Home Archive by category Odisha News (Page 451)

Odisha News

Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୭/୮ : ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଉଥିବା ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ କିଛିବର୍ଷ ହେଲା ଜଣେ ବ୍ୟକ୍ତି ଏକ ବିଶୁଦ୍ଧ ପାନୀୟ ଜଳ କାରଖାନା ଖୋଲି ପାଣି ବିକ୍ରି ବେପାର ଚଳାଇଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।ପ୍ରକାଶ ଯେ , ପାଟଣାଗଡର ସୁରେଶ ମେହେର ନାମକ ଜଣେ ବ୍ୟବସାୟୀ କିଛିବର୍ଷ ତଳେ ପାଟଣାଗଡ – ରାମପୁର ମଧ୍ୟରେ ପାଟଣାଗଡ- ବଲାଙ୍ଗୀର ମୁଖ୍ୟରାସ୍ତା କଡର Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୭/୮: ୧୪ ତାରିଖ ପୂର୍ବାହ୍ନରେ ପାଚେରୀ ଡେଇଁ ଫେରାର୍ ହୋଇ ଯାଇଥିବା ପଦ୍ମପୁର ଉପ କାରାଗାରର ୨ ଜଣ କଏଦୀଙ୍କୁ ପୁଲିସ୍ ଗିରଫ କରିଥିବା ଓ ପୁଣି ସେମାନଙ୍କୁ ଜେଲ୍ କୁ ଫେରାଇ ଅଣାଯାଇଥିବା ଜଣାଯାଇଛି ।ପ୍ରକାଶ ଯେ ୧୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ ଟା ୧୫ ମିନିଟ୍ ସମୟରେ ଖାଇବା ପାଇଁ ଆସିବା ବେଳେ ଦୁଇ ଜଣ ବିଚାରାଧୀନ ବନ୍ଦୀ ଜେଲ ର ପୂର୍ବ ଦିଗ ପଛ ପଟ […]Continue Reading
Odisha News
ଭୁବନେଶ୍ୱର,୧୭/୮: ଭୁବନେଶ୍ବରରେ ନୂଆ ବିଧାୟକଙ୍କ ପାଇଁ ଶନିବାର ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଉଦ୍‌ଘାଟନ କରିଛନ୍ତି।ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର‌୍ୟ୍ୟକ୍ରମ ଦୁଇଦିନ ପାଇଁ ଚାଲିବ। ଏଥିରେ ନୂଆ ବିଧାୟକମାନେ କିପରି ସେମାନଙ୍କ କଥାବାର୍ତ୍ତା, ବିଧାନସଭାରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ କେମିତି ବ୍ୟବହାର କରିବେ, ଶୂନ୍ୟକାଳରେ କେମିତି Continue Reading
Odisha News
ତିଗିରିଆ, ୧୭/୮ : କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବିଧବାଙ୍କ ଗଳା କାଟି ହତ୍ୟା ପରେ ତିଗିରିଆ ଥାନାରେ ଅଭିଯୁକ୍ତ ଯୁବକ ଆତ୍ମସମର୍ପଣ କରିଛି। ମୃତକ ହେଲେ କଳ୍ପନା ଦାଶ(୪୫) ଓ ଅଭିଯୁକ୍ତ ଯୁବକ ହେଲେ କାର୍ତ୍ତିକ ସେଠୀ(୩୫)।ସୂଚନା ଅନୁଯାୟୀ, ବିଧବା କଳ୍ପନା ଦାଶଙ୍କ ଘରେ ରହି କାର୍ତ୍ତିକ ସେଠୀ କଳ୍ପନା ଓ ତାଙ୍କ ବୃଦ୍ଧ ଶଶୁର(୮୭)ଙ୍କର ଦେଖାଶୁଣା କରୁଥିଲେ। ବର୍ଷକ ପୂର୍ବରୁ କଳ୍ପନା […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୭/୮ : ପାରଳାଖେମୁଣ୍ଡି ସ୍ଥିତ ରାଜବାଟି ପରିସରରେ ଥିବା ୟୁ-ଟେକ୍ କମ୍ପ୍ୟୁଟର ଏଡୁକେଶନ ସେଣ୍ଟର୍ ଠାରେ ସେଣ୍ଟର ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବକ୍ତାମାନେ ଯୁବଗୋଷ୍ଠୀଙ୍କୁ ଦେଶ ଓ ଜାତିର , ପ୍ରାଣ , ଜୀବନ ଓ ଗୌରବ ବୋଲି କହି ସେମାନଙ୍କର ଅକୁଣ୍ଠ ସମର୍ପିତ ଜାତୀୟ ସେବା ହିଁ ଜରୁରୀ ବୋଲି କହି ଯୁବପିଢୀ ଆଗାମୀ ଭବିଷ୍ୟତର ଆଲୋକ ତେଣୁ ସେମାନେ Continue Reading
Odisha News
ଭୁବନେଶ୍ୱର,୧୭/୮ : ଏଝଞ ଅତିରିକ୍ତ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ। ଯାଜପୁର ଉଞଌଏଝଞ ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ପ୍ରାୟ ୫.୮୫ ଲକ୍ଷ ରାଜସ୍ୱ ହେରଫେର କରିଥିବା ଜଣାପଡ଼ିଛି।ଏଝଞ ଅତିରିକ୍ତ କମିଶନର ଜଣେ ଡିଲର୍ ଠାରୁ ଜବତ ସ୍କ୍ରାପ୍‌କୁ ଅନ୍ୟତ୍ର ବିକ୍ରି କରିଥିବା ତାଙ୍କ ନାଁରେ ଅଭିଯୋଗ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬/୮ : ବୌଦ୍ଧ ଜ଼ିଲ୍ଲାରେ ମହା ସମାରୋହ ରେ ୭୮ ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି । ଆନୁଷ୍ଠାନିକ ପ୍ୟାରେଡ ତଥା ଦିବସ ର ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ର ଅଭିବାଦନ ଗ୍ରହଣ ପୂର୍ବକ ଉଦବୋଧନ ଦେଇଥିଲେ ।ପ୍ୟାରେଡ ପରିଚାଳନା କରିଥିଲେ ରିଜର୍ଭ ଇନସ୍ପେକ୍ଟର କୁଳମଣି ଗିରି, ସର୍ଜେଣ୍ଟ […]Continue Reading
Odisha News
କଟକ, ୧୬/୮ : ସାଇବର କ୍ରାଇମ, ମାଦକ ଦ୍ରବ୍ୟର ପ୍ରସାର ଓ ଅପରାଧ ମୁକାବିଲା ଦିଗରେ ପୁଲିସ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ । ଏହାସହିତ ଥାନାକୁ ଅଭିଯୋଗ ପାଇଁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ରାଜ୍ୟର ନୂଆ ପୁଲିସ ଡିଜି ୱାଇବି ଖୁରାନିଆ କହିଛନ୍ତି ।ଆଜି କଟକସ୍ଥିତ ପୁଲିସ ମୁଖ୍ୟାଳୟଠାରେ ରାଜ୍ୟର ନୂଆ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତିକ୍ରିୟା ଦେଇ ଶ୍ରୀ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୬/୮: ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ତାତିଲେ ଅଭିଭାବକ। ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୁଆଗାଁ ବ୍ଲକ୍ ଅନ୍ତର୍ଗତ ମହାସିଙ୍ଗି ପଞ୍ଚାୟତର ଗୁମାପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।ସୂଚନା ପ୍ରକାରେ ଗୁମାପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୬/୮ : ନିୟତି ସ୍କୁଲ୍ ଅଧକ୍ଷା ସ୍ୱେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପିଲା ମାନଙ୍କ ଆରୋଗ୍ୟ କାମନା କରିଥିଲେ ।ଏହି ଅବସରରେ ଦେଶପାଇଁ ପ୍ରାଣବଳୀ ଦେଇଥିବା ସ୍ଵାଧୀନତା ସଂଗ୍ରାମୀ ଓ ଦେଶର ସହିଦ ଯବାନ ମାନଙ୍କ ସ୍ମୃତିଚାରଣ କରି ସେମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ବର୍ତ୍ତମାନର ଯବାନ Continue Reading