Home Archive by category Odisha News (Page 459)

Odisha News

Odisha News
କଟକ, ୫/୮: ଭିଜିଲାନ୍ସ ଜାଲରେ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ(ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥ। ତାଙ୍କ ୧୨ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢ଼ଉ।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ କଟକ ବାରବାଟୀ ଷ୍ଟାଡିୟମରେ ଥିବା କାର୍ଯ୍ୟାଳୟ ସମେତ କଟକ, ଭୁବନେଶ୍ୱର, ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧାର ୧୨ଟି ଠିକଣାରେ ଖୋଳତାଡ଼ କରୁଛନ୍ତି ଭିଜିଲାନ୍ସ ଟିମ୍।ବାରବାଟୀ ଷ୍ଟାଡିୟମରେ ଥିବା ତାଙ୍କ କାର୍ଯ୍ୟାଳୟ, Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୪/୮: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡରେ ଅନେକ ଗ୍ରାମକୁ ରାସ୍ତା ନାହିଁ । ଆଉ ଦିନ କେଇଟା ପରେ ସାରା ଦେଶ ୭୭ ତମ ସ୍ବାଧୀନତା ଦିବସ ପାଳିବ; କିନ୍ତୁ ଏମିତି ଗ୍ରାମ ରହିଛି ଯେଉଁଠି ବିକାଶ ପହଞ୍ଚି ନାହିଁ କି କେହି ପାଠ ପଢିନାହାନ୍ତି, ଏପରିକି ଅଙ୍ଗନବାଡି କି ସ୍କୁଲ ପିଣ୍ଡା ମଧ୍ୟ ମାଡ଼ି ନାହାନ୍ତି। ଗାଁରେ କେତେକ ବୟସ୍କ ଅଛନ୍ତି ଯେଉଁମାନେ ଆଜି ପର‌୍ୟ୍ୟନ୍ତ ବସ୍ କି ଗାଡିରେ ବସିନାହାନ୍ତି […]Continue Reading
Odisha News
କଟକ, ୪/୮ : ମହାନଦୀକୁ ଡେଇଁ ପଡ଼ିଲେ ମହିଳା। ଆଉ ତାଙ୍କୁ ସଙ୍ଗେସଙ୍ଗେ ଭରା ନଦୀରୁ ଉଦ୍ଧାର କରି କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତିକରିଥିଲେ ମତ୍ସ୍ୟଜୀବୀ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳା ହେଲେ କାମିନୀ ସ୍ୱାଇଁ। ତାଙ୍କ ଘର କଟକ ଅରିଲୋରେ।ଆଜି ଅପରାହ୍ନରେ କଟକ ଯୋବ୍ରା ବ୍ୟାରେଜକୁ ଆସିଥିଲେ କାମିନୀ ସ୍ୱାଇଁ। ସେଠାରେ କିଛି ସମୟ ଠିଆ ହେବା ପରେ ବ୍ରିଜ୍ ଉପରେ ଭ୍ୟାନିଟ୍ ବ୍ୟାଗ୍‌, ମୋବାଇଲ, ଚପଲ ଓ ଆଧାରକର୍ଡ଼ […]Continue Reading
Odisha News
କେନ୍ଦୁଝର, ୪/୮: ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ୪ଦିନ ଧରି ଫସିଥିବା ୪ ଜଣ ଓଡ଼ିଆ ଶ୍ରଦ୍ଧାଳୁ ରବିବାର ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଏହି ୪ ଜଣ ଶିବଭକ୍ତଙ୍କୁ ଭୀମତାଲରୁ ହେଲିକପ୍ଟର ଯୋଗେ ସେନାର ଯବାନମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ବ୍ୟକ୍ତିମାନେ ହେଲେ କାର୍ତ୍ତିକେଶ୍ବର ଖିଲାର, ସଦାନନ୍ଦ ସାହୁ, ମହେଶ୍ୱର ପ୍ରଧାନ ଓ ଋଷିନାଥ ମହାନ୍ତ।ସୂଚନା ଅନୁସାରେ ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ଜଳାଭିଷେକ Continue Reading
Odisha News
କେରଳ, ୪/୮ : କେରଳ ୱାୟନାଡରେ ଭୂ-ସ୍ଖଳନର ମହାବିପର୍ଯ୍ୟୟ ପରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ସେଠାକୁ ଯାତ୍ରା କରିଛି ବ୍ରହ୍ମପୁର ପୁଲିସର ସନ୍ଧାନୀ କୁକୁର ଷ୍ଟର୍ମ। ତା’ ସହିତ ୪ ଜଣ ଅଧିକାରୀ ମଧ୍ୟ ସେଠାକୁ ଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ। ସେମାନେ ରେଳ ଯୋଗ ସେଠାକୁ ଯାଉଥିବା କହିଛନ୍ତି ଏସ୍‌ପି।ଭୂସ୍ଖଳନର ୬ ଦିନ ପରେ ବି ୱାୟନାଡରେ ସରିନି ମାଟି ଓ ପଥର ତଳୁ ଜୀବନ ଖୋଜା। ଅହରହ […]Continue Reading
Odisha News
ଭୁବନେଶ୍ୱର, ୪/୮ : ମାନବ ଜୀବନରେ ଏକ ସୁନ୍ଦର ଉପହାର ହେଉଛି ବନ୍ଧୁ। ଏହି ଉପହାରକୁ ଉପଭୋଗ କରିବା ପାଇଁ ଦେବତା ବି ନର ରୂପ ଧାରଣ କରିଛନ୍ତି। ‘ନିର୍ବାସିତର ବିଳାପ’ରେ ମଧୁସୂଦନ ରାଓ ଲେଖିଥିଲେ,’କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯା’ର ପ୍ରାପତ ଲାଗି ଦେବତା ନର।’ମର୍ତ୍ତ୍ୟ ମଣ୍ଡଳରେ ବନ୍ଧୁତାର ଏ ଅମୃତକୁ ଆସ୍ୱାଦନ ପାଇଁ ଯେତେବେଳ ଦେବତା ନର ରୂପ ଧାରଣ କରିଛନ୍ତି ଛାର ମଣିଷ ଏଥିରୁ ବାଦ୍ ପଡିବ ବା କିପରି। Continue Reading
Odisha News
ପିପିଲି, ୪/୮: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ବରାଗଡ଼ ଗ୍ରାମ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଠାରେ କାର ଏକ ସ୍କୁଟିକୁ ପିଟିଲା ପରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡ଼ିଛି କାର୍।ଦୁର୍ଘଟଣାରେ ଜଳି ଯାଇଛି କାର୍। ପିପିଲି ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି। ଏକ ଷଣ୍ଢକୁ ରକ୍ଷା କରିବାକୁ ଯାଇ କାର୍ ଟି ସ୍କୁଟିକୁ ଧକ୍କା ଦେଇ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାଯାଇଛି।Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୩/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ୍ କାର୍ଯ୍ୟାଳୟରେ ସ୍ଥାୟୀ ବି. ଡ଼ି.ଓ. ନ ଥିବା ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥ‌ିବା ଦେଖୁବାକୁ ମିଳିଛି ।ପୂର୍ବରୁ ଥ‌ିବା ବିଡ଼ିଓ ମନୋଜ କୁମାର ପାଢ଼ୀ ଗତ ମେ ମାସ ୩୧ ତାରିଖରେ ଅବସର ଗ୍ରହଣ କରିବା ପରେ ଏଠାରେ ନୂତନ ବିଡ଼ିଓ ନିଯୁକ୍ତି ହୋଇ ନାହାନ୍ତି, ଯାହା ଫଳରେ ଦୀର୍ଘ ୩ ମାସ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩/୮: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ବୌଦ୍ଧ ପକ୍ଷରୁ ରାମକୃଷ୍ଣବାଳାଶ୍ରମ ଶିଶୁ ଗୃହ, ବିରନରସିଂହପୁର ଓ ପର୍ଯ୍ୟବେକ୍ଷଣ ଗୃହ, କେଲାକଟା ଠାରେ ଭାରତୀୟ ଅଙ୍ଗଦାନ ଦିବସ ପାଳନ ହୋଇ ଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. କିଶୋର ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ପଟ୍ଟଚିତ୍ର ଓ ପାୱାର ପଏନ୍ଟ ମାଧ୍ୟମରେ ଅଙ୍ଗଦାନ ଓ ପ୍ରତିରୋପଣ ର ସରକାରୀ ନିୟମ ଓ କାଯ୍ୟକାରିତା ବିଷୟରେ ବୁଝାଇଥିଲେ ।ମଣିଷ ଶରିରରେ କେଉଁ ଅଙ୍ଗ ସବୁ Continue Reading
Odisha News
ଅକ୍ଷୟ ରାଉତଙ୍କୁ ରିପୋର୍ଟଯାଜପୁର, ୩/୮ : ନିର୍ବାଚନ ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅଶାନ୍ତ ହୋଇ ଉଠିଛି । ବିଜେଡିର ଅଭିଯୋଗ ଅନୁଯାୟୀ ବିଜେପିର ଅସାମାଜିକ ବ୍ୟକ୍ତି ଗୁଣ୍ଡାରାଜ କରି ସୁକିନ୍ଦାରେ ରକ୍ତ ପାତ କରୁଛନ୍ତି ।ନିର୍ବଚନ ପରଠାରୁ ବିଜେପି କର୍ମୀଙ୍କ ଆକ୍ରମଣରେ ଜଣେ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଜଣେ ଆଇନଜୀବି ଓ ବହୁ ସାଧାରଣ ଲୋକ ଗୁରୁତର ଆହତ ହୋଇଛନ୍ତି ।କିଛି ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେବା ବେଳେ ଅନ୍ୟ କିଛି କଟକ ସ୍ଥାନାନ୍ତର Continue Reading