ଭୁବନେଶ୍ବର, ୩୦/୪: ରାଜ୍ୟରେ ପ୍ରଥମ ଥର ତାପମାତ୍ରା ୪୬ ଡିଗ୍ରି ଛୁଇଁଛି। ଏହି ସର୍ବୋଚ୍ଚ ତାପମାତ୍ରା ପଶ୍ଚିମ ଓଡ଼ିଶାର ଟିଟିଲାଗଡ଼ ଅଥବା ଝାରସୁଗୁଡ଼ାରେ ନୁହେଁ।ବରଂ ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱରରେ ଏହା ଅନୁଭୂତ ହୋଇଛି। ବାଲେଶ୍ବରବାସୀ ଆଜି ଦିନ ୨ଟା ୩୦ରେ ୪୬ ଡିଗ୍ରି ତାପମାତ୍ରାରେ ଛଟପଟ ହୋଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାଲେଶ୍ବର ପରେ ରାଜଧାନୀ Continue Reading
Odisha News
ଢେଙ୍କାନାଳ,୩୦/୪: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସନ୍ଥପୁର – ବଜୁରିଆ ରାସ୍ତାର ଡଉଁରି ନାଳ ପୋଲ ଠାରେ ୩୦ତାରିଖ ପୂର୍ବାହ୍ନ ୯ଟା ବେଳେ ଏକ ବାଲି ବୋଝେଇ ଟିପ୍ପର ପୋଲ ଉପରେ ଠିଆହୋଇ ଥିବା ପିଲାମାନଙ୍କୁ ଧକ୍କା ଦେଇ ୩୦ଫୁଟ ତଳକୁ ଖସି ପଡ଼ିଛି।ଫଳରେ ଟିପ୍ପର ତଳେ କିଛି ପିଲା ଚାପି ହୋଇଥିବା ସୂଚନା ମିଳିଛି। ଡ୍ରାଇଭରକୁ ଲୋକମାନେ ଟିପର ଭିତରୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଛନ୍ତି।Continue Reading
ନୂଆଦିଲ୍ଲୀ,୩୦/୪: କୋଭିଡ ଟିକା କାରଣରୁ ପାର୍ଶ୍ୱ ପ୍ରତିକ୍ରିୟାର ସମସ୍ତ ଦାବି ମଧ୍ୟରେ ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରାଜେନେକା ଏକ ବଡ଼ ତଥ୍ୟ ଦେଇଛି।କୋର୍ଟରେ ଉପସ୍ଥାପିତ ଦଲିଲଗୁଡିକରେ କମ୍ପାନୀ ପ୍ରଥମ ଥର ପାଇଁ ସ୍ବୀକାର କରିଛି ଯେ କୋଭିଡ -୧୯ ଟିକା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ, କିନ୍ତୁ ଏଭଳି ମାମଲା ସଂଖ୍ୟା ବହୁତ କମ ବୋଲି ଦାବି କରାଯାଇଛି।ସୂଚନାଯୋଗ୍ୟ କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା କୋଭିଡ ଟିକା Continue Reading
ରାୟପୁର/ମାଲକାନଗିରି,୩୦/୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ ହୋଇଛନ୍ତି। ଡିଆରଜି ଏବଂ ଏସ୍ଡିଏଫ୍ର ମିଳି କମ୍ବିଂ ଅପରେଶନବେଳେ ଏହି ଘଟଣା ଘଟିଛି। ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।Continue Reading
ଭୁବନେଶ୍ବର, ୩୦/୪: ରାଜଧାନୀର ବିମାବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ ହୋଇଥିବାର ଖବର ମିଳିଛି। ୨ଜଣ ବ୍ୟକ୍ତିଙ୍କ ଲଗେଜରୁ ଜବତ ହୋଇଛି ଏହି ଟଙ୍କା। ଲଗେଜ ସ୍କାନି ବେଳେ ଧରା ପଡ଼ିଛି ଏହି ଟଙ୍କା।ଦୁଇ ଲୋକଙ୍କ ଭିତରୁ ଜଣେ ଦିଲ୍ଲୀ ଓ ଆଉଜଣେ ଚେନ୍ନାଇର ବ୍ୟକ୍ତି ହୋଇଥିବା ଜଣାପଡ଼ିଛି । ନିର୍ବାଚନ ସମୟରେ ଜବତ ହୋଇଥିବା ଏହି ଟଙ୍କ । ଜଣେ ପ୍ରତିଷ୍ଠିତ ବ୍ୟବସାୟଙ୍କର ବୋଲି ସୂଚନା ରହିଛି। ଟଙ୍କା ଜବତ ପରେ ଏନେଇ ଆୟକର ବିଭାଗ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୪:ବୌଦ୍ଧଜିଲ୍ଲାରେ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନ ଉଷ୍ମତା ସେତିକି ବୃଦ୍ଧି ପାଉଛି । ଗତ ୨୬ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ବିଜେଡି ପ୍ରାର୍ଥୀପତ୍ର ଦାଖଲ କରିଛି । ଜିଲ୍ଲାର ବୌଦ୍ଧ ନିର୍ବାଚନ ମଣ୍ଡଳି ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳି ପାଇଁ ଆଜି ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ବିଜେଡି Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୯/୪: ପ୍ରବଳ ରୌଦ୍ର ତାପ ସତ୍ବେ ହଜାର ହଜାର ସମର୍ଥକଙ୍କ ଗହଣ ରେ ଏକ ବିରାଟ ଶୋଭାଯାତ୍ରା ଓ ପଟୁଆର ରେ ଆସି କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜୁ ଜନତା ଦଳ ନିକଟସ୍ଥ ଅସ୍ଥାୟୀ କାର୍ଯ୍ୟାଳୟ ଠାରୁ ପାରମ୍ପରିକ ନୃତ୍ୟ ,ବାଦ୍ୟ ଯନ୍ତ୍ର ତାଳେ ତାଳେ ବାଲିଗୁଡା ,କ.ନୂଆଗାଁ Continue Reading
ଭୁବନେଶ୍ବର, ୨୯/୪: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କଟକକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱର ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି ।ସେହିପରି କେନ୍ଦୁଝରରେ ୪୧ ଡିଗ୍ରି , ଭୁବନେଶ୍ୱରରେ ୪୦.୪, ଝାରସୁଗୁଡ଼ାରେ ୩୯.୮, Continue Reading
ବାରିପଦା, ୨୯/୪ : ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ୟ୍ୟାଳୟ ଥିବା ତୃତୀୟ ମହଲାରେ ନିଆଁ ଲାଗିଯାଇଛି। ୩ ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି। ୩ ଅସୁସ୍ଥ ମଧ୍ୟରେ ଜଣେ ମହିଳା ସମେତ ୨ଜଣ ପୁରୁଷ ଥିବା ଜଣାଯାଇଛି।ନିଆଁକୁ ଆୟତ୍ତ କରିବା ପାଇଁ ୨ଟି ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ବ୍ୟାଙ୍କ ଭିତରେ ଅନେକ କର୍ମଚାରୀ ଫଶି ରହିଥିବା ଆଶଙ୍କା କରାଯାଉଛି। ଧୂଆଁ ଅଧିକ Continue Reading
ଢେଙ୍କାନାଳ,୨୯/୪ : ସମର କ୍ୟାମ୍ପରେ ମସ୍ତି କରୁଥିଲେ ପିଲା। ଏହି ସମୟରେ ତୋଟାରୁ ଉଡ଼ି ଆସି ଗୋଡ଼େଇ ଗୋଡ଼େଇ କାମୁଡ଼ିଲେ ମହମାଛି।ମହୁମାଛି ଆକ୍ରମଣରେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପିଲାମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ଜଣାଯାଇଛି।ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିଗୋରଡ଼ ଠାରେ ଥିବା ସାପୁଆ ଡ୍ୟାମରେ ଏହି ଅଘଟଣ ଘଟିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ରହଣି ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲର ୯୦ ଜଣ Continue Reading




