Home Archive by category Odisha News (Page 463)

Odisha News

Odisha News
କେନ୍ଦୁଝର,୩୦/୭ କେନ୍ଦୁଝର ଜିଲା ହାଟଡିହି ବ୍ଲକ ପଡିଆରପଲ୍ଲୀ ପଞ୍ଚାୟତ ଆତ୍ରୁକଣା ଗ୍ରାମ ଡାହିସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋରମ୍ ଗାଡିଆରେ ବୁଡି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ନାବାଳିକା ବୋଲି ଜଣାପଡିଛି।ମିଳିଥିବା ସୂଚନା ମୁତାବକ, ୩ଜଣ ଶିଶୁ ଘର ପାଖେ ଖେଳୁ ଥିଲେ। ସେତିକିବେଳେ ଘର ପାଖ ମୋରମ୍ ଗାଡିଆକୁ ଚାଲିଯାଇ ପାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି Continue Reading
Odisha News
ମାଲକାନଗିରି, ୨୮/୭: ମାଲକାନଗିରି ଜିଲ୍ଲାରୁ ହଟିବେ ଗୋଟିଏ ବାଟାଲିୟନ ବିଏସ୍ଏଫ୍ ଯବାନ। ବିଏସ୍ଏଫ୍ ବାଟାଲିୟନ ମାଲକାନଗିରିରୁ ଜମ୍ମୁ ଓ କାଶ୍ମୀରକୁ ଯିବେ ବୋଲି ଜଣାପଡ଼ିଛି।ଜମ୍ମୁ ଓ କଶୀର ସୀମାରେ ପାକିସ୍ତାନ ଆତଙ୍କବାଦୀଙ୍କ ଲଗାତାର ଆକ୍ରମଣରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାପାଇଁ ଏଠାରୁ ଗୋଟିଏ ବାଟାଲିୟନ ଯବାନଙ୍କୁ ସ୍ଥାନାନ୍ତର କରାଯାଉଛି।ଗତ ତିନି ଦିନ ମଧ୍ୟରେ ଜାମ୍ମୁ ଓ କାଶ୍ମୀରରେ ଦୁଇ ଥର ଆତଙ୍କବାଦୀଙ୍କ ସେନା ଉପରେ ଆକ୍ରମଣ ହୋଇଛି। ଗତକାଲି Continue Reading
Odisha News
ଭୁବନେଶ୍ୱର, ୨୭/୭ : ଆସନ୍ତା ଜୁଲାଇ ୩୧ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆଜି ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ ସୂଚନା ଦେଇଛନ୍ତି।ତାଙ୍କ କହିବା କଥା ଯେ ୩ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ସେହିପରି ୩୧ରୁ ୨ ଯାଏ ଛତିଶଗଡ଼ରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି।ଏହାବାଦ ଆସନ୍ତା ୨୪ ଘଣ୍ଟା ଯାଏ ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା […]Continue Reading
Odisha News Sports News
ପ୍ୟାରିସ୍, ୨୮/୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତ ନିଜର ପଦକ ଖାତା ଖୋଲିଛି । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିଛନ୍ତି ।ସୁଟିଂରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଏହା ସହିତ ଅଲିମ୍ପିକ୍ସ ସୁଟିଂରେ ଦୀର୍ଘ ୧୨ ବର୍ଷ ପରେ ଭାରତ ପଦକ ଜିତିପାରିଛି ।ମନୁ ପ୍ରଥମ ପର୍ଯ୍ୟାୟରେ ସେ ୫୦.୪ ସ୍କୋର କରିଥିବା ବେଳେ ଦ୍ୱିତୀୟ ପର‌୍ୟ୍ୟାୟରେ ତାଙ୍କ ସ୍କୋର ୧୦୧.୭ରେ ପହଞ୍ଚିଥିଲା।ମନୁ […]Continue Reading
Odisha News
ନୂଆଦିଲ୍ଲୀ,୨୭/ ୨୮/୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ରବିବାର ସମ୍ବୋଧିତ କରିଛନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କ ୧୧୨ତମ ଏବଂ ତାଙ୍କ ତୃତୀୟ କାର୍ଯ୍ୟକାଳ ମଧ୍ୟରେ ଦ୍ୱିତୀୟ ମନ୍ କି ବାତ୍ କାର‌୍ୟ୍ୟକ୍ରମ।ଏଥିରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଶାଢ଼ି କଥା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ହସ୍ତକାରିଗରି ଶାଢ଼ିର ଚାହିଦା ବଢ଼ିବାରେ ଲାଗିଛି।Continue Reading
Odisha News
ଭୁବନେଶ୍ବର, ୨୮/୭: ହୀରାକୁଦ ଗେଟ୍ ଖୋଲିଲା, ସତର୍କ ସୂଚନା ଜାରି ହେଲା। ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ୍ କମିସନର( ଏସଆରସି)। ହୀରାକୁଦ ଗେଟ୍ ଖୋଲିବା ଏବଂ ତାପରେ ନଦୀମାନଙ୍କରେ ନିଷ୍କାସିତ ବନ୍ୟାଜଳର ପରିମାଣ ବୃଦ୍ଧି ନେଇ ସତର୍କ ସୂଚନା ଜାରି କରାଯାଇଛି। ତେବେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି।ତେବେ Continue Reading
Odisha News
ସମ୍ବଲପୁର, ୨୮/୭: ଆଜି ସକାଳ ୯ଟା ବେଳେ ଖୋଲିଛି ହୀରାକୁଦ ଡ୍ୟାମ ଗେଟ୍। ୭ନଂ ସ୍ଲୁଇସ୍ ଗେଟ୍ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି।ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପାଇଁ ରବିବାର ପୂର୍ବାହ୍ଣ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଗେଟ୍ ଖୋଲିଛି।ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୬.୯୩ ଫୁଟ୍ଥିଲା। ପ୍ରତି ସେକେଣ୍ଡରେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୭/୭ : ରାଜ୍ୟରେ ୧୪୭ଟି ବିଧାନସଭା ଆସନ ଥିବାବେଳେ ଜି.ଉଦୟଗିରି ଓ ଦାରିଙ୍ଗବାଡି ବିଧାନସଭା କ୍ଷେତ୍ରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଜି.ଉଦୟଗିରି ବିଧାନସଭା କ୍ଷେତ୍ର ପୂର୍ବରୁ ଥିବାବେଳେ ଦାରିଙ୍ଗବାଡ଼ି କେବେଠାରୁ ବିଧାନସଭା କ୍ଷେତ୍ର ହେଲାଣି ତାହାକୁ ନେଇ ଏବେ କନ୍ଧମାଳ ଜିଲାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏକଲବ୍ୟ ବିଦ୍ୟାଳୟ ସ୍ଥାପନା ନେଇ ୨୦୨୩ ମେ ୩୦ ତାରିଖରେ ଏକ ଫଳକ ଲଗାଯାଇଛି, Continue Reading
Odisha News
ଭୁବନେଶ୍ୱର,୨୭/୭: ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେନ୍ଦ୍ରର ସହଯୋଗ ଲୋଡ଼ିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବୃହତ୍ତ ବନ୍ଦର ଭିତ୍ତିକ ଶିଳ୍ପ ଜୋନ୍ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି।ବିଭିନ୍ନ ପ୍ରକଳ୍ପ ପାଇଁ ତ୍ୱରିତ ବଜେଟ୍, ଭିତ୍ତିଭୂମି, ଶ୍ରୀଘ୍ର ମଞ୍ଜୁରୀ ପ୍ରଦାନ ପାଇଁ ଦାବି କରିଛନ୍ତି। ଏହା ସହିତ ବିପର‌୍ୟ୍ୟୟ ପ୍ରତିରୋଧୀ ବିଦ୍ୟୁତ୍, ଟେଲିକମ୍ ଭିତ୍ତିଭୂମି ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି ଜଣାଇଛନ୍ତି।Continue Reading
Odisha News
ଭୁବନେଶ୍ବର, ୨୭/୭: ଓଡ଼ିଶା-ପଶ୍ଚିମବଙ୍ଗ ସୀମାରୁ ଆଳୁ ଟ୍ରକ୍ଗୁଡ଼ିକ ଫେରିଯିବା ପରେ ରାଜ୍ୟରେ ଦର ବୃଦ୍ଧି ହୋଇଛି। ବ୍ୟବସାୟୀମାନେ ମନମୁତାବକ ଆଳୁ ବିକ୍ରି କରୁଛନ୍ତି।ରାଜ୍ୟ ଯୋଗାଣମନ୍ତ୍ରୀ କିଲୋ ପିଛା ୩୨ଟଙ୍କାରେ ବିକ୍ରି କରିବାକୁ କହୁବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଗ୍ରାହକମାନେ ଆଳୁ କିଲୋ ୮୦ ଟଙ୍କା ପର‌୍ୟ୍ୟନ୍ତ କିଣୁଛନ୍ତି।ରୋଷେଇଶାଳ ଅନ୍ୟତମ ମୁଖ୍ୟ ପରିବା ଆଳୁ ଦର ବୃଦ୍ଧି ନେଇ ରାଜ୍ୟବାସୀ ଚିନ୍ତାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ Continue Reading