ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୫/୯: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେବ ଆସନ୍ତା ଅକ୍ଟୋବର ୬ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ଗଜପତି ଷ୍ଟାଡିୟମ୍ ଠାରେ ଚାରି ଦିନ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ ବଲାଙ୍ଗୀର, ୨୫/୯ : ୟୁଥ୍ ରେଡ୍ କ୍ରସ୍ ଓ ଏନ୍ଏସଏସ ୟୁନିଟ ର ମିଳିତ ସହଯୋଗରେ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି ଶିବିରକୁ ମହାବିଦ୍ୟାଳୟର ରାଜେନ୍ଦ୍ର କୁମାର ମିଶ୍ର ଉଦ୍ଘାଟନ କରିଥିଲେ।ଏନ୍ଏସଏସ ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଅଜିତ୍ କୁମାର ଭୋଇ ଏବଂ ୟୁଥ୍ ରେଡ୍ କ୍ରସ ର ଜିଲ୍ଲା ପରାମର୍ଶ ଦାତା ଦଇତାରୀ ପୁଝାରୀ ଅତିଥି ରୂପେ ଯୋଗଦେଇ ସ୍ବେଚ୍ଛାସେବୀ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟସୁନ୍ଦରଗଡ, ୨୫/୯:ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ୍ ର ମିଶନ ଶକ୍ତି ଭବନରେ CDPO, ICDS ଙ୍କ ଅଧ୍ୟକ୍ଷତାରେ ପ୍ରଥମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଟିତ ହୋଇଯାଇଛି।ବୋର୍ଡ ଅଫ୍ ଡାଇରେକ୍ଟର୍ସ ତରଫରୁ ପୂର୍ବ ବର୍ଷରୁ କମ୍ପାନୀର ସଫଳତାର ଏକ ବିସ୍ତୃତ ସମୀକ୍ଷା ଉପସ୍ଥାପନ କରାଯାଇଥିଲା।ପରବର୍ତ୍ତୀ ସମୟରେ, ଅଂଶୀଦାର ମାନେ ଆଗାମୀ ବର୍ଷ ପାଇଁ ଦୃଷ୍ଟିକୋଣ ଯୋଜନାକୁ ଅନୁମୋଦନ କରିଥିଲେ।ଏହି ବିଶେଷ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୫/୯: ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୬ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ଆନ୍ଧ୍ର ପ୍ରଦେଶ ରାଜ୍ୟର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି।ସୁଚନା ପ୍ରକାରେ ଆଜକୁ ପ୍ରାୟ ୫ ମାସ ତଳେ ଉକ୍ତ ଶିଶୁଟିକୁ ରାୟଗଡ଼ ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଉଦ୍ଧାର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୫/୯: ଅଦ୍ୟ ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଜିଲ୍ଲା ସ୍ତରରେ ଓ ୧୦ ଗୋଟି ମଣ୍ଡଳ ଓ ୪୧୧ ଗୋଟି ବୁଥ ମାନଙ୍କ ରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟୟ ଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି ।ବୌଦ୍ଧ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରକ୍ଷମେଶ୍ୱର ବିହାର ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ବିଧାୟକ ବୌଦ୍ଧ ତଥା ସରକାରୀ ଦଳ ମୁଖ୍ୟସଚେତକ […]Continue Reading
ଭୁବନେଶ୍ୱର,୨୫/୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ୟାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ୍ ହେବ। ପଲିଗ୍ରାଫ୍ ଟେଷ୍ଟ୍ ପାଇଁ କ୍ରାଇମବ୍ରାଞ୍ଚକୁ ବୁଧବାର ଅନୁମତି ଦେଇଛନ୍ତି ଏସ୍ଡିଜେଏମ୍ କୋର୍ଟ। କ୍ରାଇମ୍ବ୍ରାଞ୍ଚ ଦୀନକୃଷ୍ଣଙ୍କୁ ଗୁଜରାଟ ଗାନ୍ଧିନଗରକୁ ନେବ। ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବା ବେଳେ କୋର୍ଟ ଆଜି ଅନୁମତି ଦେଇଛନ୍ତି।ସୂଚନା ଥାଉକି, ଭୁବନେଶ୍ୱର ଭରତପୁର ଥାନାକୁ Continue Reading
ଭୁବନେଶ୍ୱର,୨୫/୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କେଉଁଦିନ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ଏନେଇ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି, ୨ ଦିନ ତଳେ ଯାହା ରଭ୍ୟୁ ନେଇଥିଲି ୯୨ ଲକ୍ଷ ପାଖା ପାଖି ଲୋକେ ସୁଭଦ୍ରା ଯୋଜନା ପାଇଁ ଆବଦେନ କରିଥିଲେ। ଆମେ ୨୫ ଲକ୍ଷ ୧୧ ହଜାର ଲୋକଙ୍କୁ ଦେଇଛୁ। ଆଉ ଗୋଟିଏ ସପ୍ତାହ ଭିତରେ ୧ କୋଟି ଲୋକଙ୍କ ଆବଦେନ ବୋଧେ […]Continue Reading
ରାଉରକେଲା,୨୫/୯: ସପ୍ତାହେ ନ ପୁରୁଣୁ ଇସ୍ପାତ ନଗରୀ ରାଉଲକେଲାରୁ ପୁଣି ଏକ ଗଣ ଦୁଷ୍କର୍ମର ଖବର ଆସିଛି । ପୁଣି ଜଣେ ନାବାଳିକା ସହିତ ଘଟିଛି ଲଜ୍ଜାଜନକ ଘଟଣା । ଏ ନେଇ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।ଗତକାଲି ରାତିରେ ରଘୁନାଥପାଲି ଥାନା ନିକଟରେ ଥିବା ଏକ ରେଷ୍ଟୁରାଣ୍ଟକୁ ନାବାଳିକା ନିଜର ୨ ପୁରୁଷ ବନ୍ଧୁଙ୍କ ସହ ଯାଇଥିଲେ । ସେଠାରେ ଖାଇଲେ ପିଇଲେ ଏବଂ ବାହାରିଥିଲେ ।ଏହା ପରେ ୨ ଜଣ ନାବାଳିକାଙ୍କୁ ପ୍ଲାଣ୍ଟ […]Continue Reading
ଭୁବନେଶ୍ୱର, ୨୫/୯ : ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ଧାରଣାରେ ବସିଥିବା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଁଚିଛି । ଫଳରେ ମେଡ଼ିକାଲରେ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।ଫଳରେ ଦୁର୍ଗନ୍ଧରେ ଫାଟି ପଡ଼ୁଛି ରାଜ୍ୟ ରାଜଧାନୀର ସରକାରୀ ହସ୍ପିଟାଲ ପରିସର । କିନ୍ତୁ ଏ ଯାଏ କାହାର ଦେଖା ନ ଥିବା ଆନ୍ଦୋଳନକାରି ସଫେଇ କର୍ମାଚାରୀ ଅଭିଯୋଗ କରିଛନ୍ତି ।ଦୂର୍ଗା ପୂଜା ବୋନସ୍ ଏବଂ ୨୬ ଦିନ ବଦଳରେ ୩୦ ଦିନର […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୯: ବୌଦ୍ଧଜିଲ୍ଲା ପୁରପଲ୍ଲୀରେ ଆଜି ପୁଅ ଜିଉଁତିଆ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଅଛି । ମା ମାନେ ପୁଅମାନଙ୍କର ଦୀର୍ଘାୟୁ କାମନା କରିବା ସହିତ ତାଙ୍କର ଶୁଭକାମନା ମନାସି ଏହି ଜିଉଁତିଆ ପାଳନ କରିଥାନ୍ତି ।ମା ମାନେ ନିର୍ଜଳା ଉପବାସ ରହି ସନ୍ଧ୍ୟାରେ ଗାଁ ଦାଣ୍ଡ ମଝିରେ ସମସ୍ତେ ଏକତ୍ରିତ ହୋଇ ଜିଉଁତିଆ ପାଳନ କରିଥାନ୍ତି । ପରଦିନ ପାହାନ୍ତିଆରୁ ମା ମାନେ ନଦୀ ଓ ପୋଖରୀକୁ ଯାଇ ସ୍ନାନ ସାରି ଗାଧୁଆ […]Continue Reading




