ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର,୧୪/୧୧ : କେନ୍ଦୁଝର ଜିଲ୍ଲା ସାହାରପଡା ଓ ଯାଜପୁରର ମଇଣ୍ଡା ଅଞ୍ଚଳବାସୀଙ୍କ ସମସ୍ୟା ଦୂର ହୋଇଛି। ବନ୍ୟା ପରିସ୍ଥିତିରେ ବିଜୁଳି ସେବା ନେଇ ଉପୁଜୁଥିବା ସମସ୍ୟାର ସ୍ଥାୟୀ ପ୍ରତିକାର ଟିପିଏନଓଡ଼ିଏଲ କରିଛି।ସୂଚନା ମୁତାବକ କେନ୍ଦୁଝର ଜିଲ୍ଲାର ସାହାରପଡା ଓ ଯାଜପୁର ମଇଣ୍ଡା ୧୧ କେଭି ଫିଡରକୁ ସଂଯୋଗ କରୁଥିବା ଏଚଟି ତାର ଦୁଇ ପାର୍ଶ୍ଵରେ ନଦୀ ଉପର ଦେଇ ସଂଚାରଣ କରୁଥିବାବେଳେ ବନ୍ୟା ପରିସ୍ଥିତିରେ ବିଦ୍ୟୁତ ସେବା ବ୍ୟାପକ Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୧୪/୧୧: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସରକାରୀ SSDବାଳକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଗମାଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୟିନ କିମ୍ଵାକା,ସଭାପତିତ୍ୱ WEO କୃଷ୍ଣଚନ୍ଦ୍ର ବେହେରା,ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିଭାଗ BEO ଗଣେଶ ଶବର ଯୋଗଦେଇଥିଲେ ।ସମ୍ନାନନୀୟ ଅତିଥିଭାବେ ଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ Continue Reading
ଭୁବନେଶ୍ୱର, ୧୩/୧୧ : ଓଲିଉଡ ଏବେ ଦୁଇ ଫାଳ । ଗୋଟିଏ ପଟେ ମନୋଜ ମିଶ୍ର, ଆଉ ଗୋଟାଏ ପଟେ ପୁରା ଓଲିଉଡ୍ । ସାଇବର ଥାନାରେ ଅଭିଯୋଗ ପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଅଭିନେତା ମନୋଜ ମିଶ୍ର । ଓଲିଉଡ୍ ମୋ ବୋପାର ନୁହେଁ, କିନ୍ତୁ ଯିଏ ଓଡ଼ିଆ ସିନେମାର ଶତ୍ରୁ, ସିଏ ମୋର ଶତ୍ରୁ ବୋଲି କହିଛନ୍ତି ମନୋଜ ।ବୁଧାବର ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ଯେଉଁ ଫିଲ୍ମ ମୁଁ […]Continue Reading
ଭୁବନେଶ୍ୱର,୧୩/୧୧: ଆସନ୍ତା ବର୍ଷ ଜାନୁଆରୀ ଲୋକମାନଙ୍କୁ ମିଳିବ ନୂଆ ରାସନ କାର୍ଡ। ବୁଧବାର ଏନେଇ ସୂଚନ ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଗତ ଜୁଲାଇରେ ଆରମ୍ଭ ହୋଇଥିବା ଇ-କେୱାୟିସି ଚଳିତ ମାସ ଶେଷ ହେବ ବୋଲି ଆଶା କରାଯାଉଛି।ତଥ୍ୟ ଅନୁଯାୟୀ ଇ-କେୱାୟିସି ଯାଞ୍ଚ ସମୟରେ ୧୬ ଲକ୍ଷ ଜାଲ୍ ଉପଭୋକ୍ତା ବାଦ ପଡିଛନ୍ତି। ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କ Continue Reading
ଭୁବନେଶ୍ୱର,୧୩/୧୧: ଆସିଲା ଏସ୍ଆଇଙ୍କ ପାଇଁ ଖୁସି ଖବର। ଏଣିକି ୭ ବର୍ଷ ପରେ ଜଣେ ଏସଆଇ ହୋଇପାରିବେ ଇନ୍ସପେକ୍ଟର। ପଦୋନ୍ନତିକୁ ୧୦ ବର୍ଷ ସ୍ଥାନରେ ୭ ବର୍ଷକୁ ରାଜ୍ୟ ସରକାର କମାଇ ଦେଇଛନ୍ତି। ପୂର୍ବରୁ ୧୦ ବର୍ଷ ପରେ ଜଣେ ଏସଆଇ ଇନ୍ସପେକ୍ଟର ହେଉଥିଲେ। ତେବେ ବର୍ତ୍ତମାନ ୭ ବର୍ଷ ପରେ ପଦୋନ୍ନତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।Continue Reading
ଭୁବନେଶ୍ୱର, ୧୩/୧୧: ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କ ନିକଟକୁ ପଇସା ପହଞ୍ଚି ସାରିଛି ।ତେବେ ଏବେ ବି ଲକ୍ଷାଧିକ ହିତାଧିକାରୀ ଏହାରି ଅପେକ୍ଷାରେ ରହିଛନ୍ତି । ଅନେକ କିଛି ତ୍ରୁଟି କାରଣରୁ ସୁଭଦ୍ରା ଟଙ୍କା ପାଇ ପାରି ନାହାନ୍ତି । ଏ ଯାଏଁ ସୁଭଦ୍ରା ଟଙ୍କା ପାଇ ନ ଥିବା ମହିଳାଙ୍କୁ ମନ୍ତ୍ର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା । Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୩/୧୧: ଗଜପତି ଜିଲ୍ଲାର ଆର: ଉଦୟଗିରି , ମୋହନା ଓ ଅଡବା ଥାନା ଅଞ୍ଚଳର ଆଦିବାସୀ ବହୁଳ ଦୁର୍ଗମ ଜଙ୍ଗଲ ଅଞ୍ଚଳ ମାନଙ୍କରେ ବ୍ୟାପକ ଭାବେ ଗଞ୍ଜାଇ ଚାଷ ହେଉଛି , ପାହାଡ ଓ ଜଙ୍ଗଲ ଭରା ଅଞ୍ଚଳ ସୁଯୋଗ ନେଇ ସଂପୃକ୍ତ ଅଞ୍ଚଳରେ ଗଞ୍ଜାଇ ଚାଷ କରାଯାଉଛି ।ଏହାକୁ ଦୃଷ୍ଟିରେ ରଖି ଏ ଅଞ୍ଚଳରେ ଆଉ ଗଞ୍ଜାଇ ଚାଷ ନ କରିବାକୁ ଗଜପତି ଏସପି: ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା […]Continue Reading
ଖୋର୍ଦ୍ଧା, ୧୩/୧୧: ଲାଞ୍ଚ ନେବା ଜଣେ ସରକାର ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସେ ହେଉଛନ୍ତି ଖୋର୍ଦ୍ଧା ବ୍ଲକ୍ ଶିକ୍ଷାଧିକାରୀ କାଦ୍ଦ୍ନ୍ଳ୰ଳୟର ଜୁନିୟର ଆସିଷ୍ଟାଣ୍ଟ ପ୍ରଦୀପ୍ତ କୁମାର ସାହୁ ।ଜଣେ ଅବସର ପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ବେତ୍ତନ ସମ୍ପର୍କିତ କାଦ୍ଦ୍ନ୍ଳ କରିବାକୁ ଲାଞ୍ଚ ନେଉଥିବାବେଳେ ସେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ୬୦୦୦ ଟଙ୍କା ଜବତ କରାଯାଇଛି ।ଅଭିଯୋଗକାରୀଙ୍କର ଭଉଣୀ ବିଜୟିନୀ Continue Reading
ଭଦ୍ରକ, ୧୩/୧୧: ରାସ୍ତା କଡ଼ରୁ ଜଣେ ପୂର୍ବତନ ସରପଞ୍ଚଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବନ୍ଧଗାଁର ପୂର୍ବତନ ସରପଞ୍ଚ ଚିତ୍ତରଂଜନ ରାଉତ ।ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଚିତ୍ତରଞ୍ଜନ ରାଉତ ଗତକାଲି ଏକ Continue Reading
କଟକ, ୧୩/୧୧ : ବଡ଼ଓଷା ପାଇଁ ଧବଳେଶ୍ୱରଙ୍କ ପୀଠ ଆଜି ଲୋକାରଣ୍ୟ । ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତ୍ର ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନିତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା।ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ପୀଠରେ ଚାଲିଛି ଶୃଙ୍ଖଳିତ ଦର୍ଶନ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଲାଗି ହେବ ବାବା ଧବଳେଶ୍ୱରଙ୍କର ଅତିପ୍ରିୟ ଭୋଗ ଗଜଭୋଗ ଓ ତରଣ। । ବଡ଼ଓଷା […]Continue Reading




