Home Archive by category Odisha News (Page 513)

Odisha News

Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭ା୫: ବୌଦ୍ଧ ଅଞ୍ଚଳର ସଭ୍ୟତା,ଇତିହାସ ଅତ୍ୟନ୍ତ ଗୌରବମୟ । ଐତିହ ସଂପନ୍ନ ବୌଦ୍ଧଜିଲ୍ଲା କୁ ଯେତିକି ଗୁରୁତ୍ୱ ମିଳିବା କଥା ସେତିକି ଗୁରୁତ୍ୱ ମିଳିପାରିନାହିଁ ।ଭଗବାନ ବୁଦ୍ଧଙ୍କ ଅନେକ କିର୍ତ୍ତିରାଜୀକୁ ନିଜ ଗର୍ଭରେ ସାଇତି ରଖିଥିବା ଏହି ଅଞ୍ଚଳ ପାଇଁ ଯଦି ନିଷ୍ଠାର ସହିତ ଉଦ୍ୟମ କରାଯାଏ ଏହା ଯେକୌଣସି ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀଠାରୁ ମଧ୍ୟ କୌଣସି ଗୁଣରେ କମ ହେବନାହିଁ ବୋଲି ବୌଦ୍ଧରେ ଇନଟାକ ପକ୍ଷରୁ ଆୟୋଜିତ Continue Reading
Odisha News
ଭୁବନେଶ୍ୱର,୧୬/୫: +୯୨ ନମ୍ବରରୁ କଲ୍ ଆସିଲେ ହୋଇଯାଆନ୍ତୁ ସାବଧାନ। ନଚେତ୍ ବଡ଼ ଠକେଇର ଶିକାର ହୋଇପାରନ୍ତି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି।ପାକିସ୍ତାନ ନମ୍ବର ହ୍ବାଟ୍ସଆପ କଲ ଆସିଲେ ସାବଧାନ ରହିବାକୁ ପରାମର୍ଶ ଦେଇଛି ପୋଲିସ। +୯୨ ନମ୍ବରରୁ କଲ୍ ଆସିଲେ ନ ଉଠାଇବାକୁ ଲୋକଙ୍କୁ ଅପିଲ କରାଯାଇଛି। ସାଇବର ଅପରାଧୀ ମାନେ ବିଭିନ୍ନ ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟୁଛନ୍ତି।Continue Reading
Odisha News
ଭୁବନେଶ୍ୱର,୧୬/୫: ବିଜେଡି ଉପରେ ଭାଜପା ପ୍ରାର୍ଥୀ ତଥା ଭୁବନେଶ୍ୱର ଏମ୍ପି ଅପରାଜିତା ଷଢଙ୍ଗୀ ବର୍ଷିଛନ୍ତି। ସେ କହିଛନ୍ତି, ବିଜେଡି ଆଉ ବିଜୁ ଜନତା ଦଳ ହୋଇ ରହି ନାହିଁ। ତାହା ଏବେ ପାଣ୍ଡୁ ଜନତା ଦଳ। ଆପଣ ଯଦି ବିଜେଡିକୁ ଭୋଟ ଦେଉଛନ୍ତି, ଜାଣନ୍ତୁ ନବୀନ ମୁଖ୍ୟମନ୍ତ୍ରୀ ହେବେନି। ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ। ଆଜି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ଏଭଳି କିଛି କହିଛନ୍ତି ଅପରାଜିତା ।ଅପରାଜିତା କହିଛନ୍ତି, ପାଣ୍ଡୁଜୀ ମୁଁ କହୁନି, ଲୋକ ମାନେ Continue Reading
Odisha News
ଖଲିକୋଟ,୧୬/୫: ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ସୋସିଆଲ ମିଡ଼ିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଦୁଃଖଦ। ମୁଁ ଏନେଇ ଗଭୀର ବିବ୍ରତ ଓ ଦୁଃଖିତ। ଏଭଳି ହିଂସା ଘଟଣାର ଆମ ଗଣତନ୍ତ୍ର ଏବଂ ନାଗରିକ ସମାଜରେ କୌଣସି ସ୍ଥାନ ନାହିଁ।ଖଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣସାନପୁର ଗ୍ରାମରେ ବ୍ୟାନର ଲଗାଇବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ Continue Reading
Odisha News
ଯାଜପୁର, ୧୬/୫: ଯାଜପୁର ଜିଲ୍ଲା ବିଞ୍ଝାରପୁର କପିଳା ରାହାଁସ ନିକଟରେ ଗତ ରାତିରେ ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଲ ଆଣ୍ଡ ଟି ପାଇପ ଲାଇନ କାମ ବେଳେ ଏହି ଅଘଟଣ ଘଟିଛି। ମୃତ ୩ ଜଣ ତାମିଲନାଡ଼ୁ ଓ ବିହାରର ବୋଲି ଜଣାପଡ଼ିଛି।କପିଳା ପଞ୍ଚାୟତ ରାହାଁସ ନିକଟରେ ଏଲ ଆଣ୍ଡ ଟି କମ୍ପାନୀର ପାଇପ ଲାଇନ୍ କାମ ଚାଲିଛି। ଗତ ରାତିରେ କାମ ଚାଲିଥିବା ବେଳେ ତଳେ ୩ ଶ୍ରମିକ କାମ […]Continue Reading
Odisha News
ଭୁବନେଶ୍ୱର,୧୬।୫: ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନେତାମାନେ ଓଡ଼ିଶାରେ ଡେରା ପକାଇଛନ୍ତି। ଏହି କ୍ରମରେ ଗୁରୁବାର ଭାଜପାର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ରୋଡ ଶୋ’ କାର‌୍ୟ୍ୟକ୍ରମରେ ଯୋଗଦେବା ଦେଇଛନ୍ତି।ଏମ୍ପି ପ୍ରାର୍ଥୀ ଅପରାଜିତ ଷଡଙ୍ଗୀ ଓ ବିଧାୟକ ପ୍ରାର୍ଥରୀ ବାବୁ ସିଂ ସାମିଲ ଅଛନ୍ତି। ନଡ୍ଡା ମାଉସୀ ମା’ ମନ୍ଦିରରୁ ଲିଙ୍ଗରାଜ ମନ୍ଦିର ପର‌୍ୟ୍ୟନ୍ତ ରୋଡ ଶୋ’ କରୁ୍ଲନ୍ତି। ରୋଡ ଶୋ’ରେ ହଜାର ହଜାର କର୍ମୀ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୫/୫: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ କଣ୍ଟିଲୋ ଠାରେ ଆଜି ବିଜେଡି ତରଫରୁ ଏକ ବିରାଟ ସମାବେଶ କରାଯାଇଥିଲା ଯେଉଁଥିରେ ଭି.କେ. ପାଣ୍ଡିଆନ ନିଜେ ଯୋଗଦେଇ ବିଜେଡି ପାଇଁ ପ୍ରଚାର କରିଛନ୍ତି । ଜୟ ଜଗନ୍ନାଥ, ଜୟ ନୀଳମାଧବ ନାରାରୁ ଆରମ୍ଭ କରିଥିଲେ ଅଭିଭାଷଣ ।ଲୋକମାନଙ୍କ ପାଖକୁ ଯାଇ ସେ ସିଧାସଳଖ ଲୋକମାନଙ୍କ ସହ କଥା ହେଇଥିଲେ ଏହା ସହ ସମସ୍ତେ କେତେ ଖୁସି ଅଛନ୍ତି ଜନତାଙ୍କୁ ପଚାରିଥିଲେ Continue Reading
Odisha News
କଟକ ,୧୫/୫: ସିଲ୍ଭର ସିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହ ବିଶାଳ ରୋଡ୍ ଶୋ’ ଯାଇ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ଭୋଟ୍ ଭିକ୍ଷା କରୁଛନ୍ତି। ଏଥିରେ ହଜାର ହଜାର ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ୍ ହୋଇଛନ୍ତି।ସୋରଡ଼ା ସଭା ସାରିବା ପରେ ଅପରାହ୍ନରେ କଟକ ଟାଉନ୍ରେ ପହଞ୍ଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କଟକରେ ପହଞ୍ଚିବା ପରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ Continue Reading
Odisha News
ଭୁବନେଶ୍ବର/ସୋରଡ଼ା,୧୫/୫: ଓଡ଼ିଶାରେ ରୋଜଗାର ଅଭାବ କାରଣରୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ରୋଜଗାର ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଗଂଜାମ ଜିଲ୍ଲା ସୋରଡ଼ାରେ ‘ବିଜୟ ସଂକଳ୍ପ ସମାବେଶ’ରେ ଜୋର ଦେଇ ଏହା କହିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ଚାଷୀଙ୍କ ଆୟ ସର୍ବନିମ୍ନ। ପଡ଼ୋଶୀ ଛତିଶଗଡ଼ ବହୁ ପଛରେ ରାଜ୍ୟ ହୋଇ ମଧ୍ୟ ସେଠାରେ ଚାଷୀମାନଙ୍କର ଆୟ ଓଡ଼ିଶା ତୁଳନାରେ ଅଧିକ। Continue Reading
Odisha News
ବଲାଙ୍ଗୀର,୧୫/୫: ଓଡ଼ିଶାର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସାଲେପୁରରେ ବର୍ଷିଥିଲେ, ହେଲେ ବଲାଙ୍ଗୀରରେ ପଦଟିଏ ବି କହିନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କର ଏଭଳି ଆଭିମୁଖ୍ୟ କେବଳ ଦଳୀୟ ନେତାଙ୍କୁ ନିରାଶ କରିଛି, ତା ନୁହେଁ ବରଂ ଏହା ଦଳର ପ୍ରାର୍ଥୀମାନଙ୍କୁ ନିର୍ବାଚନ ଜିତିବାରେ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।ବଲାଙ୍ଗୀରରେ ଆୟୋଜିତ ଦଳୀୟ ସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ Continue Reading