Home Archive by category Odisha News (Page 411)

Odisha News

Odisha News
ନୂଆଦିଲ୍ଲୀ,୧୦/୧୦ : ଚତୁର୍ଥ ଦିନରେ ସାହିତ୍ୟ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଦକ୍ଷିଣ କୋରିଆର ସାହିତ୍ୟିକା ହାନ୍ କାଙ୍ଗ୍ ଚଳିତ ବର୍ଷ ନୋବେଲ ପୁରସ୍କାର ଗ୍ରହଣ କରିବେ । ୫୩ ବର୍ଷୀୟ ହାନ୍ କାଙ୍ଗ୍ ଜୀବନଧର୍ମୀ ଆଧ୍ୟାତ୍ମିକା ଲେଖା ପାଇଁ ସେ ଏହି ସମ୍ମାନ ଜନକ ପୁରସ୍କାରରେ ପୁରସ୍କୃତ ହେବେ ।୨୦୨୪ ବର୍ଷ ପାଇଁ ଚିକିତ୍ସା କ୍ଷେତ୍ରରେ ଦୁଇ ଜଣ ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନ, ପଦାର୍ଥ ବିଜ୍ଞାନରେ ଜନ୍ […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୦/୧୦ : ଆଗଲପୁର ବ୍ଲକ ରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଳିଙ୍ଗ ଆଜି ଅଂଚଳ ର ବିଭିନ୍ନ ପୂଜା ମଣ୍ଡପ କୁ ଯାଇ ମା ଦୁର୍ଗା ଙ୍କୁ ଦର୍ଶନ କରି ଅଂଚଳବାସୀଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି।ସାଙ୍ଗରେ ବ୍ଲକ ବିଜେପି ମଣ୍ଡଳ ସଭାପତି ପିତାମ୍ବର କଣ୍ଟା ଉପସ୍ଥିତ ଥିଲେ।ଆଗଲପୁର,ଡୁଡୁକା,ସାଲେଭଟା,କୁଟାସିଂହା,ବକଟି,ବେନ୍ଦ୍ରା ଗ୍ରାମ ମାନଙ୍କର Continue Reading
Odisha News
ମୁମ୍ବାଇ,୧୦/୧୦ : ପଞ୍ଚଭୂତରେ ବିଲୀନ ହୋଇଛି ରତନ ଟାଟାଙ୍କ ପାର୍ଥିବ ଶରୀର। ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟଦା ସହ ପାର୍ସୀ ରୀତିନୀତିରେ ରତନ ଟାଟାଙ୍କ ଅନ୍ତିମ ସତ୍କାର ସମ୍ପାଦନ ହୋଇଛି।ପାର୍ସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ମରଶରୀରକୁ ପୋତା ଯାଇନି କି ପୋଡ଼ା ଯାଇନି। ରୀତି-ନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ପୂର୍ବରୁ ମରଶରୀରକୁ ଗାଧୋଇ ଦିଆଯିବା ପରେ ନୂଆ ବସ୍ତ୍ର ପିନ୍ଧାଇ ଦିଆଯାଇଥିଲା।ପାର୍ସି ପରମ୍ପରା Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ,୧୦/୧୦: ନବରାତ୍ର ଉପଲକ୍ଷେ ନଅ ଦିନ ବ୍ୟାପୀ ଯୋଗ ଭଟି ଓ ସତସଙ୍ଗ ଶିବିର ଆଜି ଉଦଯାପନ ହୋଇଯାଇଛି ବି କେ ଝୁନୁ ଧ୍ୟାନ କରାଇ ସୁନ୍ଦର ବିବରଣୀ ଦୀର୍ଘ ସମୟଧରି ଦେଇଥିଲେ ।ଯାହାକି ପ୍ରଶଂସନୀୟ ହୋଇଛି । ବି କେ ଅରବିନ୍ଦ ଦୈନିକ ଯୋଗାଭ୍ୟାସ ଦ୍ଵାରା ଆତ୍ମୋନତି ହୋଇ ପାରିବ। ସହ ଶାନ୍ତି ପ୍ରାପ୍ତି ହେବ ବୋଲି କହିଥିଲେ ।ବି କେ ଛୋଟୁ, ସନ୍ତୋଷ,ବରଦା,ରମେଶ,ମୀରା,ଜୟନ୍ତୀ,ଆଦି ଭାଇ ଭଉଣୀ ମାନେ ନିଜ ନିଜର ଅନୁଭୂତି […]Continue Reading
Odisha News
କଟକ, ୧୦/୧୦ : ଭିଜିଲାନ୍ସ ଜାଲରେ SCB ମେଡିକାଲର ଡାଟାଏଣ୍ଟ୍ରି ଅପରେଟର୍। ଅସ୍ଥାୟୀ ଠିକା ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁଙ୍କୁ ଧରିଛି ଭିଜିଲାନ୍ସ । ଗରିବ ବାପାର ଚିକିତ୍ସା ପାଇଁ ପୁଅ ଠାରୁ ୨ ହଜାର ଲାଞ୍ଚ ନେଇ ଧରାପଡ଼ିଛନ୍ତି ସ୍ମୃତିରଂଜନ। ହେପାଟାଇଟିସ୍ ପୀଡ଼ିତ ବାପା ପାଇଁ ଔଷଧ ଦେବାକୁ ପୁଅଠାରୁ ଲାଞ୍ଚ ନେଉଥିଲେ ସ୍ମୃତିରଂଜନ ।ସେ ଔଷଧ ମାଗଣାରେ ମିଳୁଥିଲେ ବି ଗରିବ ବ୍ୟକ୍ତିଙ୍କଠାରୁ ୨ ହଜାର ମାଗିଥିଲେ । ଏନେଇ ଅଭିଯୋଗ ପରେ […]Continue Reading
Odisha News
ମୁମ୍ବାଇ, ୧୦/୧୦ : ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ମରଶରୀରକୁ ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯିବ। ରତନ ଟାଟାଙ୍କ ମରଶରୀରକୁ କୋଲାବାସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି। ରତନ ଟାଟାଙ୍କ ପାର୍ଥିବ ଶରୀରକୁ ପୂର୍ବାହ୍‌ଣ ୧୦ଟାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଜନସାଧାରଣ ଶେଷ ଦର୍ଶନ କରିପାରିବେ ବୋଲି କୁହାଯାଇଛି।ମୁମ୍ବାଇ ପୁଲିସର ଦକ୍ଷିଣ ଜୋନର ଅତିରିକ୍ତ କମିଶନର ଅଭିନବ ଦେଶମୁଖ କହିଛନ୍ତି ଯେ ସକାଳ ୧୦ଟାରୁ ଅପରାହ୍ନ ୩ଟା ୩୦ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୯/୧୦ : ବୌଦ୍ଧ ଆଜି ସ୍ଥାନୀୟ ଟାଉନ ହଲଠାରେ ଏ ମାଟିର ମଉଡମଣୀ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତାଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ କାର‌୍ୟ୍ୟକ୍ରମ ବୌଦ୍ଧ ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଓଡ଼ିଶାର ବରପୁତ୍ର ବିଜୁପଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ମାନ୍ୟବର ପୂର୍ବତନ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୯/୧୦ : :ବଲାଙ୍ଗୀର ସହର ଟିକ୍ରାପଡା ଗାନ୍ଧୀପାଠାଗାର ରେ ୫୭ ତମ ଦୁର୍ଗା ପୂଜା ଗତ ୩.୧୦.୨୦୨୪ ଠାରୁ ଆରମ୍ଭ ହୋଇଯାଇଛି ।ଚଳିତ ବର୍ଷ ୨.୧୦.୨୦୨୪ ଦିନ ବିଲ୍ଵ ବରଣ ସହ ନବରାତ୍ର ଦୁର୍ଗା ପୂଜା ଆୟୋଜନ କରାଯାଇଛି।ଚଳିତ ବର୍ଷ ଆୟୋଜନ କମିଟି ର ସଭାପତି ପ୍ରକାଶ ନେପାକ,ସମ୍ପାଦକ ପ୍ରଦୀପ ସାହୁ,କୋଷାଧକ୍ଷ ଜିତେନ୍ଦ୍ର ନାଗ ଙ୍କ ସହ ଉପସଭାପତି ସନ୍ତକ ବହିଦାର,ବରିଷ୍ଠ ସଭ୍ୟ ଭଗବାନ ବଗର୍ତି,ସଭ୍ୟ ଆକବର Continue Reading
Odisha News
ଭୁବନେଶ୍ୱର,୯/୧୦: ଖାତାକୁ ଆସିଛି ସୁଭଦ୍ରା ଟଙ୍କା। ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟୟେ ’ସୁଭଦ୍ରା’ ଟଙ୍କା। ବାରିପଦା ଛଉ ପଡ଼ିଆ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଟଙ୍କା ବଣ୍ଟନ କରିଛନ୍ତି।ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଟଙ୍କାକୁ ନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ଆଜି Continue Reading
Odisha News
ଭୁବନେଶ୍ୱର,୯/୧୦ :ମାଓବାଦୀ ପ୍ରଭାବିତ ୧୦ ଜିଲାର ୫୮୩ ଗ୍ରାମର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ ଆରମ୍ଭ କରାଯାଇଛି। ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି।ରାଜ୍ୟ ସରକାର ସମସ୍ତ ବିଭାଗର ମିଳିତ ସହଯୋଗରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’କୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ, ଜିଲା ଓ ବ୍ଲକ Continue Reading