Home Archive by category Odisha News (Page 447)

Odisha News

Odisha News
ଭୁବନେଶ୍ୱର, ୨୨/୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଥିବାରୁ ରାଜ୍ୟରେ ବର୍ଷା ହେଉଛି। ଆସନ୍ତା ୫ଦିନ ପର‌୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ କିଛି ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ।ଏଥିସହ ବଜ୍ରପାତ ହେବ। ତେବେ ୨୩ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ସାଇକ୍ଲୋନିକ ସର୍କୁଲେଶନ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉକ୍ତଦିନଠାରୁ ବର୍ଷାର ପରିମାଣ ଆହୁରି ବଢ଼ିବ ବୋଲି ଭୁବନେଶ୍ୱର ଅଞ୍ଚଳିକ Continue Reading
Odisha News
ଭୁବନେଶ୍ୱର,୨୨/୮: ଚିକିଟି ମଦ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଆକ୍ସନ ମୋଡରେ ଅଛନ୍ତି। ଗତକାଲି ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀ ନିଲମ୍ବନ ହୋଇଥିବା ବେଳେ ବେଳେ ଗୁରୁବାର ୨ ଅଧିକାରୀଙ୍କୁ ବଦଳି କରାଯାଇଛି।ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କ ବଦଳି ହୋଇଛି। ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି କୋରାପୁଟକୁ ବଦଳି ହୋଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି। ୨ ଅଧିକାରୀଙ୍କ Continue Reading
Odisha News
ଢେଙ୍କାନାଳ,୨୨/୮: ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ସହର ସ୍ଥିତ କାଲ୍ଟାକ୍ସ ରତନ ବଜାର ଅଞ୍ଚଳରେ ଥିବା ବାସଭବନ ଓ କୁଞ୍ଜକାନ୍ତଠାରେ ଥିବା ସଦର ରେଞ୍ଜ କାର‌୍ୟ୍ୟାଳୟରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢ଼ାଉ ହୋଇଛି।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ଢେଙ୍କାନାଳ ସମେତ କଟକ ଓ ଭୁବନେଶ୍ୱରର ୮ଟି ଯାଗାରେ ଏହି ଚଢ଼ାଉ ହୋଇଛି ।ସୂଚନାଯୋଗ୍ୟ, ବିଭୁଦାନନ୍ଦଙ୍କ ନାଁରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୨/୮ : ଗ୍ରାମାଞ୍ଚଳରେ ଔଷଧୀୟ ଚାଷକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଦୁର୍ଗମ ଗାଁ ଓ ଉଜୁଡିଯାଇଥିବା ଜଙ୍ଗଲରେ ଏହି ଔଷଧୀୟ ବୃକ୍ଷ ଚାଷ କରାଯାଉଛି ଏଥିପାଇଁ ସରକାରୀ ହେଉ କି ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଗାଁ ରେ ଲୋକଙ୍କୁ ସଚେତନ କରାଯାଉଛି। ଔଷଧୀୟ ବୃକ୍ଷ ଏବେ ଚାହିଦା ବୃଦ୍ଧି କାରଣରୁ ଅର୍ଥ ରୋଜଗାର କରିବାର ବାଟ ଫିଟିଛି। ଜୀବନଜୀବିକାର ରାହା ପାଲଟିଛି।ଏବେ ଅର୍ଥକାରୀ ଫସଲ ଭାବେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୧/୮: ଅନୁସୂଚିତ ଜାତି-ଜନଜାତିଙ୍କୁ ସଂରକ୍ଷଣରେ ଗତ ଅଗଷ୍ଟ ୧ ତାରିଖ ରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟ ନିଷ୍ପତ୍ତିକୁ ବିରୋଧ କରି ଆଦିବାସୀ ମହାସଂଘ ପକ୍ଷରୁ ଦିଆ ଯାଇଥିବା ” ଭାରତ ବନ୍ଦ” ଡାକରା ଆଜି ପାରଳାଖେମୁଣ୍ଡି ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲା ଅନୁସୂଚିତ ଜାତି-ଜନଜାତି ସମନ୍ଵୟ ପରିଷଦ ପକ୍ଷରୁ ନେତା ଓ Continue Reading
Odisha News
ବୌଦ୍ଧ,୨୧/୮: ଜିଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟର ବକେୟା ବିଲ୍ ପାସ କରାଇ ଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜଳରେ ପଡିଛନ୍ତି ସହାୟକ ରାଜସ୍ୱ ଅଧିକାରୀ ଚୌଧୁରୀ ପୁପୁନ ଦାଶ। ୨୦୨୧-୨୨ ରୁ ଏହି କାର୍ଯ୍ୟ ଚାଲିଥିବା ବେଳେ ଏହାର କିଛି ବିଲ୍ ବାକି ରହିଥିଲା, ଯାହାକୁ ପାସ କରାଇ ଦେବା ପାଇଁ ପୁପୁନ ଦାଶ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ତେବେ ପୂର୍ବରୁ ଖବର ପାଇ ବୁଧବାର ଭିଜିଲାନ୍ସ ଟିମ୍ ପୂର୍ବରୁ ଜାଲ […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟସଇଁନ୍ତଳା, ୨୧/୮:ସଇଁନ୍ତଳା ବ୍ଲକ୍ ର କସ୍ତୁରବା’ ଗାନ୍ଧୀ ବାଳିକା ବିଦ୍ୟାଳୟ ବା କେଜିବିଭିର ଦୂରବସ୍ଥା ଆଖିରେ ନଦେଖିଲେ ବିଶ୍ବାସ କରିହେବ ନାହିଁ।ଗାଁ’ ମୁଣ୍ଡ ଅପନ୍ତରାରେ ୨୦୧୪ର ରଙ୍ଗଛଡା ପୁରୁଣା ହଷ୍ଟେଲ ବିଲଡିଂ ସାଙ୍ଗକୁ ଏଠାରେ ପାଠପଢ଼ାର ବ୍ୟବସ୍ଥା ନଥିବା ଓ ଏଠାରୁ ପ୍ରାୟ ଅଢେଇ କିମି ଦୂରରେ କୁମ୍ଭାରି ଓ ଡେଙ୍ଗ୍ ଗ୍ରାମରେ ଥିବା ସ୍କୁଲରେ ପଢୁଥିବା ୯ମ ଓ ୧୦ମ ଶ୍ରେଣୀର ଛାତ୍ରୀଙ୍କ ପାଇଁ ଏକ Continue Reading
Odisha News
ଭୁବନେଶ୍ୱର,୨୧/୮: ରାଜ୍ୟ ସଭା ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗନ୍ନାଥ ପ୍ରଧାନ। ଗତକାଲି ମମତା ମହାନ୍ତଙ୍କ ନାଁ ଭାଜପା ଘୋଷଣା କରିବା ପରେ ବୁଧବାର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମରଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ।ମମତାଙ୍କ ନାମାଙ୍କନ ଦାଖଲ କରିବାର କିଛି ସମୟ ପରେ ଜଗନ୍ନାଥ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।ଗତ Continue Reading
Odisha News
By Dr. Sujata Kar ଋତୁସ୍ରାବ ହେଉଛି ମହିଳାଙ୍କ ଜୀବନରେ ଏକ ପ୍ରମୁଖ ଶାରୀରିକ ପରିବର୍ତ୍ତନ । ଋତୁସ୍ରାବ ସମୟରେ ସଠିକ୍ ଭାବରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ସମସ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ ନାହିଁ ବରଂ ସେମାନଙ୍କ ଜୀବନର ସାମାଜିକ ଓ ମାନସିକ ଦିଗ ଉପରେ ମଧ୍ୟ ସମାନ ଭାବରେ ପ୍ରଭାବ ପକାଇଥାଏ । ଋତୁସ୍ରାବ ସମୟରେ ସ୍ୱଚ୍ଛତା ପରିଚାଳନା […]Continue Reading
Odisha News
ଗଞ୍ଜାମ,୨୧/୮: ଗଞ୍ଜାମ ଜିଲାରେ ମଦ ବିଭୀଷିକା ଦେଖିବାକୁ ମିଳିଛି। ଚିକିଟି ଏନଏସି କେ ନୂଆଗାଁ ଥାନା ମାଉନ୍ଦ ପୁର ଗ୍ରାମରେ ଦେଶୀ ମଦ ପିଇ ୨୩ ଜଣ ଗୁରୁତର ହୋଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଗୁରୁତରଙ୍କ ମୃତ ଘଟିଛି। ମୃତ ଜଣକ ହେଲେ ଜୁରା ବେହେରା।ବୁଧବାର ସକାଳେ ପରିବାର ଲୋକ ମୃତଦେହ ଚିକିଟି ମୁଖ୍ୟ ରାସ୍ତାରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେ ନୂଆଗାଁ ଥାନା ମାଉନ୍ଦପୁର ଗ୍ରାମରେ ଗତ ସୋମବାର ଦେଶୀ ମଦ ପିଇ […]Continue Reading