Home Archive by category Odisha News (Page 32)

Odisha News

Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨/୨: ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ପ୍ରସ୍ତାବିତ ବୌଦ୍ଧ ମୁନିସିପାଲିଟିରେ ସାମିଲ ହେବାକୁ ଥିବା ମୁର୍ଶୁଣ୍ଢ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି ।ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ କଣ୍ଟୁଆଣୀ, ମାଉଲସିଂଘା, ଟୁଟୁସିଂଘା ପରିଦର୍ଶନ କରିବା ସହ ମୁନିସିପାଲିଟି ପାଇଁ ପ୍ରସ୍ତାବିତ ଗୋଶାଳା, ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର, ମେଟ୍ରିଆଲ ରିକୋଭରୀ ଫେସିଲିଟି ସେଣ୍ଟର ପାଇଁ ସ୍ଥାନ ବୁଲି ଦେଖିଥିଲେ ।ଅଧିକାରୀ Continue Reading
Odisha News
ବିଶ୍ୱରୂପା ବେହେରା ଓଡିଶାର ଶିଳ୍ପ ନଗରୀ ରାଉରକେଲାକୁ ଆଧୁନିକତାର ସହରୀ ଜୀବନଶୈଳୀ ସହ ଯୋଡ଼ାଯାଏ । ଏହି କ୍ରମରେ ସମ୍ପୃକ୍ତ ସହରକୁ ୨୦୧୬ରେ ଦେଶର ଅନ୍ୟତମ ସ୍ମାର୍ଟସିଟି ଭାବେ ପରିଚୟ ମିଳେ । ଅପରପକ୍ଷେ, ସହରରୁ ପ୍ରାୟ ପନ୍ଦର କିଲୋମିଟର ଦୂରରେ ଅବସ୍ଥିତ ବେଦବ୍ୟାସ ଧାମ ଇସ୍ପାତ ନଗରୀ ଅନ୍ୟ ଏକ ପରିଚୟକୁ ଉଜାଗର କରେ। ଅତ୍ୟାଧୁନିକ ସହରୀକରଣ ଓ ଶିଳ୍ପୀକରଣର ତୀବ୍ର ପ୍ରଭାବ ମଧ୍ୟରେ ବେଦବ୍ୟାସ ଧାମ ଆଜି ମଧ୍ୟ ଆସ୍ଥା,ସଂସ୍କୃତି ଓ ଇତିହାସର ଏକ […]Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟଭୁବନେଶ୍ୱର, ୧/୨: ଖୋର୍ଦ୍ଧା ଜିଲ୍ଲାପାଳ ଋତ୍ତୁରାଜଙ୍କ ପ୍ରଥମ ଉପନ୍ୟାସ ତଥା କୁଟିଆ କନ୍ଧମାନଙ୍କ ଜୀବନୀ ଆଧାରିତ ‘ପାଶ୍ୱର୍ସ୍ରୋତ’ ବୁଦ୍ଧ ମନ୍ଦିର ଅଡିଟୋରିୟମଠାରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଔପନାସିକ ତଥା ବିଶିଷ୍ଟ ଲେଖିକା ସରୋଜିନୀ ସାହୁ, ସାହିତ୍ୟକ ଅଜୟ ସ୍ୱାଇଁ, ଉପନ୍ୟାସର ପ୍ରକାଶକ ଆଦିତ୍ୟ ଭାରତର ନିର୍ଦ୍ଦେଶକ ଦେବାଶିଷ ସାମନ୍ତରାୟ, କଥାଶିଳ୍ପୀ ଚିରଶ୍ରୀ ଇନ୍ଦ୍ରର Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧/୨: ବୋଲଗଡ଼ ଚିଡିଓ ସୁମନ ସୁଧା କୁଣ୍ଡୁ ବିଭିନ୍ନ ଉନ୍ନୟନମୂଳକ ପାଣ୍ଠିର ଅର୍ଥ ଆତ୍ମସାତ୍ କରିଛନ୍ତି ବୋଲି ଜନପ୍ରତିନିଧି ମାନେ ଅଭିଯୋଗ ଆଣିଛନ୍ତି।ଏଥିସହ ବିଡିଓଙ୍କ ମନମୁଖ କାର୍ଯ୍ୟ, ଜନପ୍ରତିନିଧିଙ୍କୁ ଅଣଦେଖା, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଅନୁପସ୍ଥିତି, ଦେଶର ସମ୍ବିଧାନ ପ୍ରତି ଅସମ୍ମାନ କରିଥିବା ଅଭିଯୋଗ ଆଣି ବ୍ଲକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନଙ୍କ ନେତୃତ୍ୱରେ ଏକାଧିକ ସରପଞ୍ଚ, ସମିତି ସଭ୍ୟ Continue Reading
Odisha News
ଭୁବନେଶ୍ୱର, ୩୧/୧ : କଶିକେଶ ନାରାୟଣ ସିଂହଦେଓ ବିଜେଡ଼ିର ନୂତନ ହିତାଧିକାରୀ ହେବା ଉପରେ ଚର୍ଚ୍ଚା ଜୋର୍ ଧରିଛି । ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଛି କଳିକେଶ ଓ ନବୀନଙ୍କ ଭେଟଘାଟ । ନୂତନ ନେତୃତ୍ୱ ଚର୍ଚ୍ଚା ଉପରେ ନିଜେ କଳିକେଶ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।କଳିକେଶ ଆଜି ନବୀନ ନିବାସ ଦଳର ସୁପ୍ରିମୋଙ୍କୁ ଭେଟିଛନ୍ତି । ଏହା ପରେ କଳିକେଶ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲି, ଆଜି […]Continue Reading
Odisha News
ଭୁବନେଶ୍ୱର, ୩୧/୧ : ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ ସମବାୟ ନୀତିକୁ ମଞ୍ଜୁରୀ ମିଳିଛି । ଶନିବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମୋଟ ୧୦ଟି ବିଭାଗର ୧୨ଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।ମୁଖ୍ୟ ଶାସନ ସଚିବଙ୍କ ସୂଚନା ମୁତାବକ, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପୂର୍ବ କ୍ୟାବିନେଟରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୧/୧ : ବୌଦ୍ଧଜିଲ୍ଲା ହାବିଲଦାର ଓ କନେଷ୍ଟବଲ ସଂଘର ନବନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଉତ୍ସବ ବୌଦ୍ଧ ଟାଉନହଲ ଠାରେ ସନ୍ଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଭାପତି ଭାବରେ ବୁଲୁ କୁମାର ମିଶ୍ର, ଉପସଭାପତି ଭାବରେ ଆଲୋକ ସିଂ କହଁର,ସଂପାଦକ ଭାବରେ ରଂଜିତ କୁମାର ପଣ୍ଡା, ସହସଂପାଦକ ଭାବରେ ଷଣ୍ଢେଶ୍ୱର କର୍ଣ୍ଣ, ସହ ସଂପାଦକ , କୋଷାଧ୍ୟକ୍ଷ ଯୋଶବନ୍ତ ପ୍ରଧାନ, ସଦସ୍ୟ ଭାବରେ Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୩୧/୧ : ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ପି.ଏମ୍. ଶ୍ରୀ ସରକାରୀ ଏସ ଏସ୍ ଡ଼ି ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର ପରିସରରେ ବହୁ ଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କଇନ କିମ୍ବାକା, ଜିଲ୍ଲା ପରିଷଦ ସଦସ୍ୟ ସୁଜିତ୍ ବ୍ରେକବେଡା, ଚନ୍ଦ୍ରପୁରର ସରପଞ୍ଚ ରଞ୍ଜିତା Continue Reading
Odisha News
ଗଣେଶ ରାଜୁଙ୍କ ରିପୋର୍ଟଗଜପତି, ୩୧/୧ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଟେକ୍ନୋଲୋଜି ଏବଂ ପରିଚାଳନା ଶିକ୍ଷାନୁଷ୍ଠାନ ୨୦୨୬ରେ ଏହାର ପାରଳାଖେମୁଣ୍ଡି କ୍ୟାମ୍ପସରେ ସେଭ ଫୁଲ୍ ଇଣ୍ଡିଆ ଆପ୍ ଲଞ୍ଚ ସଫଳତାର ସହିତ ଆୟୋଜିତ ହୋଇଥିଲା ।ଯାହା ସ୍ଥିରତା, ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଓ ନବସୃଜନ-ନେତୃତ୍ୱାଧୀନ ସାମାଜିକ ପ୍ରଭାବକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।୨୭ ଜାନୁଆରୀ ୨୦୨୬ରେ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୩୧/୧ : ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଙ୍କ ସଭାପତିତ୍ଵ ରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ଆବାହନ କ୍ରମେ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ,ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର Continue Reading