ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୫/୫: ନିଶା କାରବାର ପୁଣି ଜିଲ୍ଲାରେ ଉପର ମୁଁହା ହୋଇଛି । ଖୋର୍ଦ୍ଧା ସହର ଠାରୁ ଆରମ୍ଭ କରି ଜିଲ୍ଲାର ଗ୍ରାମାଞ୍ଚଳ ମାନଙ୍କରେ ଏବେ ବ୍ରାଉନସୁଗର ବ୍ୟବସାୟୀଙ୍କ ପାଦୁର୍ଭାବ ବଢ଼ିବାରେ ଲାଗିଛି ।ଯାହାକୁ ନେଇ ଗତ ୪ ତାରିଖ ଦିନ ଖୋର୍ଦ୍ଧା ପୁଲିସ ଓ ବୋଲଗଡ଼ ପୁଲିସ ଦୁଇଟି ମାମଲା ରୁଜୁ କରି ୪ ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୩୦.୮୩୦ ଗ୍ରାମ ବ୍ରାଉନସୁଗର ଜବତ କରିଥିବା […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୫/୫: କନ୍ଧମାଳ ଜିଲ୍ଲା ଫୁଲବାଣୀ-ବାଲିଗୁଡା ରାସ୍ତାରେ ସାରଙ୍ଗଡ଼ ଥାନା ପୋଲିସ୍ ଏମ୍,ଭି ଚେକିଙ୍ଗ କରୁଥିବା ସମୟରେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ ଠାବ ହୋଇଛି ।ଏହି ଘଟଣା ରେ ତିନି ଜଣ ଗିରଫ ହୋଇଥିବା ବେଳେ ମାଷ୍ଟରମାଇଣ୍ଡ ସହ ଅନ୍ୟଜଣେ ଫେରାର ଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଯେ, ଫୁଲବାଣୀ ଠାରୁ ବାଲିଗୁଡ଼ା ରାସ୍ତାରେ ଏକ ଅଲ୍ଟୋ କାର ନଂ. ଏମଏଚ -୦୨-ଏ ୱାଇ -୭୧୭୨ ରେ ପାଞ୍ଚଜଣ ଆସୁଥିବାବେଳେ Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୫/୫ : ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ର ଏକ ଗୁରୁତ୍ୱପୂର୍ଣ ବୈଠକ ଶଶିକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଗୀତା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଡିଷ୍ଟ୍ରିବ୍ୟୁଟର ଆସୋସିଏସନର ସଭାପତି ପରମେଶ ସୁବୁଦ୍ଧିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଗୋପାଳ ଅଗ୍ରୱାଲ ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ଏହି ବୈଠକରେ ଓଡିଶା ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା, ଆଇନ Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୫/୫: ବାଲେଶ୍ୱର, ବେତନଟୀ, ଯୋଡ଼ା, ଭଦ୍ରକ ଓ ଯାଜପୁରର ପାଂଚଟି ଅତ୍ୟାଧୁନିକ ତାଲିମ କେନ୍ଦ୍ର ୪୫୦୦ରୁ ଅଧିକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ ଦକ୍ଷତା ପ୍ରଦାନ, ଯୁବପିଢ଼ିଙ୍କ ସଶକ୍ତୀକରଣ ଏବଂ ଶ୍ରମଶକ୍ତି କ୍ଷମତାରେ ଉନ୍ନତି ଆଣିଛି ।ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ଏହାର ପାଂଚଟି ପୂର୍ଣ୍ଣ କାର୍ଯ୍ୟକ୍ଷମ Continue Reading
ଭୁବନେଶ୍ବର, ୫/୫: ଆଉ ୬ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି ବିଜେଡି। ଭୁବନେଶ୍ବର ବିଜେଡିର ନୂଆ ସଭାପତି ହେଲେ ଅଶୋକ ଚନ୍ଦ୍ର ପଣ୍ଡା। ସେହିପରି ଆଶିଷ ଚକ୍ରବର୍ତ୍ତୀ କେନ୍ଦୁଝର, ସରୋଜ ମେହେର ବଲାଙ୍ଗୀର, ରୋହିତ ପୂଜାରୀ ସମ୍ବଲପୁର ଓ ଦେବାଶିଷ ମାରାଣ୍ଡି ମୟୂରଭଞ୍ଜ-୨ ସାଂଗଠନିକ ଜିଲ୍ଲାର ସଭାପତି ହୋଇଛନ୍ତି।୬ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି ବିଜେଡି। ଭୁବନେଶ୍ବର ବିଜେଡିର ନୂଆ ସଭାପତି ହେଲେ ଅଶୋକ ଚନ୍ଦ୍ର Continue Reading
ଭୁବନେଶ୍ୱର, ୫/୫ : ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ ହୋଇଥିବା ଦ୍ୱନ୍ଦ୍ୱ ଶେଷରେ ଦୂର କରିଛନ୍ତି ଆଇନ ମନ୍ତ୍ରୀ । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ମହାରଣା ସେବକଙ୍କ ସହ ଆଲୋଚନା ପରେ କଥାର ସତ୍ୟାସତ୍ୟ ଜଣାପଡିଛି ।ମାତ୍ର ଅଢେଇ ଫୁଟ ଉଚ୍ଚ ଦାରୁରେ ମୂର୍ତ୍ତି ନିର୍ମାଣ ଅସମ୍ଭବ ଅଟେ । ସେବାୟତ ରାମକୃଷ୍ଣ […]Continue Reading
ମାଲକାନଗିରି, ୫/୫ : ଅନଲାଇନ୍ ଟ୍ରେଡିଂରେ ଟଙ୍କା ବଢ଼ିବାର ପ୍ରଲୋଭନରେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି ଯୁବକ । ଟ୍ରେଡିଂ ନାଁରେ ହୋଇଛି କୋଟି କୋଟି ଟଙ୍କାର ଠକେଇ । ଏପରିକି ଏକ ଅନଲାଇନ୍ ଟ୍ରେଡିଂ ଠକେଇର ଶୀକାର ହୋଇଥିବା ଯୁବକ ଜଣକ ହେଲେ ମାଲକାନଗିରି ଜିଲ୍ଲାର କେ. ଜିତେନ୍ଦ୍ର ପାତ୍ର ।ଏ ନେଇ ସେ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ମାମଲାରେ ଆସାମରୁ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଦେବଜୀତ […]Continue Reading
ଅନୁଗୁଳ, ୫/୫: ୯ ଦିନ ଧରି ନିଖୋଜ ଥିବା ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣକ ଅନୁଗୁଳ କଣିହା ବ୍ଲକ୍ ଲୋଧାଝରୀ ଗାଁର । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।ସୂଚନା ଅନୁସାରେ, ଗତ ୨୬ ତାରିଖରେ ଅନୁଗୁଳ କଣିହା ବ୍ଲକ୍ ଲୋଧାଝରୀ ଗାଁର ଜଣେ ଯୁବତୀ ଭୁବନେଶ୍ବରରୁ ତାଳଚେର ଆସିବା ପାଇଁ ଟ୍ରେନ୍ ପାଖକୁ ଆସିଥିଲେ । କୌଣସି […]Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୪/୫ : ଖୋର୍ଦ୍ଧା ଜିଲ୍ଲା ପ୍ରେସକ୍ଲବର ୨୦୨୫-୨୦୨୬ ବର୍ଷ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ପ୍ରେସକ୍ଲବର ବରିଷ୍ଟ ସଦସ୍ୟ ତପନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିର୍ବାଚନ ପରିଚାଳନା ଅଧିକାରୀ ଭାବରେ ଅବ୍ୟକ୍ତ ହରି ହର ଖାଡ଼ଙ୍ଗାଙ୍କୁ ନିଯୁକ୍ତ କରାଯାଇଥିଲା ।ପ୍ରେସକ୍ଲବ ପରିଚାଳନା ପରିଷଦ ସଦସ୍ୟଙ୍କ ମତାମତ ଆଧାରରେ ସର୍ବସମ୍ମତିକ୍ରମେ ପ୍ରେସ କ୍ଲବର କର୍ମକର୍ତ୍ତା ଚୟନ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୪/୫: ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଆତଙ୍କୀବାଦଙ୍କ ଗୁଳିକରୀ ହତ୍ୟା କରାଯିବା ପ୍ରତିବାଦରେ ରବିବାର ଦାରିଙ୍ଗବାଡିରେ ଦୋକାନବଜାର ବନ୍ଦ କରିଦିଆଯାଇଛି।ଏଥି ସହ ରବିବାର ସପ୍ତାହିକ ହାଟ ରହିଥିବା ବେଳେ ଆନ୍ଦୋଳନକାରୀ ମାନେ ହାଟକୁ ମଧ୍ୟ ବନ୍ଦ କରାଇଥିଲେ।ଫଳରେ ହାଟ ବ୍ୟବସାୟୀ କରିବାକୁ ଆସିଥିବା ବ୍ୟବସାୟୀ ମାନେ ଦୂର ଦୁରାନ୍ତରୁ ଆସି ବ୍ୟବସାୟ ନକରିପାରି ନିରାଶରେ ଫେରିଛନ୍ତି।ସେହିପରି ହାଟକୁ ନିଜ ଅମଳ Continue Reading




