Home Archive by category Odisha News (Page 426)

Odisha News

Odisha News
ବାଲେଶ୍ବର, ୨୧/୯ : କୋଟିପତି ମୁଖ୍ୟଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ବାଲେଶ୍ୱର ରୁରାଲ୍ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାଯାଇଛି।ଗତକାଲି ହରିହରଙ୍କ ପୈତୃକ ଘର, ଅଫିସ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଫୁଲବାଣୀରେ ଥିବା ଘର ସମେତ ମୋଟ ୧୧ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନ୍ସ। ଚଢ଼ଉ ବେଳେ ୨ଟି କୋଠା, Continue Reading
Odisha News
କନ୍ଧମାଳ, ୨୧/୯ : କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଘନ କୁହୁଡି। ଘନ କୁହୁଡି ର ଚାଦର ସାରା ଜିଲ୍ଲାକୁ ଘୋଡେ଼ଇ ରଖୁଛି। ବିଳମ୍ବିତ ରାତି ଠାରୁ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଘନ କୁହୁଡିକୁହୁଡି ବଢ଼ି ବଢ଼ି ସକାଳ ପ୍ରାୟ ୮ ଟା ଯାଏଁ ରହୁଛି। ଚଳିତ ବର୍ଷର ଘନ କୁହୁଡି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଫଳରେ ଟିକେ ଟିକେ ହାଲୁକା ଶୀତ ମଧ୍ୟ ଅନୁଭୂତ ହେଲାଣି। ଆଗକୁ ଜିଲ୍ଲାରେ ପହିଲି ଶୀତର ଆଗମନର […]Continue Reading
Odisha News
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼/ଭାପୁର, ୨୧/୯ : ଫତେଗଡ଼ ଥାନା ଅଧୀନ ଭଗବାନପୁର ଗାଁର ମହେଶ୍ବର ସାହୁଙ୍କ ପୁଅ ଅଖିଳଙ୍କୁ ଯେଉଁ ଭଳି ଢଙ୍ଗରେ ବିଷ୍ଣୁ ପ୍ରସାଦ ସାହୁ ଓରଫ ପପୁ ହାଣିଥିଲା, ଏଥିରୁ ସେ କେତେ ବଡ଼ ଅପରାଧୀ ତାହା ସ୍ପଷ୍ଟ ଭାବେ ଜଣାପଡ଼ିଯାଇଥିଲା। କେବଳ ସେତିକି ନୁହେଁ ଗତ ସାଧାରଣ ନିର୍ବାଚନ ସମୟରେ ‌ସେ ମଧ୍ୟ ଗାଁରେ ଖଣ୍ଡା ବୁଲାଇବା ସହ ବୋମା ଫୋପାଡ଼ିବା ପାଇଁ ଧମକ ଦେଇଥିଲା।ପୁଲିସ ଯେତେବେଳେ ପପୁ ବିଷୟରେ ଖୋଳତାଡ଼ ଆରମ୍ଭ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୯: ବୌଦ୍ଧ ବ୍ଲକ ପରିସରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ସ୍ଵାମୀ ବିବେକାନନ୍ଦ ଜାତିଆୟା ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା ,ଅଲତପୁରର ମିଳିତ ଆନୁକୁଲ୍ୟରେ ସହାୟକ ଉପକରଣ ବଣ୍ଟନ ଶିବିର ବୌଦ୍ଧ ବିଡିଓ ଶ୍ରୀଯୁକ୍ତ ଯୁଧିଷ୍ଠିର ମେହେରଙ୍କ ଅଧକ୍ଷ୍ୟତରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ , ମାନ୍ୟବର ବିଧାୟକ, ବୌଦ୍ଧ-ତଥା ସରକାରୀ ମୁଖ୍ୟ Continue Reading
Odisha News
ବାଲେଶ୍ୱର,୨୦/୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ ହୋଇଛି।୧୧ ଟି ଡିଏସପି, ୭ ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେଉଁନ୍ଦୁଝର ଏବଂ ଫୁଲବାଣୀ ଭଳି ୧୧ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା।ଭିଣୋଇଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ Continue Reading
Odisha News
ଭୁବନେଶ୍ୱର,୨୦/୯: ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫାଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତବର୍ଷ ବିଶିଷ୍ଟ ବାମାବାଦୀ ଲେଖିକା ସରୋଜିନୀ ସାହୁଙ୍କୁ ପ୍ରଦାନ କରାଯିବ। ୨୦୧୯ ମସିହାରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ସେ ଏହି ପୁରସ୍କାର ଲାଭ କରିବେ।ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୦/୯ : ଗଜପତି ଜିଲ୍ଲା ରାୟଗଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସଏସଡି) ଖେଳ ପଡିଆ ଠାରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟର ଆୟୋଜକରେ ଗଜପତି ଜିଲ୍ଲାସ୍ତରୀୟ ୨ ଦିନିଆ ସମୂହ କ୍ରୀଡା ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି ।ଏହି କ୍ରୀଡା ପ୍ରତିଯୋଗିତାରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଏବଂ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ ଅତିଥି Continue Reading
Odisha News
କେନ୍ଦୁଝର,୨୦/୯: ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭନ୍ସ ସିଂଙ୍କ ଉପରେ ଆକ୍ରମଣ ତଥା ଭାରତପୁର ପୋଲିସ ଷ୍ଟେସନରେ ତାଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ମାମଲାରେ ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କଲା ପରେ ଶୁକ୍ରବାର ଦିନ ଓଡ଼ିଶା ସରକାର ଏହି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଶ୍ଚିତ କରିଛନ୍ତି।ଖବରଦାତାଙ୍କ ସହିତ କଥା ହୋଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର କହିଛନ୍ତି, ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ Continue Reading
Odisha News
ମାଲକାନଗିରି, ୨୦/୯ : ବିଏସଏଫ୍ ଯବାନଙ୍କୁ ମିଳିଛି ସଫଳତା। ଫୁଟିବା ପୂର୍ବରୁ ଗଛ ମୂଳରେ ଖଞ୍ଜା ଯାଇଥିବା ଟିଫିନ ବୋମାକୁ ନିଷ୍କ୍ରିୟ କରିଛନ୍ତି ବିଏସଏଫ ଯବାନ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ।ଜିଲ୍ଲାର ଭେଜେଙ୍ଗୱାଡା ଜଙ୍ଗଲରେ ନକ୍ସଲମାନେ ଗଛ ମୂଳରେ ଟିଫିନ ବୋମା ଖଞ୍ଜିଥିଲେ। ଗତକାଲି ବିଏସଏଫ୍ ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ଟିଫିନ ବୋମା ସହ ଡିଟୋନେଟର ଓ ବିଦ୍ୟୁତ୍ ତାର ଉଦ୍ଧାର କରିଥିଲେ। ପରେ Continue Reading
Odisha News
ମୟୂରଭଞ୍ଜ, ୨୦/୯ : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗାଁରେ ଏକାଦଶାହ ଭୋହ ଭୋଜି ହୋଇଥିଲା। ଏହି ଭୋଜି ଖାଇବା ପରେ ଗାଁର ତଥା ଗାଁ ବାହାରୁ ଆସିଥିବା କିଛି ଲୋକଙ୍କର ଜି ଖାଇବା ପରେ ଝାଡ଼ାବାନ୍ତି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେହିଭଳି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଗାଁର ୨୦ରୁ ଅଧିକ ଲୋକଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି […]Continue Reading