ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୮/୬ : ଖୋରଧା ରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ନୂଆ ବସଷ୍ଟାଣ୍ଡର ନବକଳେବର ହେବାକୁ ଯାଉଛି।ଏଠାରେ ନିର୍ମାଣ ହେବ ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ, ଯେଉଁଥିରେ ଯାତ୍ରୀମାନେ ବିମାନବନ୍ଦର ଭଳି ସୁବିଧା ପାଇବେ। ପାଞ୍ଚ ମହଲା ବିଶିଷ୍ଟ ହେବ ନୂଆ ବସଷ୍ଟାଣ୍ଡ।ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ୧୧୭ କୋଟି ୭୭ ଲକ୍ଷ ୯୭ ହଜାର ୬୫୪ ଟଙ୍କା ମଞ୍ଜୁର କରିଥିବା ବେଳେ, ରାଜ୍ୟ ପୁଲିସ Continue Reading




