ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର,୬/୯: ଆସୁଛି ନୂଆଁଖାଇ।ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର।ଆଉ କିଛି ଦିନପରେ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ।ଏଥିପାଇଁ ସହର ତଥା ଗ୍ରାମାଞ୍ଚଳ ରେ ଥିବା ହାଟ,ବଜାର,ଛୋଟ ବଡ଼ ଦୋକାନ ମାନଙ୍କରେ ଭିଡ଼ ଜମିବା ଆରମ୍ଭ ହୋଇ ଗଲାଣି।ମହିଳା ମାନେ ଘର ଦ୍ଵାର ସଫାସୁତୁରା ସାଙ୍ଗକୁ ଲିପାପୋଛା ରେ ବ୍ୟସ୍ତ ରହିଲେଣି।ଗୋଟିଏ ପଟେ ନୂଆଁଖାଇ ପାଳନ ପାଇଁ ଲୋକେ ସଜବାଜ ହେଉଥିବା ବେଳେ ଅନ୍ୟପଟେ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୬/୯ : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଅଦ୍ୟ ତା.୦୫.୦୯.୨୦୨୪ ରିଖ ବଲାଙ୍ଗୀର ବ୍ଲକ ଅନ୍ତର୍ଗତ କୁଡାସିଂହା ବୁଢାଡଙ୍ଗର କଲେଜ ପରିସରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସାଇବର ନିୟମ ଉପରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀର ସଚିବ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, କୁଡାସିଂହା ବୁଢାଡଙ୍ଗର କଲେଜର ଅଧ୍ୟକ୍ଷ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର,୬ /୯ : ବଲାଙ୍ଗିର ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ ଟାଉନ ବଏଜ ହାଇସ୍କୁଲ ଖେଳପଡିଆଠାରେ ଅନୁଷ୍ଠିତ ହେଇଛି । ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ କରା ଯାଇଥିଲା ।ଏହି ଉତ୍ସବରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୬/୯: ପ୍ରଖ୍ୟାତ ଦାର୍ଶନିକ,ଶିକ୍ଷାବିତ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ୧୩୬ ତମ ଗୁରୁଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ବାଲିଗୁଡା ବ୍ଲକର ମିଡ଼ିଆକିଆ ପଞ୍ଚାୟତର ନୂଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗଦୀଶ Continue Reading
ଭୁବନେଶ୍ୱର, ୬/୯: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧିକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । କେନ୍ଦୁଝର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମତେ ୭ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି ।ସତ୍ୟପ୍ରକାଶଙ୍କ ଭୁବନେଶ୍ଵର ଲକ୍ଷ୍ମୀ ସାଗର ସ୍ଥିତ ନିଜ ଘର ଓ ସଂମ୍ପର୍କିୟଙ୍କ ଘର, ଝାରପଡ଼ା ଜେଲ କଲୋନୀ ସ୍ଥିତ ସରକାରୀ ବାସ ଭବନ, ଖଣ୍ଡଗିରି ସ୍ଥିତ ନିଜ ଘର, ଭଦ୍ରକ ଧୂଷିରି ସ୍ଥିତ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୯ : ବୌଦ୍ଧ ସ୍ୱାଧୀନତାର ଦୀର୍ଘ୭୭ବର୍ଷ ପରେ ଟେଲିଫୋନ ନେଟୱାର୍କ ଭଳି ଅତ୍ୟାବଶ୍ୟକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଓଡ଼ିଶାର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ବୌଦ୍ଧ ଜିଲ୍ଲା ମହାଳିକପଡା ପଞ୍ଚାୟତ ବାସୀ ।ଦୀର୍ଘ ଦିନର ଦାବୀ ପରେ ବିଏସଏନଏଲ ପକ୍ଷରୁ ଟେଲିଫୋନ ଟାୱାର ହୋଇଛି ସତ ମାତ୍ର ଏ ଯାବତ ତାହା ଆନ୍ତରିକତା ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ ।ଏଣୁ ଆଜି ମହାଲିକପଡା ବିକାଶ ପରିଷଦ ପକ୍ଷରୁ ଏହାର ଆବାହକ ଅମର ପ୍ରଧାନ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୫/୯ : ଗଜପତି ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ କୁମାର ପାଣଗ୍ରାହୀ , ମୁଖ୍ୟ ବକ୍ତା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୯: ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ କଚେରୀ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି।ବୌଦ୍ଧ ଜିଲ୍ଲା ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ପ୍ରଭାସିନୀ ଦାଶ ଯୋଗ ଦେଇ ଗୁରୁ ହେଉଛନ୍ତି ସମାଜର ସର୍ବଶ୍ରେଷ୍ଠ ଆଦର୍ଶ ଏବଂ ନୂତନ ସମାଜ ଗଠନର ଆବାହକ ବୋଲି ମତ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ୫/୯: ରାୟଗଡ଼ା ଜିଲ୍ଲା ମୁନିଗୁଡା ଠାରେ ପ୍ରତିଷ୍ଠିତ ରାଜ୍ୟର ସର୍ବପୁରାତନ ତଥା ପ୍ରଥମ ପଞ୍ଜକୂତ ଚରକ ଆୟୁର୍ବେଦ ଵୈଦ୍ୟ ସଂଘର ପାଞ୍ଚାଜଣ ସଦସ୍ୟ ମାନଙ୍କୁ ଵାଙ୍ଗଲାର ସ୍ଥିତ ଟ୍ରେନସ,ଡିସି ପିଲିନାରୀ ହେଲଥ ସାଇନିସ ଆଣ୍ଡା ଟେକ୍ନୋଲୋଜି ବିଶ୍ଵବିଦ୍ୟାଳୟ ତରଫରୁ ପାରମ୍ପରିକ ଗୋଷ୍ଠୀ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ସ୍ବୈଛିକ ପ୍ରମାଣ ପତ୍ର ଯୋଜନାରେ ପାଞ୍ଚା ବର୍ଷ ଅଵଧାର ନବୀକରଣୀୟ ପ୍ରମାଣ ପତ୍ର କରାଯାଇଅଛି ।ଗତ Continue Reading
ଯାଜପୁର, ୫/୯ : ୨ଦିନ ତଳେ ନିଖୋଜ ଥିଲେ ଯୁକ୍ତ ଦୁଇ ଛାତ୍ର। ଆଜି ସକାଳେ ନାଳରୁ ମିଳିଲା ମୃତଦେହ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଗାଁ ନିକଟ ଶଗଡ଼ିଆ ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ଛାତ୍ର ଜଣଙ୍କ ହେଲେ ଧର୍ମଶାଳା ଥାନା ଅଭୟପୁର ଗ୍ରାମର ନରହରି ବେହେରାଙ୍କ ପୁଅ ରୁଦ୍ର ପ୍ରସାଦ ବେହେରା।ଗତ ୨ ଦିନ ତଳେ ରୁଦ୍ର […]Continue Reading




