Home Archive by category Odisha News (Page 338)

Odisha News

Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୪/୨: ସର୍ଜିକାଲ୍ ପାରଦର୍ଶୀତାର ଏକ ଅଭୂତପୂର୍ବ ପ୍ରଦର୍ଶନରେ ଡକ୍ଟର ସବ୍ୟସାଚି ସ୍ୱାଇଁ ଆଜି ସ୍ୱରାଜ ହସ୍ପିଟାଲ ବଲାଙ୍ଗୀରରେ ଏକ ବିରଳ ତଥା ଜଟିଳ ପ୍ରକ୍ରିୟା କରିଥିଲେ।ଏକ ଗୁରୁତର ଦୁର୍ଘଟଣା ପରେ ଗୁରୁତର ଆହତ ହୋଇଥିବା ରୋଗୀ ଏକ ପବ୍ଲିକ ସିମ୍ଫିସିସ୍ ଡାଇଷ୍ଟାସିସ୍ ମରାମତି କରିଥିଲେ।ଏହି ଅବସ୍ଥା ଯାହା ସାଧାରଣତଃ ପ୍ରସବ ସମୟର ଜଟିଳତାରୁ ଉତ୍ପନ୍ନ ହୋଇଥାଏ ତାଙ୍କର ସଠିକ ରୋଗ ନିର୍ଣ୍ଣୟ(diagnosis)ଏବଂ Continue Reading
Odisha News
ପୁରୀ, ୪/୨: ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ଅର୍କ କ୍ଷେତ୍ର ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ । ବ୍ରାହ୍ମ ମୂହୂର୍ତ୍ତରେ ସୂର୍ଯ୍ୟୋଦୋୟବେଳେ ପବିତ୍ର ସ୍ନାନ କରିଛନ୍ତି ଶ୍ରଦ୍ଧାଳୁ । ପରିବାରକୁ ରୋଗ, ଦୁଃଖ, ଶୋକରୁ ରକ୍ଷା କରିବାକୁ ମଙ୍ଗଳମନାସୀ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି ।ମାଘ ଶୁକ୍ଳ ସପ୍ତମୀରେ ସୂର୍ଯ୍ୟଦେବ ଜନ୍ମଗ୍ରହଣ କରିଥିଲେ ଓ ଶାମ୍ବ ଦଶମୀର ୨୭ ଦିନ ପରେ ମାଘ ସପ୍ତମୀ ପାଳନ ହୋଇଥାଏ । Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟପୁରୀ,୪/୨ : ପୁରୀର ସାଗର ତରଙ୍ଗ ହୋଟେଲରେ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଆକ୍ସନଏଡ୍ ଆସୋସିଏସନ୍ ଦ୍ୱାରା ମିଳିତ ଭାବରେ ଆୟୋଜିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ସଖୀ ସହେଲି ସମ୍ମିଳନୀ ସଫଳତାର ସହ ଉଦ୍ଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାରାରୁ ୫୦ ଜଣ କିଶୋରୀ ଝିଅଙ୍କୁ ଏକତ୍ରିତ କରାଯାଇଥିଲା, ଯାହା ସେମାନଙ୍କୁ ସେମାନଙ୍କର ପ୍ରେରଣାଦାୟକ ଜୀବନ କାହାଣୀ, ଚ୍ୟାଲେଞ୍ଜ ଏବଂ ଆକାଂକ୍ଷା ବାଣ୍ଟିବା ପାଇଁ ଏକ ପ୍ଲାଟଫର୍ମ Continue Reading
Odisha News
ଓଡ଼ିଶା, ୩/୨ : ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ସରକାର ପରବର୍ତ୍ତନ ଆଣିବେ। ସେଥିମଧ୍ୟରେ ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ୍ ଏନକ୍ରୋଚ୍‌ମେଣ୍ଟ ଆକ୍ଟ ଏବଂ ଓଡ଼ିଶା ଲ୍ୟାଣ୍ଡ୍ ସେଟଲମେଣ୍ଟ ଆକ୍ଟରେ ଅନେକ ସଂଶୋଧନ ରହିଛି। ସୋମବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତ ସମୟରେ ରାଜସ୍ୱ ଏବଂ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି ।ମନ୍ତ୍ରୀ କହିଛନ୍ତି ସଂଶୋଧନ ପରେ ୪ ଡେସିମିଲରୁ କମ୍ ଜମି ଥିବା ଲୋକଙ୍କୁ ଭୂମିହୀନ Continue Reading
Odisha News
ଭୁବନେଶ୍ୱର, ୩/୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁହାରୀ ଶୁଣିବା କ୍ଷଣି ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ପୁଣି ଜଣେ ପିଲାର ଅସୁବିଧା ସମ୍ପର୍କରେ ଅବଗତ ହେବା ପରେ ନାବାଳକକୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସୋମବାର ଅଷ୍ଟମଥର ପାଇଁ ଖୋଲିଛି । ଏହି ସମୟରେ ବୌଦ୍ଧ ଜିଲ୍ଲାର ହେୟମ୍ବ ଗିରି ନାମକ ଜଣେ ଚାଲିପାରୁନ ଥିବା ନାବାଳକର ପରିବାର Continue Reading
Odisha News
ଦିଲ୍ଲୀ,୩/୨ : କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦୫୯୯କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ୨୦୨୪ ବଜେଟରେ ଏହି ପରିମାଣ ୧୦୫୮୬କୋଟି ଟଙ୍କା ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ଦ୍ୱିତୀୟ ବର୍ଷର ବଜେଟରେ ପୁଣିଥରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦ହଜାର କୋଟି ଟଙ୍କାରୁ ଅଧିକ ବଜେଟ୍ ବ୍ୟୟବରାଦ ହୋଇଛି ।ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ Continue Reading
Odisha News
ଭଦ୍ରକ, ୩/୨: ଜିଲ୍ଲାପାଳ ହେବ ତ ଏମିତି । ଚାଷୀଙ୍କୁ ଅଭାବୀ ବିକ୍ରିରୁ ବଞ୍ଚାଇବା ପାଇଁ ନିଜେ ଚାଷୀ ବେଶରେ ମଣ୍ଡିକୁ ଆସିଲେ ଜିଲ୍ଲାପାଳ ।ଆଉ ମିଲରଙ୍କ ଆଖିରେ ଧୂଳି ଦେଇ ମଣ୍ଡି ଭିତରେ ପ୍ରବେଶ କଲେ ଏବଂ ଜାରି କଲେ କାରଣ ଦର୍ଶାଅ ନୋଟିସ୍ । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଏଭଳି ପଦକ୍ଷେପକୁ ନେଇ ବେଶ୍ ପ୍ରସଂଶା କରାଯାଉଛି ।ଭଦ୍ରକ ଜିଲ୍ଲାରେ ମଣ୍ଡିରେ ଚାଷୀଙ୍କୁ ମିଲର ଓ ବିଭିନ୍ନ ସେବା ସମବାୟ ସମିତି ଲୁଟୁଥିବା […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ଗୁମାକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁମ୍ବିରା ମଳିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ରୁତୁଙ୍ଗିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପିଙ୍କି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ Continue Reading
Odisha News
ପାଟଣାଗଡ଼,୨/୨ : ବଳାଙ୍ଗୀର ଜିଲା ପାଟଣାଗଡ଼ ପାଢ଼େଲ ଗାଁରେ ରବିବାର ଏକ ଅଘଟଣ ଘଟିଛି। ମୋବାଇଲ ବ୍ୟାଟେରି ଫାଟି ୨ ଶିଶୁ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ୨ ଶିଶୁଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଜେଲକୁ ସ୍ଥାନାନ୍ତର କରାଯାଇଛି।ମିଳିଥିବା ସୂଚନା ମୁତବକ, ପିଲାମାନେ ଗାଁରେ ଖେଳୁଥିବା ବେଳେ ଏକ ମୋବାଇଲ ବ୍ୟାଟେରୀ ଫାଟି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଦୁଇ ଶିଶୁ ଆହତ ହୋଇଥିଲେ। ପରିବାର ଲୋକେ ଦୁଇ ଶିଶୁଙ୍କୁ ଉଦ୍ଧାର କରି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟହରଭଙ୍ଗା,୨/୨ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡ଼େଣୀଗଡ଼ ପଞ୍ଚାୟତର ବନ ନିବେଷ୍ଟିତ ଦୁର୍ଗମ କଣ୍ଡରା, କାଚପାଜୁ ଓ ବାଙ୍କପାଜୁ ଗ୍ରାମକୁ ଆଜି ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ – ଜ଼ିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, Continue Reading