Home Archive by category Odisha News (Page 5)

Odisha News

Odisha News
ଫୁଲବାଣୀ,୩୧/୩ : କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି।ଜବତ ସାମଗ୍ରୀ ମଧ୍ୟରେ ଏସ୍‌ଏଲଆର ରାଇଫଲ, ଗୋଟିଏ ୩୦୩ ରାଇଫଲ, ୨ଟି ୧୨ବୋର ବନ୍ଧୁକ, ଦୁଇଟି ଏସ୍‌ବିଜିଏଲ ରାଇଫଲ, ଗୋଟିଏ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ୧୦ଟି ଗ୍ରେନେଡ, ୩୦ ଡିଟୋନେଟର, ୱାକିଟକି, ସୋଲାର ପ୍ୟାନେଲ, ମେଡିସିନ ଆଦି ଜବତ କରାଯାଇଛି ାମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଚାଇ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩୧/୩ : ଏଟୋମିକ ଏନର୍ଜି (ପରମାଣୁ ଶକ୍ତି ),ବମ୍ବେ ଦ୍ବାରା ଏକ ସାଧାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଦ୍ୟାଳୟର ନବମ ଓ ଏକାଦଶ ଶ୍ରେଣୀର ୧୩୨ ଜଣ ବିଦ୍ୟାର୍ଥୀ ଯୋଗଦେଇଥିଲେ ।ବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ସରୋଜ କୁମାର ସାହୁ, ଅଧ୍ୟାପିକା ଶ୍ରୀମତୀ ପ୍ରିୟତମା ସାମନ୍ତ ଓ ଶ୍ରୀମତୀ ପ୍ରଗତି ସାହୁଙ୍କ ସଂଯୋଜନାରେ ଆୟୋଜିତଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ନୃସିଂହ ଚରଣ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୩ : ସୋମବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ଗଣ ମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ସୋମବାର ସକାଳେ ଜାତୀୟ ରାଜପଥ ନଂ ୫୭ ର ବଲାସିଙ୍ଗା ଆଇଆରବି ଛକ ନିକଟରୁ ଗୋଟିଏ ଇନୋଭା କାରରୁ ବୌଦ୍ଧ ଥାନା ପୋଲିସ ୩୪୨ କେଜି ଗଞ୍ଜେଇ ଜବତ କରିଛି ।ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସବ୍ ଇନ୍ସପେକ୍ଟର ଯଶୋବନ୍ତ କନ୍ହରଙ୍କ ନେତୃତ୍ବରେ ଏକ ପୋଲିସ ଟିମ ପେଟ୍ରୋଲିଂ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୩୦/୩ : ଗଜପତି ଜିଲ୍ଲା ଆର.ଉଦୟଗିରି ସ୍ଥିତ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାକେଶ କୁମାର ସାହୁ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩୦/୩ : ଖୋରଧା ପାଇକ ବିଦ୍ରୋହ ୧୮୧୭ ମସିହା ମାର୍ଚ୍ଚ ମାସ ୨୯ ତାରିଖ ଦିନ ବାଣପୁରରୁ ପ୍ରଥମେ ବକ୍ସି ଜଗବନ୍ଧୁ ଓ ଦେୱାନ କୃଷ୍ଣଚନ୍ଦ୍ରଙ୍କ ନେତୃତ୍ୱରେ ଆରମ୍ଭ ହୋଇ ସମଗ୍ର ଖୋର୍ଦ୍ଧା ତଥା କୁଜଙ୍ଗ ହରିଶପୁର ଆଦି ଅଂଚଳକୁ ବ୍ୟାପୀ ଯାଇଥିଲା।ପାଇକ ବିଦ୍ରୋହର ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୨୯ ତାରିଖକୁ ମନେ ପକାଇବା ପାଇଁ ଖୋରଧା ଦଳବେହେରା ସଂଘ ପକ୍ଷରୁ ଆଜି ବିଜେବି ହାଇସ୍କୁଲ ଠାରେ ବକ୍ସି ଜଗବନ୍ଧୁଙ୍କ […]Continue Reading
Odisha News
ସମ୍ବଲପୁର,୩୦/୩ : ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ ଟ୍ରକ୍ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ମହିଳାଜଣକ ହେଲେ ବୀରସିଂହଗଡ଼ ଅଞ୍ଚଳର ବେଦ ଖରସେଲ (୫୫)।ସୂଚନା ମୁତାବକ, ସୋମବାର ସକାଳେ ବୀରସିଂହଗଡ଼ରୁ ୧୨ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୯/୩ : ଗତ ୧୦ ମାର୍ଚ୍ଚ ରେ ନାଇଜର ମୁଖ୍ୟ ପ୍ରବେଶଦ୍ୱାର ସମ୍ମୁଖରେ ଘଟିଥିବା ଏକ ଦୁଃଖଦ ସଡକ ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଅବହେଳାପୂର୍ଣ୍ଣ ଚାଳନା ଫଳରେ ତିନିଜଣ ମୂଲ୍ୟବାନ ଜୀବନର ହାନି ଘଟିଥିଲା।ଉକ୍ତ ଘଟଣାର ଗୁରୁତ୍ୱକୁ ଅନୁଭବ କରି ନାଇଜର ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀମାନଙ୍କ ସମିଳିତ ପ୍ରୟାସରେ ଏକ ସଡକ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ କରାଯାଇଥିଲା।ଏଥିରେ ନାଇଜରର ରେଜିଷ୍ଟ୍ରାର ଡ଼ଃ Continue Reading
Odisha News
ପୁରୀ, ୨୯/୩ : ପୁରୀ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ କଏଦୀ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦୀପ୍ତିରଞ୍ଜନ ସ୍ୱାଇଁ କ୍ଷ ରବିବାର ଜେଲରେ ଥିବା ଶୌଚାଳୟରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ସେ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ ।୨୦୨୩ରେ ଏକ ଦୁଷ୍କର୍ମ ଅଭିଯୋଗରେ ଦୀପ୍ତି ରଞ୍ଜନ ଗିରଫ ହୋଇଥିଲେ । ଆଜି ଝୁଲନ୍ତା ଅବସ୍ଥାରେ ଶୌଚାଳୟରୁ ତାଙ୍କ ମୃତଦେହ ଉଦ୍ଧାର […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୩ : ସକାଳ ଘ. ୧୦.୩୦ ମି. ସମୟରେ ଜ଼ିଲ୍ଲା ପାଠାଗାର ଠାରେ ଓଡିଶା ଦିବସ ଉପଲକ୍ଷେ ବିଭିନ୍ନ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଅରବିନ୍ଦ ସାହୁ, ପ୍ରଥମ, ଅଧ୍ୟତ୍ରୀ ପୁରୋହିତ – ତୃତୀୟ, ପି ଏମ ଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ, ସରସରା ର ଅଙ୍କିତ ବେହେରା – ଦ୍ଵିତୀୟ, […]Continue Reading
Odisha News
ନୂଆଦିଲ୍ଲୀ, ୨୯/୩ : ପାଖାପାଖି ୬ ହଜାର ପିଏନଜି ଗ୍ୟାସ୍ ଗ୍ରାହକ ସେମାନଙ୍କ ଏଲପିଜି କନେକ୍ସନ ଛାଡି ଦେଇଛନ୍ତି। ଏହି ସୂଚନା ଦେଇଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳ ସଚିବ ନିରଜ ମିତ୍ତଲ। ଏହା ଦ୍ୱାରା ଦେଶରେ ଲୋକଙ୍କୁ ଏଲପିଜି ଯୋଗାଇ ଦେବା ଆହୁରି ସହଜ ହୋଇଯାଇଛି।ଏ ନେଇ ମିତ୍ତଲ ତାଙ୍କ ସୋସିଆଲ ମଡିଆ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଯେଉଁମାନଙ୍କ ପାଇପଲାଇନ ଗ୍ୟାସ କନେକ୍ସନ ଅଛି ସେମାନଙ୍କୁ ଏଲପିଜି କନେକ୍ସନ ଛାଡିବାକୁ […]Continue Reading