Home Archive by category Odisha News (Page 38)

Odisha News

Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୦/୧: ଜଟଣୀ ବ୍ଲକ ଅନ୍ତର୍ଗତ ଯାଆଁଳା କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ମୁଣ୍ଡ ମୁହାଁଣ ପରିସରରେ ରାଷ୍ଟ୍ରଗୀତ “ବନ୍ଦେ ମାତରମ”ର ୧୫୦ତମ ବାର୍ଷିକ ସମାରୋହ ମଣ୍ଡଳସ୍ତରୀୟ ସମୂହ ଗାନ ଉତ୍ସବ ପାଳନ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଯୋଗେଶ ଚନ୍ଦ୍ର ସାମନ୍ତସିଂହାରଙ୍କ Continue Reading
Odisha News
ରାଉରକେଲା, ୨୦/୧ : ରାଉରକେଲାରେ ଚାର୍ଟର୍ ବିମାନ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବିମାନ ଚାଳକ ନବୀନ କଡଙ୍ଗା ସୁସ୍ଥ ହୋଇଛନ୍ତି । ମଙ୍ଗଳବାର ନବୀନ କାଡ଼ଙ୍ଗା ଦୀର୍ଘ ଦଶ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି ।ହସ୍ପିଟାଲରେ ସାହସୀ ପାଇଲଟ୍ ନବୀନଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । କେକ୍ କାଟି ଓ ଫୁଲ ତୋଡ଼ା ଦେଇ ବିଦାୟ ଦେଇଛନ୍ତି । ପାଇଲଟଙ୍କ ମୁଣ୍ଡ, ପିଠି ଏବଂ ମୁହଁରେ ଗଭୀର ଆଘାତ ଲାଗିଥିଲା […]Continue Reading
Odisha News
ଭୁବନେଶ୍ୱର, ୨୦/୧ : ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଗଣନା । ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ ।ତେବେ ଦ୍ବିତୀୟ ପର୍ଯ୍ୟାୟ ଜନଗଣନା କେବେ ହେବ ସେନେଇ ତାରିଖ ଘୋଷଣା କରାଯାଇ ନାହିଁ । ଜନଗଣନା କାର୍ଯ୍ୟ ପାଇଁ ରାଜ୍ୟରେ ପ୍ରାୟ […]Continue Reading
Odisha News
ଭୁବନେଶ୍ୱର, ୨୦/୧: ରାଜଧାନୀର ପ୍ରମୁଖ ଜନ ଗହଳିପୂର୍ଣ୍ଣ ୧ ନଂ ହାଟରେ ନିଆଁ ଲାଗି ସବୁ କିଛି ଧ୍ୱଂସ ହୋଇଯାଇଛି । ନିଆଁ ବ୍ୟାପିବାର ପ୍ରମୁଖ କାରଣ ପ୍ଲାଷ୍ଟିକ୍ ଥିଲା ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି । ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇସାରିଛି ।ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଏବଂ କମିଶନର ଚଞ୍ଚଳ ରାଣା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର ନେଇ ମେୟର କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୧୯/୧: ଚଳିତ ବର୍ଷ ଜାତୀୟ ସଡକ ସୁରକ୍ଷା ମାସ ଜାନୁୟାରୀ ୧ ରୁ ୩୧ ତାରିଖ ମଧ୍ୟରେ ପାଳିତ ହେଉଛି। ବର୍ତମାନ ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି।ବିଦ୍ୟାଳୟର ପିଲାମାନଙ୍କ ସହିତ ସମସ୍ତ ଜନସାଧାରଣଙ୍କୁ ସଚେତନତା କରି ସଡ଼କ ଦୁର୍ଘଟଣା ହ୍ରାସ କରିବା କାର୍ଯ୍ୟକ୍ରମର ଲକ୍ଷ୍ୟ।ସ୍ଥାନୀୟ ସିଆଳିଆ ପାଟଣା ନିକଟ ଖୋର୍ଦ୍ଧା ଆଦର୍ଶ ବିଦ୍ୟାଳୟରେ ଜୁନିୟର ରେଡ଼କ୍ରସ୍ ଆନୁକୂଲ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷା Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୯/୧ : ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମକ୍ରମେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଧର୍ମଶାଳା ରୁ ପୁରି ଅଭିମୁଖେ ଜଗନ୍ନାଥ ଧାମ ତୀର୍ଥ ଯାତ୍ରା କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଉତ୍ସବ ଜାରକା ସ୍ଥିତ ମହୋତ୍ସବ ପଡିଆ ରୁ ଆରମ୍ଭ ହୋଇଛି।ମୁଖ୍ୟ ଅତିଥି ଭାବେ ବ୍ରହ୍ମଗିରିର ବିଧାୟିକା ଉପାସନା ମହାପାତ୍ର ସମ୍ମାନୀତ ଅତିଥ ଭାବେ ଯାଜପୁର ସାଂସଦ ଡ. ରବିନାରାୟଣ ବେହେର, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର , Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୯/୧: ଦିବା ୧୨ ଘଟିକା ସମୟରେ ଜ଼ିଲ୍ଲା ସଂଗ୍ରହାଳୟ ପରିସରରେ ବନ୍ଦେ ମାତରମ ର ୧୫୦ ତମ ବାର୍ଷିକୀ ର ଜ଼ିଲ୍ଲା ସ୍ତରୀୟ ଉତ୍ସବ ଅବସରରେ ସାମୁହିକ ବନ୍ଦେ ମାତରମ ଗାନ ଏବଂ ଆତ୍ମ ନିର୍ଭର ଭାରତ ସ୍ବଦେଶୀ ସଂକଳ୍ପ ପାଠ କରାଯାଇଥିଲା ।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର, କ୍ରୀଡା ବିଭାଗ ଜ୍ୟୋତି ରଞ୍ଜନ ଭୁଏ, ଡେପୁଟି କଲେକ୍ଟର, ସାଧାରଣ ବିଭାଗ […]Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୧୯/୧:ସମ୍ବିଧାନ ପ୍ରସ୍ତୁତିରେ କଂଗ୍ରେସ ର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ବିଶେଷଭାବେ ଲୋକମାନଙ୍କ ପାଇଁ ଉପଯୋଗୀତା କରିବା ନିମନ୍ତେ ଯୋଗ୍ୟ ଲୋକ ମାନଙ୍କ ଆବଶ୍ୟକତା ଅଛି ।ତାହେଲେ ସମ୍ବିଧାନ ର ଗୁରୁତ୍ବ ମହତ୍ତ୍ଵ ରହିବ ।ବିଧାନ ସଭାକୁ ଠିକଣା ପ୍ରତିନିଧି ଯିବା ଉଚିତ୍ ।ଦାୟିତ୍ଵ ମତଦ।ତା ଓ ରାଜନୈତିକ ଦଳପତି ମାନଙ୍କ ନିଷ୍ପତ୍ତି ବୋଲି ଥୀଙ୍କର୍ଷ କ୍ଲବ ର ୧୪୫ ତମ ଆଭ।ସି Continue Reading
Odisha News
କେନ୍ଦୁଝର,୧୯/୧ : କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୫ କୋଟିରୁ ଊଦ୍ଧର୍‌ବ ଟଙ୍କାର ସୁନା ଅଳଙ୍କାର ସହ ୮ଲକ୍ଷ ନଗଦ ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମିଳିଥିବା ସୂଚନା ମୁତାବକ, ୫ଟି ବାଇକ୍‌ରେ ୬ଜଣ ଦୁର୍ୱୃତ୍ତ ଆସି ବ୍ୟାଙ୍କରେ ପଶି ଥିଲେ। ପରେ ଦୁର୍ୱୃତ୍ତମାନେ Continue Reading
Odisha News
ଭୁବନେଶ୍ୱର,୧୯/୧ : ସୋମବାର ଓ ବୁଧବାର ରାତିରୁ ଲଗାତାର ଦୁଇଟି ପଶ୍ଚିମାଝଡ଼ ଉତ୍ତର ପଶ୍ଚିମ ଭାରତକୁ ପ୍ରଭାବିତ କରିବ ।ଏହାର ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଭାରତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ରାତି ତାପମାତ୍ରା ବଢ଼ିଲେ ଶୀତ କମିଯିବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ ଡିଗ୍ରୀ ଉପରେ ରହିପାରେ । ପୁରୀରେ ପାରଦ ୧୬ ଡିଗ୍ରୀ, ଭଦ୍ରକ […]Continue Reading