ନେତା ଯାଇ ବିରୋଧୀ କ୍ୟାମ୍ପରେ ଯୋଗ ଦେବା ପରେ କଡ଼ା ଭାଷାରେ ସମାଲୋଚନା କରିଛି ବିଜୁ ଜନତା ଦଳ(ବିଜେଡି)।ବିଜେଡି ଏମପି ମୁନ୍ନା ଖାଁ କହିଛନ୍ତି ”ଦୁଇଜଣଙ୍କର ନିଜସ୍ୱ କିଛି ନାହିଁ। ନବୀନଙ୍କ ନାଁ ଛାଡ଼ିଦେଲେ ୱାର୍ଡ ମେମ୍ବର ଟିଏ ଜିତିବାର Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୮/୩ : : ହୋଲି ଦିନ ପାଣିରେ ବୁଡ଼ି ନିଖୋଜ ଥିବା ଯୁବକର ଗଳିତ ମୃତ ଦେହ ଗୁରୁବାର ମିଳିଲା କ୍ଷ ଗଂଜାମ ଜିଲ୍ଲାର ଓଡ୍ରାଫ ଟିମ ପକ୍ଷରୁ ୪ ଘଣ୍ଟାର ମିଶନ ପରେ ପାଣିରେ ନିଖୋଜ ଯୁବକର ମୃତ ଦେହ ଉଦ୍ଧାର କରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ହୋଲି ଖେଳ ପରେ ଗୁଇବନ୍ଧା ଡ୍ୟାମରେ ଗାଧେଇବା ସମୟରେ କୌଣସି କାରଣ ବଶତଃ ନୁଆସାହିର ମଧୁସୁଦନ ବିଷୋୟୀ […]Continue Reading




