Home Archive by category Odisha News (Page 442)

Odisha News

Odisha News
ଓଡ଼ିଶା, ୨୯/୮ : ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପର୍ବ ପଡ଼ୁଛି। ତେବେ ସେହିଦିନ ରବିବାର ପଡୁଛି। ରବିବାର ଛୁଟି ପଡ଼ୁଥିବାରୁ ୯ ତାରିଖ ଅର୍ଥାତ୍ ସୋମବାରକୁ ଛୁଟି ଘୋଷଣା କରାଯାଇଛି। ସେପ୍ଟେମ୍ବର ୯ ତାରିଖରେ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ବିଭିନ୍ନ Continue Reading
Odisha News
ବାଲେଶ୍ୱର, ୨୯/୮ : ବାଇକ୍‌ରେ ଶ୍ୱଶୁର ଘର ଯାଉଥିଲେ ଦମ୍ପତି। ହେଲେ ମଝି ରାସ୍ତାରୁ ପତ୍ନୀଙ୍କ ବେକରୁ ସୁନା ଚେନ୍ ଝାମ୍ଫି ନେଲେ ଦୁର୍ବୃତ୍ତ। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଘଟିଛି। ଲୁଟେରାଙ୍କ ଭିତରୁ ଦୁଇ ଜଣଙ୍କୁ କାବୁ କରି ପୁଲିସ୍ ଜିମା ଦେଲେ ସ୍ଥାନୀୟ ଲୋକେ।ପଶ୍ଚିମବଙ୍ଗ ବରଙ୍ଗୀ ଅଞ୍ଚଳର ଅଶୁତୋଷ ମହାପାତ୍ର ଆଜି ତାଙ୍କ ପତ୍ନୀଙ୍କୁ ବାକ୍‌ରେ ଧରି ଭୋଗରାଇ ଅଭିମୁଖେ ଆସୁଥିଲେ। ତେବେ ୫୭ ନମ୍ୱର ଜାତୀୟ ରାଜପଥର ନହରା […]Continue Reading
Odisha News
ଭୁବନେଶ୍ୱର,୨୯/୮: ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଛନ୍ତି ପୂର୍ବ ବିଜେଡି ସରକାର। ତେବେ ୫ ବର୍ଷରେ ପ୍ରଚାର ପାଇଁ ବିଜେଡି ୪୫୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ଏନେଇ ଗୁରୁବାର ବିଧାନସଭାରେ ଭାଜପା ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ, ବିଜ୍ଞାପନରେ କେବଳ ପାଣ୍ଡିଆନଙ୍କ ଫଟୋ ପାଇଁ ୧୫ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯାହାକି ସରକାରୀ ଅର୍ଥକୁ ଶ୍ରାଦ୍ଧ କରାଯାଇଥିବା Continue Reading
Odisha News
ଓଡ଼ିଶା,୨୯/୮ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର। କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମକୁ ମୁହାଁଇ ଆସନ୍ତାକାଲି ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୁଦୃଶ୍ୟ ଲଘୁଚାପର ରୂପ ନେବ।ତା’ପରେ ଏହା ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳକୁ ଗତି କଲା ବେଳେ ଆଗାମୀ ଦୁଇ ଦିନରେ Continue Reading
Odisha News
ଭୁବନେଶ୍ୱର,୨୯/୮: ରାଜଧାନୀ ଭୁବନେଶ୍ୱରରେ ବୁଧବାର ୪ ବର୍ଷର ନାବାଳିକାକୁ ବଳାତ୍କାର ଅଭିଯୋଗ ହୋଇଛି। ପଡୋଶୀ ଘରର ୩୦ ବର୍ଷର ଯୁବକ ଏଭଳି ନିନ୍ଦନୀୟ ଘଟଣା ଘଟାଇଥିବା କୁହାଯାଉଛି।ଏୟାରପୋର୍ଟ ଥାନା ଅଞ୍ଚଳର ଏକ ବସ୍ତିରେ ଏହି ଘଟଣା ଘଟିଛି। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନାବାଳିକାକୁ ଡାକ୍ତରୀ ମଇନା ପାଇଁ ପଠାଇବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି।ପଶ୍ଚିମବଙ୍ଗରେ Continue Reading
Odisha News
ଭୁବନେଶ୍ୱର, ୨୯/୮ : ଏକ ତରଫା ପ୍ରେମରୁ ସ୍ୱୀକୃତି ମିଳିଲା ନାହିଁ । ଆଉ ଏହି ପ୍ରେମରେ କଣ୍ଟା ସାଜିଥିଲେ ଝିଅର ଦାଦା । ସେଥିପାଇଁ ରକ୍ତ ମୁଖା ହୋଇଯାଇଥିଲା ପ୍ରେମିକ । ଶେଷରେ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଛି ଗୋଟେ ନାବାଳକ ପ୍ରେମିକ ।ଝିଅର ଦାଦାକୁ ଅତି ବିଭତ୍ସଭାବେ ହତ୍ୟା କରିଛି ନାବାଳକ ପ୍ରେମିକ । ଯୁବକଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଛି ପ୍ରେମିକ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ରାଜଧାନୀ […]Continue Reading
Odisha News
ମାଲକାନଗିରି, ୨୯/୮ : ଅନ୍ଧାରିମୂଲକ ଭିତରେ ଆଶାର କିରଣ ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍ ବଣ୍ତାଘାଟିର ପ୍ରଥମ ଡାକ୍ତରୀ ଛାତ୍ର ମଙ୍ଗଳା ମୁଦୁଲି । ଆଦିମ ଜନଜାତିଙ୍କ ମଧ୍ୟରେ ପ୍ରଥମ ଡାକ୍ତର ହେବେ ମଙ୍ଗଳା । ସେ ଚୟନ ହେବା ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଆସନ୍ତା ୩୦ ତାରିଖରେ ନାମ ଲେଖାଇବେ । ବଣ୍ତାଘାଟିର ଅଣ୍ଡ୍ରାହଲ ପଞ୍ଚାୟତ ଅଧୀନ ବଡ଼ବେଲ ଗାଁର ମେଧାବୀ ଛାତ୍ର ମଙ୍ଗଳା। ବାପା ହାଡ଼ି ମୁଦୁଲି ଏବଂ ମାଆ ମଙ୍ଗଳି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୮ : ବୌଦ୍ଧ ଜିଲ୍ଲା ବିଜେପି ମୁଣ୍ଡାପଡା ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ ୨୦୨୪, ମୁଣ୍ଡାପଡା କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳ ସଭାପତି ଶ୍ରୀ ଯୀଶୁ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଆଜିର ଏହି କର୍ମଶାଳା ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ଯୁକ୍ତ ବିପ୍ର ଚରଣ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉପସ୍ଥିତ ଥିବା ୮ ଗୋଟି ଶକ୍ତି କେନ୍ଦ୍ର ର ତ୍ରିଦେବ ଓ ମଣ୍ଡଳ ସ୍ତରୀୟ […]Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨୮/୮: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମଣ୍ଡଳ ବିଜେପି ସଦସ୍ୟତା ଅଭିଯାନ – ୨୦୨୪ କର୍ମଶାଳା ସ୍ଥାନୀୟ ମା ଝାଲିଆଗୁଡ଼ି କମ୍ୟୁନିଟି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମଣ୍ଡଳ ସଭାପତି ପ୍ରିୟରଞ୍ଜନ ସାହୁକାର(ବାପି ) ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥିଭାବେ ପ୍ରଭାରି ଶ୍ରୀ ରମେଶ ସାମନ୍ତ ଶହପ୍ରଭାରି ରଥ ଉଲ୍ଲାକା ଅବିସି ମର୍ଚ୍ଚା ମଣ୍ଡଳ ସଭାପତି ସୁବାସ ସାହୁକାର ମାଏନାରୀଟି ଜିଲ୍ଲା Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ,୨୮/୮ : ବରିଷ୍ଠ ସ୍ୱର୍ଗତଃ ବ୍ରହ୍ମା କୁମାରୀ ଦାଦି ପ୍ରକାଶ ମଣି ଙ୍କ ପୁଣ୍ୟ ତିଥି ଓ ଜନ୍ମାଷ୍ଟମୀ ପର୍ବ ବେପାରିସାହି ବ୍ରହ୍ମ। କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଯୋଗ କେନ୍ଦ୍ରରେ ସମାରୋହରେ ପାଳିତ ହୋଇଯାଇଛି କ୍ଷ ବି କେ ଝୁନୁ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ ।ବି କେ ନଗେନ୍ଦ୍ର ମୁଣ୍ଡ, ବି କେ ବରଦା ପ୍ରସନ୍ନ ଦାସ ଅତିଥି ଭାବେ ଯୋଗଦେଇ ଦାଦି ପ୍ରକ।ଶ ମଣି ଙ୍କ ଅବଦାନ […]Continue Reading