କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ ,୧୩/୫ :ସମଗ୍ର ଭାରବର୍ଷରେ ମହାପ୍ରଭୁ ବୁଦ୍ଧ ଙ୍କ ନାମରେ ନାମିତ ଏକମାତ୍ର ଜିଲ୍ଲା ବୌଦ୍ଧ ଜିଲ୍ଲା ନାମକରଣ ହୋଇଛି ।ସୋମବାର ପରମ କାରୁଣିକ ଭଗବାନ ବୁଦ୍ଧଙ୍କ ୨୫୬୯ତମ ଜୟନ୍ତୀ ଜିଲ୍ଲା ପ୍ରଶାସନ ଓ ବୁଦ୍ଧ ଜୟନ୍ତୀ କମିଟିର ମିଳିତ ଆନୁକୁଲ୍ୟରେ ପାଳନ କରାଯାଇଛି ।ସକାଳ ୮ ଘଟିକା ସମୟରେ ରାଜବାଟି ନିକଟସ୍ଥ ଐତିହାସିକ ବୁଦ୍ଧ କୀର୍ତ୍ତିରାଜି ଠାରେ ପଣ୍ଡିତ ମିନୁପ୍ରସାଦ ମିଶ୍ରଙ୍କ ଦ୍ଵାରା ପୂଜା ଧ୍ଵଜା ଅନୁଷ୍ଠିତ ହୋଇଥିଲା Continue Reading
Odisha News
ବାଲେଶ୍ବର/ ଚାନ୍ଦିପୁର, ୧୨/୫ : ବାଲେଶ୍ବର ମେରାଇନ୍ ଥାନା ବଳରାମଗଡ଼ିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଏଠାରେ ଏକ ଦୋକାନରେ ଏକସାଙ୍ଗେ ୮ଟି ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଛି। ସକାଳ ୬ଟା ବେଳେ ଏଭଳି ଘଟଣା ଘଟିଛି।ବଳରାମଗଡ଼ିରେ ଏକ ଅଣଲାଇସେନସ୍ ପ୍ରାପ୍ତ ସିଲିଣ୍ଡର ବ୍ୟବସାୟୀଙ୍କ ଦେକାନରେ ସର୍ଟସର୍କିଟ୍ କାରଣରୁ ଏକସାଙ୍ଗେ ୮ଟି ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଛି।ଏହାଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।ନିଆଁର ଧାସ Continue Reading
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୧୨/୫ : ଭାରତ ଓ ଅନ୍ୟ ରାଷ୍ଟ୍ର ମାନେ ଆତଙ୍କବାଦୀ ଙ୍କ ପ୍ରତି କୋମଳ ମନୋଭାବ ପରିହାର କରି ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ବିଶ୍ଵ ର ବିଭିନ୍ନ କୋଣରୁ ଦାବି ହୋଇଛି ।ଆତଙ୍କ ବାଦ ସୃଷ୍ଟି ଓ ଏଥିପାଇଁ ସହାୟତା ଘୋର ଉଦବେଗଜନକ ବୋଲି ମେଜର ଜେନେରାଲ ଅତନୁ ପଟ୍ଟନାୟକ ଏକ ମିଳିତ ଆଭାଶୀ ଆଲୋଚନାରେ ପ୍ରକାଶ କରି ଏଥିପାଇଁ ମୋଦୀଙ୍କ ଦୃଢ଼ ପଦକ୍ଷେପ ସ୍ବାଗତ ଯୋଗ୍ୟ […]Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୨/୫: ଆଜି ସକାଳ ୮ ଘଟିକାରେ ସ୍ଥାନୀୟ ଗୋଡ଼ି ପୋଖରୀ ଛକ ଠାରେ ଅବସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ଏହାର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ବରେ ପବିତ୍ର “ମାତୃ ଦିବସ” ମହା ସମାରୋହରେ ପାଳିତ ହୋଇଯାଇଛି। ବିଭିନ୍ନ ଗ୍ରାମରେ ଅବସ୍ଥିତ ବ୍ରହ୍ମାକୁମାରୀ ପାଠଶାଳାରୁ ଆସିଥିବା ଶତାଧିକ ମାଆ ମାନଙ୍କୁ ଓ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା , ୧୨/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି ।ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ରବିବାର ଷଷ୍ଠ ଦିନରେ ପହଞ୍ଚି ଥିବା ବେଳେ ରବିବାର ତୃତୀୟ ନଗର ଭ୍ରମଣ ଆରମ୍ଭ ହୋଇଛି ।ଏହା ଜୁନ ୫ […]Continue Reading
ଭୁବନେଶ୍ୱର,୧୧/୫ : ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। କିଛି ଦିନ ହେବ କାଳବୈଶାଖୀ ବର୍ଷାରେ ସାମାନ୍ୟ ଆଶ୍ବସ୍ତି ଅନୁଭବ ପରେ ପୁଣି ତାତିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଆଜି ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି ।ଆଜି ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହେବା ସହ ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରି ତାପମାତ୍ରା ସହ ସମ୍ବଲପୁର ପାଲଟିଛି ରାଜ୍ୟର ଉତପ୍ତ ସହର । ଏହାପରେ ରାଜଧାନୀ ଭୁବନେଶ୍ବର […]Continue Reading
ଭୁବନେଶ୍ୱର, ୧୧/୫ : ସିଭିଲ୍ ଡିଫେନ୍ସରେ ଯୋଗ ଦେବା ପାଇଁ ଜନସାଧାରଣ ଓ ଯୁବ ସମାଜକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି ଯେ,\”ଦେଶର ସାଧାରଣ ଲୋକଙ୍କ ଧନ, ଜୀବନର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ।ଏଥିପାଇଁ ଜାତୀୟତାର ମନୋଭାବ ନେଇ ବେସାମରିକ ସୁରକ୍ଷା ବା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ Continue Reading
ମୟୁରଭଞ୍ଜ, ୧୧/୫ : ପଲିଥିନ ବ୍ୟାଗରେ ବନ୍ଧା ହୋଇ ପଡିଛି ତିନି-ଚାରି ମାସର ଶିଶୁର ମୃତ ଦେହ । ଏପରି ଅଭାବନୀୟ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ପୋଲିସ ଷ୍ଟେସନ ଅନ୍ତର୍ଗତ କୁଆଗୋଠଣା ଗ୍ରାମରେ ।ମିଳୁଥିବା ସୂଚନା ମୁତାବକ ରବିବାର ସକାଳ ସମୟରେ ସ୍ଥାନୀୟ ଲୋକ ମାନେ କୁଆଗୋଠଣା ପ୍ରାଥମିକ ବିଧ୍ୟାଳେ ନିକଟରେ ଏକ ପଲିଥିନ ବ୍ୟାଗରେ କିଛି ଶକ୍ତ ଭାବେ ବନ୍ଧା ହୋଇ ପଡିଥିବାର ଦେଖିବାକୁ ପାଇଥିଲେ । ଏହାକୁ ଦେଖିବା ବେଳେ ଏଥିରେ […]Continue Reading
ଓଡ଼ିଶା, ୧୧/୫ : ମାଆ ହେଉଛି ସର୍ବଂସାହା । ମାଆ, ବୋଉ, ମମି, ମମ୍,….ମଣିଷ ଜଣେ କିନ୍ତୁ ସନ୍ତାନର ରୁଚି ଅନୁସାରେ ସେ ଡାକ ଶୁଣେ । ‘ମା’ ରୁ ମାଟି… ‘ଆ’ ରୁ ଆକାଶ । ମାଟିରୁ ଆକାଶ ଯାଏ ଶୁଭେ ତାର ପ୍ରତିଧ୍ଵନି । ତା ବିନା ଜନ୍ମ ନାହିଁ । ତା ବିନା ଅସ୍ତିତ୍ବ ବି ନାହିଁ । ମାଆ ଶବ୍ଦର ତୁଳନା ନାହିଁ କି ବିକଳ୍ପ ବି ନାହିଁ । ମାଆର […]Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୦/ ୫ :ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳରେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୭୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଗୋଟିଏ କଳାରଙ୍ଗର ବଜାଜ୍ ପଲସର ୧୫୦ ଯାହାର ନମ୍ବର ଓଡ଼ି -୧୪-୪୦୨୫ କୁ ଜବତ କରିବା ସହିତ ବ୍ୟବସାୟୀ ସୁମନ୍ତ କୁମାର ବାରିକ ଓରଫ ଗୋଧି କୁ ଅବକାରୀ ବିଭାଗର ମୋବାଇଲ ଟିମ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଅବକାରୀ ମୋବାଇଲ ଟିମ ପକ୍ଷରୁ […]Continue Reading




