ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୧/୨: ଜିଲ୍ଲାରେ ଆଦିବାସୀ ମାନଙ୍କୁ ଜିଲ୍ଲାପ୍ରଶାସନର ଶୋଷଣ ନୀତିକୁ ବିରୋଧ କରି ମୂଳନୀବାସୀ ୟୁନାଇଟେଡ଼ ଫୋରମ ଓଡିଶା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହିତ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି।ଆଦିବାସୀ ନେତାଙ୍କ କହିବା ଅନୁଯାଇ ଜିଲ୍ଲାରେ ଅଧିକାଂଶ ସମୟରେ ଆଦିବାସୀ ପରିବାର ଶୋଷଣ ହୋଇ ଆସୁଛନ୍ତି । ଆଦିବାସୀଙ୍କ ପ୍ରତି ନା ଜିଲ୍ଲାପ୍ରଶାସନର ଆନ୍ତରିକତା ରହିଛି କି ସରକାରଙ୍କ ଆନ୍ତରିକତା Continue Reading
Odisha News
ଭୁବନେଶ୍ୱର,୨୧/୨: ମହିଳାମାନଙ୍କୁ ଆହୁରି ସଶକ୍ତ କରିବାକୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା । ଆସନ୍ତାକାଲିଠାରୁ ଏହି ମେଳା ଆରମ୍ଭ ହେବ । ୨୦୪୭ରେ ବିକଶିତ ଓଡ଼ିଶା ଓ ବିକାଶ ଭାରତ ପାଇଁ ମହିଳା ସଶକ୍ତିକରଣ ହେବ ମୂଳ ପିଣ୍ଡ । ତେଣୁ ସୁଭଦ୍ରା ଶକ୍ତି ମେଳାରେ ଶକ୍ତିର ପୁଞ୍ଜ ଦେଖିବାକୁ ମିଳିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତାକାଲିଠୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ନଅ ଦିନ […]Continue Reading
ଭୁବନେଶ୍ୱର,୨୧/୨ : କାଲିଠୁ ପୁଣି ବଢ଼ିବ ବର୍ଷାର ପରିମାଣ। ତେବେ ଆସନ୍ତା ୨୫ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ତେଲଙ୍ଗାନା ପର୍ଯ୍ୟନ୍ତ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଆଗାମୀ ୪ରୁ ୫ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।ତେବେ ଆଜି ବାଲେଶ୍ବର Continue Reading
ସୋର,୨୧/୨: ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ଗାଁରେ ଶୁକ୍ରବାର ସକାଳୁ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ। ହଠାତ୍ ତାଙ୍କ ପେଟ କାଟିବାକୁ ସେ ଅସୁସ୍ଥ ହୋଇ ତଳେ ପଡ଼ିଗଲେ। ସଙ୍ଗେ ସଙ୍ଗେ ତାଙ୍କୁ ସୋର ମେଡିକାଲ ନେଇଥିଲେ ପରିବାର ଲୋକେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ସୂଚନାନୁସାରେ, ରାଜ୍ୟର ମୋଟ୍ ୨୯୭୯ କେନ୍ଦ୍ରରେ ୫,୧୦,୭୭୮ ଜଣ ମାଟ୍ରିକ୍ ପରୀକ୍ଷାର୍ଥୀ Continue Reading
କଟକ,୨୧/୨: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୨୧ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ।ସେହିପରି ଏକ ସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷାର୍ଥୀମାନେ ସକାଳ ସାଢେ ୭ଟାରୁ ସାଢେ ୮ଟା ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ।ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହୋଇ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୨ : ବୁଧବାର ଦିନ ଘ.୧୦.୩୦ ମିନିଟ ସମୟରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର +୨ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ।ବୌଦ୍ଧ ପଞ୍ଚାୟତ କଲେଜରେ ବୌଦ୍ଧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେବିହିଷ୍ଟ କଲେଜ ଓ ବାଉଁଶୁଣୀ ସଂସ୍କାର କଲେଜର ମୋଟ୍ ୭୧୩ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳାରେ ପରୀକ୍ଷା ଦେଉଛନ୍ତି ।ସେଥି ମଧ୍ୟରୁ ୩୧ ଜଣ ଛାତ୍ରଛାତ୍ରୀ ପ୍ରଥମ ଦିନର ପରୀକ୍ଷାରେ ଅନୁପସ୍ଥିତ Continue Reading
ଢେଙ୍କାନାଳ, ୨୦/୨ : ଝିଅ ଖୋଜୁଥିଲା ମା’କୁ। ଶ୍ୱଶୁର ଖୋଜୁଥିଲେ ବୋହୂକୁ। ଡ୍ରାଇଭର ଖୋଜୁଥିଲେ ମାଡାମଙ୍କୁ। ଘରେ କାମ କରୁଥିବା ଦୁଇ ସହାୟକ ଖୋଜୁଥିଲେ ସେମାନଙ୍କ ମାଲିକାଣୀଙ୍କୁ। ସମସ୍ତେ ଖୋଜୁଥିଲେ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀଙ୍କୁ। କିନ୍ତୁ କେହି ପାଉ ନଥିଲେ। ପରେ ତାଙ୍କ ମୃତଦେହ ମିଳିଲା ଘର ବାହାରେ ଥିବା ଏକ ବନ୍ଦ ଘରୁ। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ। ମୃତ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ Continue Reading
ଭୁବନେଶ୍ୱର,୨୦।୨: କିଟ୍ ଛାତ୍ରୀ ଘଟଣାରେ ଗୁରୁବାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଜର ପାଇଁ ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ଚିଠି ଜରିଆରେ ତାଙ୍କୁ ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟାରେ ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସୂଚନାଯୋଗ୍ୟ, କିଟ୍ ବିଶ୍ୱବିଦ୍ୟାଳୟରେ ପୁରୁଷବନ୍ଧୁଙ୍କ ନିର୍ଯ୍ୟାତନା ସହି ନ ପାରି ଜଣେ ନେପାଳୀ ଇଞ୍ଜିନିୟରିଂ Continue Reading
କାଲିମେଳା,୨୦/୨: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗୁମୁକା ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ପରେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଅଟକ ରଖି ପରେ ପୋଲିସର ଜିମା ଦେଇଛନ୍ତି। ମୃତ ମହିଳା ଜଣଙ୍କ ଗୁମୁକା ଗ୍ରାମର ଶିଙ୍ଗେ ମାଡକାମୀ(୩୦) ବୋଲି ଜଣାପଡ଼ିଛି।ସୂଚନାନୁଯାୟୀ, ଗୁମୁକା ପଞ୍ଚାୟତ ପଛ ପଟେ ବସ୍ତିରେ ରହୁଥିବା ମାଲା ମାଡ଼କାମୀ ଆନ୍ଧ୍ରରେ ରହି କାମ କରୁଥିବା ବେଳେ ତାଙ୍କ Continue Reading
ଭୁବନେଶ୍ୱର,୨୦/୨ : ବିଧାନସଭାରେ ମହାନଦୀ ପ୍ରସଙ୍ଗଙ୍କୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ବିଧାନସଭା ପ୍ରଶ୍ନକାଳ ଚାଲିଥିବା ବେଳେ ମହାନଦୀ ପ୍ରସଙ୍ଗରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ଶାସକ ଦଳର ବିଧାୟକ ।ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି ଉତ୍ତର ରଖିଛନ୍ତି ମୁକେଶ ମହାଲିଙ୍ଗ । ବିଧାନସଭା ପ୍ରଶ୍ନକାଳ ବେଳେ, ବିଜେଡି ବିଧାୟକ ପ୍ରସନ୍ନ Continue Reading




