ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର,୭/୩ : ୨୪/୭ ପାୱାର ସିଷ୍ଟମ୍ କଂଟ୍ରୋଲ ସେଂଟର୍ (ପିଏସ୍ସିସି): ଏକ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ଯାହା ବାସ୍ତବ ସମୟ ନିରୀକ୍ଷଣ ଏବଂ କୌଣସି ବିଭ୍ରାଟର ଦ୍ରୁତ ପ୍ରତିକ୍ରିୟା ସୁନିଶ୍ଚିତ କରୁଛିସ୍ୟାଟେଲାଇଟ୍ ପିଏସ୍ସିସି ଏବଂ ନିୟନ୍ତ୍ରଣ କକ୍ଷ: ମଣ୍ଡଳ ଓ ସର୍କଲ୍ ସ୍ତରରେ ସ୍ଥାପିତ ହୋଇଛି ଯାହା ପ୍ରଭାବଶାଳୀ ସମନ୍ୱୟ ଏବଂ ଦ୍ରୁତ ସମସ୍ୟା ସମାଧାନ ସୁନିଶ୍ଚିତ କରୁଛି ।ସୁରକ୍ଷା ପଦକ୍ଷେପ: ନିୟମାବଳୀ ପାଳନ ସୁନିଶ୍ଚିତ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୭/୩ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ) ଆଗାମୀ ଗ୍ରୀଷ୍ମ ମାସଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଶୀର୍ଷ ଚାହିଦା ପରିଚାଳନା ସୁନିଶ୍ଚିତ କରିବା ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି। ପ୍ରତିଷେଧାତ୍ମକ ରକ୍ଷଣାବେକ୍ଷଣ ଏବଂ ଉନ୍ନତ ପ୍ରଯୁକ୍ତି ଗ୍ରହଣୀୟତା ଉପରେ ଗୁରୁତ୍ୱ ଦେଇ ଟିପିଏନଓଡିଏଲ ନିଜ ଗ୍ରାହକଙ୍କ ପାଇଁ ବିଦ୍ୟୁତ୍ Continue Reading
ଭୁବନେଶ୍ୱର,୭/୩ : ଆସନ୍ତା ଏପ୍ରିଲ ୨ତାରିଖରୁ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ। ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷରୁ ଏଠାରେ ୫-୬ବର୍ଷ ବୟସର ପିଲାଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ।ଏନେଇ ପ୍ରସ୍ତୁତି ଓ ପ୍ରକ୍ରିୟା ଆରମ୍ଭ କରିବାକୁ ଶିକ୍ଷା ବିଭାଗୀୟ କମିଶନର କମ୍ ସେକ୍ରେଟାରୀ ସାଲିନୀ ପଣ୍ଡିତ ଏକ ବିଜ୍ଞପ୍ତି ଜରିଆରେ ସମସ୍ତ ଜିଲାପାଳ, ଅଧ୍ୟକ୍ଷ ଏବଂ ସମଗ୍ର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଜାତୀୟ Continue Reading
କଟକ, ୭/୩: ଗିରଫ ହେଲେ କୁବେର ଡେପୁଟି କମିଶନର । କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।ଚଢାଉବେଳେ ପ୍ରଦୀପ ମହାନ୍ତିଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । ବାବୁଙ୍କ ବିଭିନ୍ନ ଠିକଣାରେ ଚଢାଉ ହେବା ପରେ ଆଖି ଖୋସିଲା ଭଳି ସୁନାଗହଣା ମିଳିଥିଲା । ବର୍ତ୍ତମାନ ସୁଦ୍ଧା ୨କେଜିରୁ ଅଧିକ ସୁନା ସହ ୧୭ ଲକ୍ଷ ୫୫ହଜାର ଅଧିକ ନଗଦ […]Continue Reading
ଭୁବନେଶ୍ୱର, ୭/୩: ତାତିରୁ ମିଳିବ ନାହିଁ ଆଉ ନିସ୍ତାର । ଅସହ୍ୟ ହେବ ତାତି, ବଢ଼ିବ ଗୁଳୁଗୁଳି । ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି ।ଆସନ୍ତା ୯ ତାରିଖରୁ ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଥଣ୍ଡା ବାୟୁର ପ୍ରଭାବ କମିବା ସହ ତାପମାତ୍ର ବୃଦ୍ଧି ସମ୍ଭାବନା ରହିଛି । ସେଥିପାଇଁ ସତର୍କ ହୋଇ […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୭/୩ : ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ବଲାଙ୍ଗିର ଲର୍କିପାଲି ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ନିଯୁକ୍ତି ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂ ଦେଓ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ,ସଦର ବ୍ଲକ ଅଧ୍ୟକ୍ଷା ସରିତା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୭/୩ : ନବେ ଦଶକରୁ ମାର୍ଚ୍ଚ ୦୫ ପ୍ରବାଦପୁରୁଷ ଭୂମିପୁତ୍ର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ଜନ୍ମ ଦିବସକୁ ସମଗ୍ର ରାଜ୍ୟରେ ଆଧୁନିକ ପଞ୍ଚାୟତରାଜବ୍ୟବସ୍ଥାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପ୍ରଥମ ଥରପାଇଁ ମହିଳାଙ୍କ ନିମିତ୍ତ ଏକତୃତୀୟାସ୍ଥାନ ସରଂକ୍ଷଣ ପ୍ରଭୃତି ଅବଦାନ ପାଇଁ ପଞ୍ଚାୟତରାଜ ଦିବସ ରୂପେ ପାଳନ କରି ଆସୁଛି ।ସରକାର ପରେ ସରକାର ବଦଳିଛି ମାତ୍ର ଏ ଯାବତ ତାହା ଅପରିବର୍ତ୍ତିତ ଥିଲା ଏବଂ Continue Reading
ଭୁବନେଶ୍ୱର,୬/୩: ’ସୁଭଦ୍ରା’ ପାଇଁ ଦୀପ ଜାଳନ୍ତୁ । ଆସନ୍ତା ୭ ତାରିଖରେ ସୁଭଦ୍ରା ପାଇଁ ପ୍ରତି ଘରେ ଦୀପ ଜାଳିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯାହା ଘରେ ଯେତେଜଣ ସୁଭଦ୍ରା ତାଙ୍କ ଘରେ ସେତେଟା ଦୀପ ଜାଳନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ସୁଭଦ୍ରା ମା’ଙ୍କ ପାଇଁ ଏହା ସମ୍ମାନ ହେବ ବୋଲି ସେ କହିଛନ୍ତି ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସୁଭଦ୍ରା ପାଇଁ ଅଙ୍ଗନବାଡି କର୍ମୀଙ୍କୁ Continue Reading
ଭୁବନେଶ୍ୱର,୬/୩ : ଗୁରୁବାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି।ଆଜି ୨ ଲକ୍ଷ ୩୦ ହଜାରରୁ ଊଦ୍ଧର୍ବ ମହିଳାଙ୍କୁ ଉକ୍ତ ଟଙ୍କା ଆସିଛି।ଏଥିସହିତ ୮ ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ଆସିବ। ଗୋଟିଏ ଦିନରେ ୫ ହଜାର କୋଟି ଟଙ୍କା ସରକାର ପ୍ରଦାନ କରିବେ Continue Reading
କଟକ,୬/୩ : ଭିଜିଲାନ୍ସ ପଞ୍ଝାରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର। ଡେପୁଟି ଟ୍ରାନ୍ସପୋର୍ଟ କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ସିବିଆଇ ଚଢାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ।ସୂଚନାଥାଉ କି, ପ୍ରଦୀପଙ୍କ ୯ଟି ଠିକଣାରେ ଏକକାଳୀନ ରେଡ କରାଯାଇଛି। ଭୁବନେଶ୍ବର, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀରେ ଚଢ଼ାଉ କରାଯାଉଛି। ଏହି ରେଡରେ ୨ ଅତିରିକ୍ତ SP, ୧୩ DSP ସାମିଲ ଅଛନ୍ତି।Continue Reading




