କମ୍ଭଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୯/୬ : ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) କାମର ଚାପ ଜଣେ ଶିକ୍ଷକ ତଥା ବୁଥ୍ ଲେଭେଲ ଅଫିସର୍ (BLO)ଙ୍କ ଜୀବନ ନେଇଥିବା ଅଭିଯୋଗ ଆସିଛି। ବୌଦ୍ଧ ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ହେଲେ ଗୋଛାପଡ଼ା ଅଞ୍ଚଳର ଡିମିରିଖୋଲା ସ୍କୁଲର ପ୍ରଧାନ ଶିକ୍ଷକ ସୟନ ସାହୁ।ସୟନ ସାହୁ ଜଣେ ପ୍ରଧାନ ଶିକ୍ଷକ ହୋଇଥିବା ସହ SIRକାର୍ଯ୍ୟ ପାଇଁ BLOଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ। ପରିବାର ଲୋକଙ୍କ Continue Reading




