Home Archive by category Odisha News (Page 44)

Odisha News

Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨/୬ : ବୌଦ୍ଧ ଜିଲ୍ଲାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଇଏମଏଫଏଲ୍ (IMFL “OFF”) ଦୋକାନଗୁଡ଼ିକର ବଣ୍ଟନ ନିମନ୍ତେ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଖୋଲା ଲଟେରି ପ୍ରକ୍ରିୟା ସଫଳତାର ସହ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଲଟେରି ପ୍ରକ୍ରିୟାରେ ଜିଲ୍ଲାର ୧୦ଟି ଆଇଏମଏଫଏଲ୍ ଦୋକାନ ପାଇଁ ମୋଟ ୧୩୭ଟି ଆବେଦନ ପତ୍ର ଗ୍ରହଣ Continue Reading
Odisha News
ପୁରୀ, ୨/୬ : ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ଏକାସାଙ୍ଗରେ ରଶି ଲଗାଇ ଝୁଲି ପଡ଼ିଲେ ସ୍ୱାମୀ ଓ ସ୍ତ୍ରୀ । ପୁରୀ ଜିଲ୍ଲା ସାତଶଙ୍ଖ ଫାଣ୍ଡି ଅଧିନସ୍ଥ ଅର୍ଜୁନସିଂହପୁର ଗ୍ରାମରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ମୃତକ ହେଲେ ଭାସ୍କର ଚନ୍ଦ୍ର ଦାସ (୪୦) ଏବଂ ତାଙ୍କ ସ୍ତ୍ରୀ କାଜଲ ଦାସ । ଏକ ବନ୍ଦ ଘର ଭିତରୁ ଉଭୟଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।ମିଳିଥିବା ପ୍ରାଥମିକ […]Continue Reading
Odisha News
ଭୁବନେଶ୍ୱର, ୨/୬ : ରାଜ୍ୟର ଲକ୍ଷାଧିକ ବସ୍ ଯାତ୍ରୀଙ୍କ ପାଇଁ ପୁଣି ଆସିଛି ଏକ ବଡ଼ ଝଟକା। ରାଜ୍ୟ ସରକାର ଘରୋଇ ବସ୍ ମାଲିକ ସଂଘର ଦାବିକୁ ମାନି ନେଇ ପୁଣିଥରେ ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୨ ପଇସା ବଢ଼ିଲା।ସାଧାରଣ ବସ୍ ଭଡ଼ା କିମି ପିଛା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୯୪ ପଇସାରୁ […]Continue Reading
Odisha News
ଗଞ୍ଜାମ ଜିଲ୍ଲାର ଯୁବ ସମାଜସେବୀ ରବି ସାହାଣୀ ଦୀର୍ଘଦିନ ଧରି ପରିବେଶ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମରେ ନିଜକୁ ସମର୍ପିତ କରିଆସୁଛନ୍ତି।ସେ ବୃକ୍ଷରୋପଣ, ଗଛର ଯତ୍ନ, ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ଓ ପାଣି ବଣ୍ଟନ ଭଳି ବିଭିନ୍ନ ସେବାମୂଳକ କାର୍ଯ୍ୟ ମାଧ୍ୟମରେ ସମାଜକୁ ପ୍ରେରଣା ଦେଉଛନ୍ତି। ବର୍ତ୍ତମାନ ସେ ଇଣ୍ଟରନ୍ୟାସନାଲ ଓଡ଼ିଆ ଫାଉଣ୍ଡେସନର ଜଣେ ନିଷ୍ଠାବାନ ସଦସ୍ୟ ଭାବେ ମଧ୍ୟ ସମାଜ ଓ ପରିବେଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।ରବି ସାହାଣୀ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୬ : ବୌଦ୍ଧ ଜିଲ୍ଲା ସଦର ମହକୁମାସ୍ଥିତ ସଦଭାବନା ସଭା ଗୃହରେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ସାଧାରଣ ଲୋକଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଶୁଣାଣି କରାଯାଇଥିଲା ।ଏହି ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ Continue Reading
Odisha News
ଜଗତସିଂହପୁର, ୧/୬ : ଜଗତସିଂହପୁରରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଜିଲ୍ଲାରେ ଚାଲିଥିବା ବ୍ରାଉନସୁଗାର କାରବାର ଉପରେ ଚଢ଼ାଉ କରି ପୁଲିସ ୪୧.୫୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହ ଜଣେ ମହିଳା କିଙ୍ଗପିନ୍ ସମେତ ୫ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଜିଲ୍ଲାରେ ଵେଧଡକ ଚାଲିଥିବା ନିଶା କାରବାରରକୁ ପୁଣିଥରେ ପଦାରେ ପକାଇଛି।ବିଶେଷ ସୂଚନା ଆଧାରରେ ଜଗତସିଂହପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଯଶୋବନ୍ତପୁର Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧/୬: ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଏବଂ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ପାରମାଣିକସ୍ମିତ୍ ପୁରୁଷୋତ୍ତମ ଦାସ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା Continue Reading
Odisha News
ଭଦ୍ରକ, ୧/୬: ପତ୍ନୀ, ପୁତ୍ର ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ । ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍ ପ୍ରଭାତ କୁମାର ରାଜଗୁରୁ ଧୂସୁରୀ ଥାନା ସାହାପୁର ଗ୍ରାମର ବାବାଜୀ ମାଝିଙ୍କ ପୁଅ କାଳିଆ ଓରଫ ଅଭୟ ମାଝିଙ୍କୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି ।ନିଜ ପତ୍ନୀ ଓ ନାବାଳକ ପୁଅର ତଣ୍ଟି ଚିପି ହତ୍ୟା କରିଥିବା ଅପରାଧରେ ଦଫା ୩୦୨ ଅନୁଯାୟୀ ଆଜୀବନ ଜେଲ୍ ଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଓ ୨୦୧ […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧/୬ : ଉତ୍କଳ ମହିଳା ବିକାଶ ପରିଷଦ ର ରୌପ୍ୟ ଜୟନ୍ତୀ ମହାସମାରୋହରେ ପାଳନ ହୋଇଯାଇଛି।ଏହି ରୌପ୍ୟ ଜୟନ୍ତୀ ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଓ ଭାବବିହ୍ୱଳ ପରିବେଶରେ ସୁଶ୍ରୀ ସଂଯୁକ୍ତା ମିଶ୍ରଙ୍କ ସଭାପତିତ୍ୱ ଓ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦେଇ ମହିଳା ସଶକ୍ତିକରଣ ଓ ସମାଜ ସେବା କ୍ଷେତ୍ରରେ ପରିଷଦର ଦୀର୍ଘ ୨୫ ବର୍ଷର ଅବଦାନକୁ Continue Reading
Odisha News
ଭୁବନେଶ୍ବର, ୧/୬ : କମ୍ ପରିଶ୍ରମ କରି କୋଟିପତି ହେବାର ସ୍ବପ୍ନ ଆଜିକାଲିର ଯୁବପଢ଼ିଙ୍କର ଏକ ବଡ଼ ନିଶା। ଏଥି ପାଇଁ ସେମାନେ ସହଜ କାମକୁ ଅନୁସରଣ କରିବାକୁ ଯାଇ ବେଆଇନ କାମକୁ ଗ୍ରହଣ କରୁଛନ୍ତି। ଓଡ଼ିଶା ସୀମାରେ ସୁନ୍ଦରଗଡ଼ ପୋଲିସ ଏକ ଜୁଆଆଡ୍ଡା ଉପରେ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ପୋଲିସ ୧୧ ଲକ୍ଷ ଟଙ୍କା ସମେତ ଅନ୍ୟ ସାମଗ୍ରୀ ଜବତ କରିଛି। ଏହି ମାମଲାରେ ସଂପୃକ୍ତ ୨୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ […]Continue Reading