Home Archive by category Odisha News (Page 333)

Odisha News

Odisha News
ଭୁବନେଶ୍ୱର, ୧୩/୨ : ନବୀନଙ୍କ ତାଗିଦ ପରେ ସାମ୍ନାକୁ ଆସିଲା ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡଙ୍କ ପ୍ରତିକ୍ରିୟା । ବିଜେଡି ସହ ଅଛି, ରହିଛି ଏବଂ ରହିବି ବୋଲି କହିଛନ୍ତି ସନା ମହାକୁଡ । ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି ଏବଂ ରହିବି । ଏହାର କିଛି ସମୟ ପୂର୍ବରୁ ବିଧାନସଭାର ପ୍ରବେଶ ଦ୍ୱାରରେ ନବୀନ ତାଙ୍କ ପ୍ରତି ବିରକ୍ତି ହେଉଥିବା ଦେଖିବାକୁ ମିଳିଥିଲା ।ନିଜ ପ୍ରତିକ୍ରିୟାରେ ସନା ମହାକୁଡ […]Continue Reading
Odisha News
ଚମ୍ପୁଆ ବିଧାୟକଙ୍କ ଉପରେ ଖପ୍ପା ବିଜେଡି ସୁପ୍ରିମୋ, ଅଧିବେଶନ ପୂର୍ବରୁ ଶୁଣାଇଦେଲେ ରୋକ୍‌ଠୋକ୍ଭୁବନେଶ୍ୱର, ୧୩/୨ : ନବୀନଙ୍କ ତାଗିଦ ପରେ ସାମ୍ନାକୁ ଆସିଲା ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡଙ୍କ ପ୍ରତିକ୍ରିୟା । ବିଜେଡି ସହ ଅଛି, ରହିଛି ଏବଂ ରହିବି ବୋଲି କହିଛନ୍ତି ସନା ମହାକୁଡ । ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି ଏବଂ ରହିବି । ଏହାର କିଛି ସମୟ ପୂର୍ବରୁ ବିଧାନସଭାର ପ୍ରବେଶ ଦ୍ୱାରରେ ନବୀନ ତାଙ୍କ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୩/୨ : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବର ଏହାର ସପ୍ତଦଶ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରିଛି।ଏହି ଅବସରରେ ୧୨ ଫେବୃଆରୀ ୨୦୦୯ ରେ ଜଟଣୀ ସ୍ଥିତ ଅରଗୁଳରେ ଅନୁଷ୍ଠାନର କ୍ୟାମ୍ପସର ଭିଭିପ୍ରସ୍ତର ସ୍ଥାପନର ସ୍ମୃତିଚାରଣ କରାଯାଇଥିଲା ।ଏହି ଉତ୍ସବରେ ଓଡିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ପ୍ରାରମ୍ଭରେ, ଆଇଆଇଟି Continue Reading
Odisha News
କୋରାପୁଟ, ୧୩/୨: ପୁଣି ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ବାଟସାନ ଗ୍ରାମ ପଞ୍ଚାୟତର ଆକାଉଣ୍ଟାଣ୍ଟ୍ ତଥା ଡାଟା ଏଣ୍ଟ୍ରି ଅପରେଟର୍ (ଇଊଋଙ) ଏସ୍. ପାର୍ଥ ସାରଥୀ ବିଷୋଇଙ୍କ ଘରେ ପଶିଛି ଭିଜିଲାନ୍ସ ଟିମ୍ । ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢ଼ଉ କରାଯାଉଛି ।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗୁରୁବାର ସକାଳୁ ଚଢ଼ଉ ଆରମ୍ଭ କରିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୧୩/୨ : ଦିନ ଦୟାଲ ଉପାଧ୍ୟାୟ ଭାରତୀୟ ଜନତା ପାର୍ଟି ର ପ୍ରମୁଖ ପୂର୍ବତନ କର୍ମକର୍ତ୍ତା । ତାଙ୍କର ଆଦର୍ଶ ଓ ଜୀବନ ଆଜି ସମସ୍ତଙ୍କ ପ୍ରେରଣାର ଉତ୍ସ । ତାଙ୍କ ସ୍ମୃତି ରେ ସମର୍ପଣ ଦିବସ ପାଳନ ହୋଇଯାଇଛି ।ଅମରେଶ୍ୱର୍ ମଣ୍ଡଳ ତରଫରୁ ଏ ଉପଲକ୍ଷେ ଆୟୋଜିତ ସଭା ଉପେନ୍ଦ୍ର ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବଶ୍ରି ବରଦା ଦାସ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ଦିନଦୟାଲଙ୍କ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୨ : ବୌଦ୍ଧ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ରୋକିବା ପାଇଁ ଜିଲ୍ଲା ଉପଦେଷ୍ଟା କମିଟି ର ଦ୍ଵିତୀୟ ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।ବେଆଇନ ଲିଙ୍ଗ ନିରୁପଣ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଥିବା ଆଇନ ୧୯୯୪ ରୁ ଲାଗୁ କରାଯାଇଛି । ବୌଦ୍ଧ ସହରରେ ୨ ଗୋଟି ଅଲଟ୍ରାସାଉଣ୍ଡ କେନ୍ଦ୍ର ପଂଜିକୃତ ହୋଇ କାର୍ଯ୍ୟ କରୁଅଛି ।ଏହାବ୍ୟତୀତ Continue Reading
Odisha News
ପୁରୀ ,୧୨/୨ : ଆଜି ପବିତ୍ର କୁମ୍ଭ ସଂକ୍ରାନ୍ତି । ଏହି ଅବସରରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପ ସରିବା ପରେ ପୁଷ୍ପାଳକ ସେବକମାନେ ଦାରୁବିଗ୍ରହଙ୍କୁ ଏହି ବେଶ କରିବେ। ଏହି ବେଶ ଥାଇ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟାଧୂପ ନୀତି ହେବ। ଏହାପରେ ବେଶ ଓଲାଗି ହୋଇ ଅନ୍ୟାନ୍ୟ ନୀତି କରାଯିବ।ଗଜ ଉଦ୍ଧାରଣ ବେଶର ବିଶେଷତ୍ୱ ହେଲା ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର […]Continue Reading
Odisha News
ଭୁବନେଶ୍ୱର,୧୧/୨: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ (Co-Branding) କାର୍ଯ୍ୟକାରୀ କରାଯିବ ।ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭବତୀ, ପ୍ରସୂତି ମହିଳା ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି Continue Reading
Odisha News
ଭୁବନେଶ୍ୱର,୧୧/୨ : ବହୁ ପ୍ରତିକ୍ଷାର ଅନ୍ତ ଘଟାଇ କଂଗ୍ରେସ ହାଇକମାଣ୍ଡ ଓଡିଶାରେ ଦଳର ମୁଖିଆ ନିଯୁକ୍ତ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି।ମଙ୍ଗଳବାର ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି। ତେବେ ପିସିସି ସଭାପତି ହେବା ପରେଭକ୍ତ ଚରଣ ଦାସ ଗଣମାଧ୍ୟମ ଆଗରେ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ ,୧୧/୨: ଗାୟତ୍ରୀ ମନ୍ତ୍ର ରୁକ୍ ବେଦର ଅନ୍ତର୍ଗତ । ମନନ ତ୍ରାୟତି ଇତି ମନ୍ତ୍ର । ମଣିଷ ଭାଗ୍ୟ ନିର୍ମାଣ କରିବାର ସୂତ୍ର ମନ୍ତ୍ର ।ବେଦ ମନ୍ତ୍ର ୨୪ ଅକ୍ଷର ମାତ୍ର ଗାୟତ୍ରୀ ମନ୍ତ୍ର ୨୯ ଅକ୍ଷର । ଏହି ମନ୍ତ୍ର ଦ୍ଵାରା ବିଶ୍ଵ ବ୍ରହ୍ମାଣ୍ଡ ର ପ୍ରାଣ ସୂର୍ଯ୍ୟଙ୍କୁ ଉପାସନା କରାଯାଏ ।ଏହା କୁ ଉଚ୍ଚାରଣ କଲେ ଶରୀର କୋଷ ଉପରେ ପ୍ରଭାବ ପଡେ ଓ ପାପ ବିନାଶ କରେ ବୋଲି […]Continue Reading