ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୬/୮: ଆଜି ହେଉଛି ଭାଦବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଏବଂ ପବିତ୍ର ଜନ୍ମାଷ୍ଟମୀ ତଥା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ।ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଏବଂ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ।ଶ୍ରଦ୍ଧାଳୁ ମାନେ ପାରମ୍ପରିକ ରିତିବିଧି ପ୍ରକାରେ ବେଶ୍ ଉତ୍ସାହର ସହ ପାଳନ କରୁଛନ୍ତି ଏହି ଜନ୍ମୋତ୍ସବ । ଏହି ଅବସରରେ ସମଗ୍ର Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୫/୦୮: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା ‘ଦକ୍ଷିଣ କାଳୀ ମନ୍ଦିର ପରିସର ମଧ୍ୟରେ ରବିବାର ଅପରାହ୍ନରେ ବ୍ରାହ୍ମଣ ସମାଜର ଏକ ମାସିକ ବୈଠକ ସଭାପତି ଚିନ୍ତାମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସମ୍ପାଦକ କାଳିନ୍ଦୀ ଚରଣ ପଣ୍ଡା ଓ କୋଷାଧକ୍ଷ ପବିତ୍ର ମୋହନ ପାଢ଼ୀଙ୍କ ସମେତ ଶତାଧିକ ବ୍ରାହ୍ମଣ ପରିବାର ଉପସ୍ଥିତ ରହି ସମାଜ ତରଫରୁ ବ୍ରାହ୍ମଣ ପିଲାଙ୍କୁ ବ୍ରତୋପନୟନ କରିବା Continue Reading
ମାଲକାନଗିରି,୨୬/୮: ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲା ହୋଇଥିବା ବେଳେ ଏଠି ବେକାରି ସଂଖ୍ୟା ଅଧିକ ରହିଛି। ଚାକିରି ପାଇବା ପାଇଁ ଯୁବତୀଯୁବକମାନେ ଆଶା କରିଥିଲେ ମଧ୍ୟ ସୁଯୋଗ ନ ପାଇ ଦଲାଲଙ୍କ ଶିକାର ହୋଇ ପରେ ଅନୁତାପ କରୁଛନ୍ତି। ଜିଲାରେ ଜାଲ୍ ସାର୍ଟିଫିକେଟ, ଆଧାର କାର୍ଡ, ନକଲି ପୋଲିସ ଅଧିକାରୀ, ନକଲି ମାଓବାଦୀ ଆଦି ଅନେକ ଘଟଣାରେ ଅଭିଯୁକ୍ତମାନେ ଗିରଫ ହୋଇଥିବାନଜିର ରହିଛି। କିନ୍ତୁ ବର୍ତ୍ତମାନ ଜନ ପ୍ରତିନିଧି ଓ ରାଜନେତାମାନେ ବେକାର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୬/୮ : ବୌଦ୍ଧ ଜିଲ୍ଲା ବିଜେପି ସଦସ୍ୟତା ଅଭିଯାନ ୨୦୨୪ ର କର୍ମ ଶାଳା ବୌଦ୍ଧ ଟାଉନ ହଲ ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତି ଟ୍ୱେରେ ଅନୁଷ୍ଠିତ ହୋଇ ଥିଲା ।ଜିଲ୍ଲା ର ୪୧୧ ବୁଥ, ୧୦ ଗୋଟି ମଣ୍ଡଳ, ୭୬ ଶକ୍ତି କେନ୍ଦ୍ର , ଦୁଇଗୋଟି ବିଧାନ ସଭା ର ସମସ୍ତ ବିଜେପି କର୍ମୀ, ଓ ଭୋଟର ମାନଙ୍କୁ ଜାତି, ଧର୍ମ ନିର୍ବିଶେଷରେ […]Continue Reading
ଭୁବନେଶ୍ୱର,୨୬/୮: ଓଡ଼ିଶାର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ସତର୍କତାମୂଳକ ପଦକ୍ଷେପ ଭାବରେ ସାଧାରଣ ଲୋକେ କିଛିଦିନ ଚିକେନ ଖାଇବାରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର।ରାଜ୍ୟର ବିଭିନ୍ନ ଜିଲାକୁ ସଚେତନ କରାଯାଇଛି ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ ଜ୍ୱର ହେଉଛି ପକ୍ଷୀ ଫ୍ଲୁ ସଂକ୍ରମଣର ପ୍ରଥମ ଲକ୍ଷଣ ଏବଂ Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୬/୮: ସୁକିନ୍ଦା ବିକାଶରେ ଆପଣ ମାନଙ୍କ ଅବଦାନ ଅତୁଳନୀୟ । ବିଗତ ଦିନରେ ସୁକିନ୍ଦା ବିକାଶ କେବଳ ଆପଣ ମାନଙ୍କ ଦ୍ୱାରା ସମ୍ଭବ ହୋଇଛି । ବିଜୟ ପରାଜୟ ରାଜନୀତିର ଅଂଶ । ପରାଜୟ କୁ ଭୁଲି ଆଗଜୁ ବଢିବା ଆଜି ସମୟର ଆହ୍ୱାନ ।ସଙ୍ଗଠିତ ହୁଅନ୍ତୁ ଆଗକୁ ବଢ଼ନ୍ତୁ । ସବୁ ସମୟରେ ଆପଣଙ୍କ ସାଥିରେ ମୁଁ ଥିଲି, ଅଛି ଓ ରହିବି ମଧ୍ୟ । ଆଜି ସୁକିନ୍ଦାଗଡ଼ ପଞ୍ଚାୟତରେ ଆୟୋଜିତ […]Continue Reading
କଟକ, ୨୬/୭ : ଆଜି ହେଉଛି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଆଜି ସାରା ଦେଶରେ ବିଶେଷ କରି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଆବାହନ କରାଯିବ।ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି। ସଂନ୍ଧ୍ୟାଧୂପ ଶେଷ ହେବା ପରେ Continue Reading
ଖୋର୍ଦ୍ଧା,୨୫/୮: ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତାରେ ଜଣେ ଯୁବକକୁ ହାଣି ହତ୍ୟା କରାଯାଇଥିବା ଘଟଣା ଖୋର୍ଦ୍ଧା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ମୁକୁନ୍ଦପ୍ରସାଦର ଶେଖ୍ ସାଜିଦ।ସୂଚନା ଅନୁଯାୟୀ, ଯୁବକଜଣକ ଏକ ଗ୍ୟାରେଜରେ କାମ କରୁଥିଲେ। ସେଠାରେ କିଛି ଦୁର୍ବୃତ୍ତ ଆସି ଯୁବକକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପୋଡ଼ାସାହିର କିଛି ଲୋକ ଖଣ୍ଡାରେ ହାଣିଥିବା କୁହାଯାଉଛି।ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାକୁ ଖୋର୍ଦ୍ଧା ମେଡିକାଲରେ ଭର୍ତି Continue Reading
ସମ୍ବଲପୁର, ୨୫/୮: ହୀରାକୁଦ ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ବୃଦ୍ଧି ପାଉଛି ହୀରାକୁଦ ଡ୍ୟାମର ଜଳସ୍ତର। ଆଜି ଆଉ ୬ଟି ଗେଟ୍ ଖୋଲିଛି। ୨୦ଟି ଗେଟ୍ ଦେଇ ଡ୍ୟାମରୁ ୩ଲକ୍ଷ ଘନ ଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି।ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୯୭ ଘନଫୁଟ ଥିବା ବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୫୯କ୍ୟୁସେକ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨ ଲକ୍ଷ ୫୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି।ହୀରାକୁଦ ଡ୍ୟାମରେ ଗେଟ୍ […]Continue Reading
ଭୁବନେଶ୍ୱର, ୨୫/୮ : ଭୁବନେଶ୍ୱର ସ୍ଥିତ ଘରୁ ILS ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ବୈଜ୍ଞାନିକ ସନ୍ଦୀପ ମିଶ୍ର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ଆଜି ସକାଳେ ସନ୍ଦୀପ ମିଶ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସନ୍ଦୀପ ଆତ୍ମହତ୍ୟା Continue Reading



