ଭୁବନେଶ୍ୱର,୧୭/୨ : ଲାଞ୍ଚ ନେବା ମହଙ୍ଗା ପଡିଛି, ଲେଫ୍ରିପଡା ତହସିଲର କନିଷ୍ଠ ଯନ୍ତ୍ରୀ ଶ୍ରୀ ଗୋଲେଖ ନାୟକଙ୍କୁ । ଜମି ନିର୍ଦ୍ଧାରଣ ପାଇଁ କୋଡିଏ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ପଡିଛନ୍ତି କନିଷ୍ଠ ଯନ୍ତ୍ରୀ ।ସୂଚନାଯୋଗ୍ୟ କନିଷ୍ଠ ଯନ୍ତ୍ରୀ ଜଣକ ମଶାବିରାର ଶ୍ରୀ ଅନନ୍ତ ନାୟକଙ୍କ ଜମି ନିର୍ଦ୍ଧାରଣ କାମ ପାଇଁ ଫାଇଲ କାମ ଆଗକୁ ବଢାଇବା ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଶେଷରେ ଅନନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । […]Continue Reading
Odisha News
ଭୁବନେଶ୍ୱର,୧୭/୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ବଜେଟରେ ୨ଲକ୍ଷ ୯୦ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି। ମୁଖ୍ୟମନ୍ତ୍ରୀ ଯିଏକି ନିଜ ନିକଟରେ ଅର୍ଥ ବିଭାଗ ରଖିଛନ୍ତି ଅପରାହ୍ନରେ ବିଧାନସଭାରେ ବଜେଟ୍ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।ରାଜ୍ୟର ଭାଜପା ସରକାରଙ୍କ ଦ୍ୱାରା ଆଗତ ଏହା ଦ୍ୱିତୀୟ ବଜେଟ୍। ମୋହନ ମଧ୍ୟ ଲଗାତାର ଦ୍ୱିତୀୟ ଥର ପାଇଁ ବିଧାନସଭାରେ ବଜେଟ୍ ପ୍ରସ୍ତାବ ଉପସ୍ଥାପନ Continue Reading
ଭୁବନେଶ୍ବର, ୧୭/୨: ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।ସେ ଆହୁରି କହିଛନ୍ତି, ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ ,ସେଠି ମଣ୍ଡି ବ୍ୟବସ୍ତା ଖୁବ୍ ଶୀଘ୍ର ହେବ ଏବଂ ସେଠାକୁ ଚାଷୀ କିଭଳି ଆଣି ନିଜ ଶସ୍ୟ ବିକିବେ ତାହାର ବ୍ୟବସ୍ଥା କରାଯିବା ସହ ଅତିରିକ୍ତ ପ୍ରଡକ୍ଟକୁ କିଭଳି ଷ୍ଟୋର କରି ରଖିବେ ତା ପାଇଁ ଶୀତଳଭଣ୍ଡାର ବ୍ୟବସ୍ଥା […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୭/୨ : ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି।ଏହାର ବିଷୟବସ୍ତୁ ଥିଲା “ ଓଡ଼ିଆ ସାହିତ୍ୟରେ ବିବିଧ ତତ୍ତ୍ୱର ପ୍ରୟୋଗ।\”ଏହି ସମାରୋହର ଉଦଘାଟନୀ ଉତ୍ସବକୁ ଅନୁଷ୍ଠାନର ମୁଖ୍ୟ କୁଳପତି ପ୍ରଫେସର ଉମା ବଲ୍ଲଭ ମହାପାତ୍ର ଉଦଘାଟନ କରିଥିଲେ।ସଭାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର Continue Reading
ଭୁବନେଶ୍ୱର,୧୭/୨: ମୋ’ ବସ୍ ଦୁର୍ଘଟଣାରେ ଗୁରୁତର ଥାଇ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ଏମ୍ସରେ ଚିକିତ୍ସାଧୀନ ଥିଲେ। ଗତ ଶୁକ୍ରବାର ପାତ୍ରପଡ଼ାରେ ମା’-ଝିଅ ଏକ ସ୍କୁଟିରେ ଯାଉଥିବାବେଳେ ସ୍କୁଟି ସହ ୧୦୦ ମିଟର ଘୋଷାଡ଼ି ନେଇଯାଇଥିଲା ମୋ’ ବସ୍।ଏହା ଦେଖି ପ୍ରତ୍ୟକ୍ଷଦର୍ଶୀଙ୍କ ହୋସ୍ ଉଡ଼ିଯାଇଥିଲା। ବସ୍ ଚାଳକ ଖୁବ୍ ଦ୍ରୁତ ଗତିରେ ଘୋଷାଡ଼ି ନେଇଥିଲେ ସ୍କୁଟିକୁ। ଲୋକମାନେ ଯେତେ ପାଟି କରି ଅଟକାଇବା ପାଇଁ ଚାହୁଁଥିଲେ ମଧ୍ୟ ଚାଳକ Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୧୬/୨ : ଗରିବତ୍ତମ୍ ବ୍ୟକ୍ତି ବା ଚାଷୀ ଙ୍କୁ ଋଣ ମୁକ୍ତ କରାଯାଇ ପାରେ ମାତ୍ର ବଡ ବଡ ଶିଳ୍ପ ପତି ମାନଙ୍କୁ ନୁହେଁ ।ଥିଙ୍କର୍ଶ କ୍ଳବ୍ ର ୧୧୧ ତମ ଆଭାଶି ଆଲୋଚନା ବଜେଟ ଓ ଋଣଭାର ବିଷୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ବିବେକ ପଟ୍ଟନାୟକ, ଡ ସନ୍ତୋଷ କୁମାର ମହାପାତ୍ର , ଡ ନନ୍ଦନନ୍ଦନ ଦାସ, ଇ ସୁଧାକର ପତ୍ରୀ,ପ୍ରତାପ ରାଉତ, ପରିବେଶବିତ୍ ଜଗତ ବିହାରୀ ଦାସ ପ୍ରମୁଖ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬/୨ : ରବିବାର ଦିନ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ଆଦର୍ଶ କୃଷି ବଜାର ପରିସରରେ ଚାଲିଥିବା ସାପ୍ତାହିକ ବୁଣାକାର ହାଟକୁ ପରିଦର୍ଶନ କରିଛନ୍ତି ଉପ- ଜିଲ୍ଲାପାଳ ତଥା ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରବୀଣ କୁମାର ବାଣୁଆ ।ଶ୍ରୀ ବାଣୁଆ ବୌଦ୍ଧ ତଥା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବୁଣାକାର ମାନଙ୍କ ଦ୍ବାରା ହସ୍ତ ତନ୍ତରେ ବୟନ ହୋଇଥିବା ସୁତା ଶାଢୀ, ପାଟଶାଢ଼ୀ ର ବଜାରକୁ ବୁଲି Continue Reading
ଭୁବନେଶ୍ବର,୧୬/୨: ରାଜ୍ୟରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ଆର୍ଥିକ ଅଭିବୃଦ୍ଧି ପାଇଁ ‘ଲକ୍ଷପତି ଦିଦି ଯୋଜନା’ ର୍କାଂ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବିବୃତି ଦେଇଥିଲେ। ତାଙ୍କ ବିବୃତି ହଜାର ହଜାର ମହିଳା ତାଙ୍କୁ ଭେଟିଛନ୍ତି।ରବିବାର କମ୍ୟୁନିଟି ସପୋର୍ଟ ଷ୍ଟାଫ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ୨୦୨୭ ମସିହା ସୁଦ୍ଧା ୨୫ Continue Reading
ଯାଜପୁର,୧୬/୨: ଯାଜପୁର ଜିଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ଏକ ଟ୍ରକ୍ ଭାରସାମ୍ୟ ହରାଇ କାର୍କୁ ଧକ୍କା ଦେଇଛି। ଫଳରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲାରେ ଊଝଚ ଭାବେ କାର୍ୟ୍ୟରତ ବଳରାମ ନାୟକ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିପାରି ନାହିଁ।ମିଳିଥିବା ସୂଚନା ମୁତାବକ, ଊଝଚ ବଳରାମ ଏକ କାର୍ ଯୋଗେ କେନ୍ଦୁଝର ଘଟଗାଁ ଘରକୁ ଯାଉଥିଲେ। ହେଲେ Continue Reading
ଭୁବନେଶ୍ୱର, ୧୬/୨: ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୧୯ରୁ ବର୍ଷା ସମ୍ଭାବନା । କିଛି ସ୍ଥାନରୁ ୧୯ରୁ ୨୧ଯାଏଁ ହାଲୁକା ବର୍ଷା ହେବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ଏଥିପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣି ଜାରି କରାଯାଇଛି । ହାଲୁକା ବର୍ଷା ସହ କିଛି କିଛି ସ୍ଥାନରେ ବିଜୁଳି, ଘଡଘଡି ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।୧୯ ତାରିଖରେ ୧୦ ଜିଲ୍ଲାର ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ । ସୁନ୍ଦରଗଡ, ଦେବଗଡ, ଅନୁଗୁଳ, […]Continue Reading




