Home Archive by category Odisha News (Page 404)

Odisha News

Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୪/୧୦:ଲାଠୋର ଥାନା ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ତପନ ବେମାଲ ଙ୍କର ସାନପୁଅ ମଣ୍ଟୁ ଓରଫ ସୋମନାଥ ( ୧୧ ) ପୂର୍ବଦିନ ଅପରାହ୍ନରେ ନିଖୋଜ୍ ହୋଇଯିବା ଓ ତା\’ର କ୍ଷତବିକ୍ଷତ ମୃତଦେହ ଗତ ୧୭ ତାରିଖ ସକାଳେ ନିକଟସ୍ଥ ଝଲିଆଲିଟି ବଡଡୁଙ୍ଗୁରି ଉପରୁ ମିଳିବାପରେ ଏହା ଏକ ବଳିକାଣ୍ଡ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ପ୍ରକାଶ ପାଇଥିଲା।ଏଥିପାଇଁ ଗ୍ରାମର ଜଣେ ସନ୍ଦିଗ୍ଧ ବ୍ୟକ୍ତି ଉପରେ ପ୍ରବଳ ଆକ୍ରୋଶ Continue Reading
Odisha News
ଓଡ଼ିଶା,୨୪/୧୦ : ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’ । ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ।ଏବେ ବାତ୍ୟା ‘ଦାନା’ ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାରୁ ୩୧୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ।ଲ୍ୟାଣ୍ଡଫଲ୍ ବେଳେ ବାଲେଶ୍ୱର, […]Continue Reading
Odisha News
ଭୁବନେଶ୍ୱର,୨୩/୧୦ : ରାଜ୍ୟର ମୋହନ ମାଝୀ ସରକାର ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଓ ସମସ୍ତ ସଦସ୍ୟାଙ୍କୁ ତତ୍କାଳ ପ୍ରଭାବରୁ ବରଖାସ୍ତ କରିଛନ୍ତି ।ବିଜେଡି ସରକାର ସମୟରେ ମହିଳା ଆୟୋଗରେ ଥଇଥାନ ହୋଇଥିବା ଆଗଧାଡ଼ିର ବିଜେଡି ନେତ୍ରୀମାନେ ନିଜଆଡ଼ୁ ଇସ୍ତଫା ନଦେବା ପରେ ରାଜ୍ୟର ବିଜେପି ସରକାର ନିଜ କ୍ଷମତାର ଉପଯୋଗ କରି ସେମାନଙ୍କୁ ବରଖାସ୍ତ କରିଥିବା ଜଣାପଡ଼ିଛି । ଏହାସହିତ ରାଜ୍ୟରେ ମହିଳା ଆୟୋଗର ନୂଆ ଅଧ୍ୟକ୍ଷା ଓ ସଦସ୍ୟା ନିମନ୍ତେ ଚୟନ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୩/୧୦ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ,ଗଜପତି ତରଫରୁ ଜିଲ୍ଲାରେ ଥିବା ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ନିମନ୍ତେ ଗଜପତି ଷ୍ଟାଡ଼ିଅମ୍ ଠାରେ ବିଭିନ୍ନ ଖେଳ ପ୍ରତିଯୋଗିତା “ଉତ୍ସାହ” ଅନୁଷ୍ଠିତ ହୋଇଥିବା ବେଳେ ଲୁକ୍କାୟିତ ହୋଇ ରହି ଯାଉଥିବା କଳାର ବିକାଶ ନିମନ୍ତେ ଶିଶୁ ମହୋତ୍ସବ “ମହକ” ବିଜୁ ପଟ୍ଟନାୟକ Continue Reading
Odisha News
ଭୁବନେଶ୍ୱର,୨୩/୧୦ : ରାଜ୍ୟରେ ୨୦୨୩ ବର୍ଷ ପାଇଁ ଓସିଏସ୍ ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର ଆସିଛି ।ବାତ୍ୟା ଦାନାକୁ ନେଇ ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ୨୭ ତାରିଖ ରବିବାର ହେବାକୁ ଥିବା ଓସିଏସ୍ ପ୍ରିଲିମ୍ସ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆଗାମୀ ୭ ଦିନ ପରେ ପରବର୍ତ୍ତୀ ତାରିଖ ନେଇ ନିଷ୍ପତି ଗ୍ରହଣ କରାଯିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି […]Continue Reading
Odisha News
ଭୁବନେଶ୍ୱର,୨୩/୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶା ଅଭିମୁଖେ ଆସୁଥିବାବେଳେ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଏହି ବୈଠକରେ ମୋଟ୍ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୨୦୨୪-୨୫ ଖରିଫ ବିପଣନ ବର୍ଷ ପାଇଁ ନୂଆ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି ସମେତ ସୁଭଦ୍ରା Continue Reading
Odisha News
ଭୁବନେଶ୍ବର, ୨୩/୧୦ : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ନେଇ ଅପଡେଟ୍ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି, ବାତ୍ୟା ‘ଦାନା’ର ପ୍ରଭାବ ଭଦ୍ରକ, କେନ୍ଦ୍ରାପଡ଼ା ଓ ବାଲେଶ୍ବର ଜିଲ୍ଲାରେ ଅଧିକ ରହିବ। ଏହାଛଡ଼ା ଯାଜପୁର ଏବଂ ଜଗତସିଂହପୁର ଜିଲ୍ଲା ବି ପ୍ରଭାବିତ ହେବ। ଧାମରା ଓ ଭିତରକନିକା ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ସମୁଦ୍ରରେ ଜୁଆର ଆସିବ ଏହି ଦୁଇ ସ୍ଥାନରେ ମଧ୍ୟରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ବୌଦ୍ଧ,୨୩/୧୦: ବୌଦ୍ଧ ସହରର ବୁଟୁପାଲି ଗଜଲକ୍ଷ୍ମୀ ପୁଜା କମିଠି ପକ୍ଷରୁ ଗତ ପୂଣ୍ଣିମା ଦିନ ଠାରୁ ଧୁମଧାମରେ ମାଆ ଲକ୍ଷ୍ମୀଙ୍କ ପୂଜା ପାଳିତ ହୋଇଆସୁୃଛି । ପୂଜା ଆରମ୍ଭ ଦିନ ଏକ କଳସ ଶୋଭାଯାତ୍ରା ସହ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା ।ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପୂଜା କମିଟି ପକ୍ଷରୁ ଧୁମଧାମରେ ପାଳନ କରିବା ସହ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଉଅଛି । ମାଆ ଙ୍କ ମଣ୍ଡପ ସମ୍ମୁଖରେ ଲକ୍ଷେ ଆଠ […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୩/୧୦:ବଲାଙ୍ଗୀର ଜାତୀୟ ସ୍ତରରେ ପାଇଲା ଜାତୀୟ ଜଳ ପୁରସ୍କାର।ଦିଲ୍ଲୀର ବିଜ୍ଞାନ ଭବନ ରେ ରାଷ୍ଟ୍ରପତିଙ୍କ ଠାରୁ ଜିଲ୍ଲାପାଳ ଶ୍ରୀ ଗୌରୱ ସିୱାଜୀ ଇସଲୱାର ଏହି ପୁରସ୍କାର ଗ୍ରହଣ କରିଛନ୍ତି।୨୦୨୩ ବର୍ଷ ପାଇଁ ଏହା ଦିଆଯାଇଛି,ଯେଉଁଥିରେ ପୂର୍ବ ଜୋନ ପାଇଁ ବଲାଙ୍ଗୀର ପୁରସ୍କୃତ ହୋଇଛି।୨୪୧ହେକ୍ଟର ବୃକ୍ଷ ରୋପଣ ସହ ୧୬୭ ନୂତନ ବନ୍ଧ,୨୬୦ ଚାଷ ବନ୍ଧ,୧୭୦ ଚେକ୍ ଡ୍ୟାମ୍,୧୩୨୦ ଜଳ ସେଚିତ ନିର୍ମାଣ,୬୭୦ ଭୂତଳ ଜଳ Continue Reading
Odisha News
ଭୁବନେଶ୍ୱର,୨୩/୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ବାତ୍ୟାଟି ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି। ପାରାଦୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବେ ଗଭୀର ଅବପାତଟି ଆଜି ସକାଳେ ବାତ୍ୟାରେ ପରିଣତ ହୋଇଛି। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି। ବାତ୍ୟାଟି Continue Reading