ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୪/୫: ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ।ସଦର ମହାକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ବୈଠକରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ,ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ,ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା,ଅତିରିକ୍ତ ଜିଲାପାଳ ଡ଼ ବିଜୟାନନ୍ଦ ସେଠୀ,ମୁଖ୍ୟ ଉନ୍ନୟନ ଅଧିକାରୀ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୨୪/୫ : ଶୁକ୍ରବାର ଅପରାହ୍ନରେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ କିଶୋର କୁମାର ପଣ୍ଡାଙ୍କ ପରିଚାଳନାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ, ବିଜେ, ଜାଗୁଳାଇ ପାଟଣା ରଥଯାତ୍ରା ପ୍ରସ୍ତୁତି ବୈଠକ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଜାଗୁଳାଇ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୩/୫: ଗୁରୁବାର ଦିନ ଦିବା ଘ.୯.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ସଚେତନତା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଦେଶର ବିଭିନ୍ନ ସ୍ଥାନରେ କରୋନା ଭଳି ମହାମାରୀ ଚିନ୍ହଟ ହେଉଥିବା ବେଳେ, ଜନସାଧାରଣ କିଭଳି ସତର୍କତା ଅବଲମ୍ବନ କରିବେ ଏବଂ ଜଳ ଜନିତ ବିଭିନ୍ନ ରୋଗ ରୁ ଉପଶମ ପାଇବା ଉଦ୍ଦେଶ୍ୟ ରେ Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୩/୫: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରବିଧାନ ସଂଗ୍ରହ ନିମନ୍ତେ ନିୟନ୍ତ୍ରିତ ବଜାର କମିଟି, ଯାଜପୁର ଆନୁକୁଲ୍ୟରେ ଜିଲ୍ଲାର ଚାଷୀମାନଙ୍କ ସଚେତନତା ନିମନ୍ତେ ପ୍ରଚାର ରଥକୁ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି।ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ୨୬ ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୧୩ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ନିୟୋଜିତ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୩/୫ : ବଲାଙ୍ଗିର ଜିଲ୍ଲାରେ ରବି ଧାନ କିଣା ଚଳିତ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ର ନିଷ୍ପତ୍ତି ଅନୁସାରେ ଆରମ୍ଭ କରାଯାଇଛି।ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ଭାଲେର ପ୍ରାଥମିକ କୃଷି ସମବାୟ ସମିତି ଲିଃ ରେ ରବି ଧାନ କିଣା ର ଶୁଭାରମ୍ଭ କରିଛନ୍ତି।ବଲାଙ୍ଗିର ଜିଲ୍ଲାରେ ଚଳିତ ମଇ ମାସ ୨୩ ତାରିଖରୁ ୧୧୨ ଗୋଟି ପ୍ରାଥମିକ କୃଷି ସମବାୟ ସମିତି […]Continue Reading
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୨୩ / ୫ : ନିଜକୁ ବୃଦ୍ଧ ନଭାବି ସକ୍ରିୟ ଭାବେ ଦୈନିକ କାର୍ଯ୍ୟ କରିଚାଲିବାକୁ ବରିଷ୍ଠ ଚିକିତ୍ସା ବିଜ୍ଞାନୀ ମାନେ ମତ ପ୍ରକାଶ କରିଛନ୍ତି ।ଚେନ୍ନାଇ ଆପୋଲୋ ରୁ ହୃଦରୋଗ ଶଲ୍ୟ ଚିକିତ୍ସକ ଡାକ୍ତର ଦିଲିପ ମିଶ୍ର,ଡାକ୍ତର ଜୟନ୍ତ ପଣ୍ଡା,ସହକାରୀ ପ୍ରଫେସର ଭାଗ୍ୟଲକ୍ଷ୍ମି ନାୟକ, ଡାକ୍ତର ମାନସ ନାୟକ, ବିଷ୍ଣୁ ମୋହନ ଦାସ ସାମନ୍ତ ପ୍ରମୁଖ ବିଭିନ୍ନ ବିଷୟରେ ସ୍ବାସ୍ଥ୍ୟ ସଚେତନତା କରିଥିଲେ ।କଟକ ବରିଷ୍ଠ ନାଗରିକ ମହାସଭା Continue Reading
ଭୁବନେଶ୍ୱର, ୨୩/୫: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଶୁକ୍ରବାର ଏକ ଅଣହିନ୍ଦୁ ବିଦେଶୀ ନାଗରିକ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିଛନ୍ତି । ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି । ଅପରପକ୍ଷେ ଅଣ ହିନ୍ଦୁ ପ୍ରବେଶ ପରେ ମନ୍ଦିରର ସୁଦ୍ଧିକରଣ କରାଯାଇଥିବା ସୂଚନା ମିଳିଛି ।ସୂଚନାନୂସାରେ, ଆଜି ଦିନ ପ୍ରାୟ ୧୨ ଟା ୩୦ ସମୟରେ ଜଣେ ଅଣହିନ୍ଦୁ ବିଦେଶୀ ନାଗରିକ ଲିଙ୍ଗରାଜ […]Continue Reading
ଭୁବନେଶ୍ୱର,୨୩/୫: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଓ ଅନ୍ୟ ଆନ୍ତର୍ଜାତୀୟ ପାଣିପାଗ ମଡେଲ ଅନୁଯାୟୀ, ମେ’ ୨୦୨୫ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି।ଫଳରେ ଓଡ଼ିଶା ଉପକୂଳ ପ୍ରଭାବିତ ହେବାର ଅନୁମାନ କରାଯାଇଛି। ଏହି ଝଡ଼, ଯାହାର ନାମ ସମ୍ଭାବ୍ୟ ‘ଶକ୍ତି’ ରଖାଯାଇଛି। ମେ’ ୨୩ରୁ ୨୮ ତାରିଖ ମଧ୍ୟରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଓ ଚଟ୍ଟୋଗ୍ରାମ ଅଞ୍ଚଳକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।ଏପରିକି ମେ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୩/୫ : ଚଟପଟ୍ ଫାଷ୍ଟ୍ ଫୁଡ୍ ବେଶ୍ ସୁଆଦିଆ।ଏଥିପାଇଁ ଛୋଟ ଛୁଆ ଠାରୁ ଆରମ୍ଭ କରି ବୟସ୍କ ମାନେ ମଧ୍ୟ ଏହି ଇଂରାଜୀ ଖାଦ୍ୟ ଖାଇବାରେ ଅଭ୍ୟସ୍ତ।ଫାଷ୍ଟ ଫୁଡ୍ ରେ ଚାଇନା ସଲ୍ଟ ପଡୁଥିବାରୁ ଖାଦ୍ୟର ସ୍ବାଦ ବଢ଼ିଯାଇଥାଏ।ଏହି ଚାଇନା ସଲ୍ଟ ସ୍ବାସ୍ଥ୍ୟ ପାଇଁ କେତେ ଯେ ହାନିକାରକ ଖାଇବା ପୂର୍ବରୁ ଜାଣିବା ଉଚିତ୍।ଜିଭ ଲାଳସା ରେ ପ୍ରାୟ ଲୋକେ ଏହାକୁ ଖାଇଥାନ୍ତି।କିନ୍ତୁ ଏହି ଖାଦ୍ୟ ଶରୀର ପାଇଁ କେତେ ଯେ […]Continue Reading
ନୂଆପଡା, ୨୩/୫ : ଆକ୍ସନ ମୋଡରେ ଭିଜିଲାନ୍ସ ଟିମ । ଆଜି ସକାଳୁ ସକାଳୁ ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି କନିଷ୍ଠ ଯନ୍ତ୍ରୀ । ନୂଆପଡା ଜିଲ୍ଲାର ଜଌଈ ଡିଭିଜନ୍ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି କରାଯାଇଛି ।ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ର ଚଢ଼ାଉ ଜାରି କରାଯାଇଛି । ଭୁବନେଶ୍ୱର, ପୁରୀ ଓ ନୂଆପଡାରେ ଚଢ଼ାଉ କରାଯାଉଛି । […]Continue Reading




