Home Archive by category Odisha News (Page 266)

Odisha News

Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୭/୫: କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ବାଲିଗୁଡା ବ୍ଲକ ର ଲଣ୍ଡାଗାଁ ଠାରେ ଖରିଫ ଋତୁ ୨୦୨୪-୨୫ ଧାନ କିଣିବା ପାଇଁ ମଣ୍ଡି ମଞ୍ଜୁର ହୋଇଛି । ଜିଲ୍ଲା ସମବାୟ ସମୂହ ନିବନ୍ଧକ ଙ୍କ ଜରିଆରେ ରବି ଧାନ କିଣିବା ପାଇଁ ମଣ୍ଡି ଶୁଭାରମ୍ଭ ହୋଇଛି ।ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ସମବାୟ ସମୂହ ନିବନ୍ଧକ ତୃପ୍ତି କଲ୍ୟାଣ ସେଠୀ , ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେଦ୍ରିୟ ମିଶ୍ର ,ଜିଲ୍ଲା ସହକାରୀ […]Continue Reading
Odisha News
ନବରଙ୍ଗପୁର,୧/୬ : ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ବହୁ ଅସାଧୁ ବେଆଇନ ଘର କରୁଥିବା ସହ ବହୁ ପୁରୁଣା ଜଙ୍ଗଲ ନଷ୍ଟ କରି ସେଠାରେ ଅବାଧ ଭାବେ ମକାଚାଷ କରୁଥିବା ବେଳେ ଏବେ ଜିଲା ବନ ବିଭାଗ ଆକ୍ସନ ମୋଡ୍‌ରେ ରହିଥିବା ଦେଖାଦେଇଛି।ଝରିଗାଁ ବନାଞ୍ଚଳ ଅଧିନସ୍ଥ ହାତୀବାଡ଼ି ସଂରକ୍ଷିତ ଜଙ୍ଗଲରେ ବେଆଇନ ଘର ନିର୍ମାଣ ବଢ଼ି ଚାଲିଥିଲା। ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନେତୃତ୍ୱରେ ରବିବାର ହାତୀବାଡ଼ି ଗ୍ରାମର Continue Reading
Odisha News
ଭୁବନେଶ୍ୱର,୧/୬: ଜୁନ ଆରମ୍ଭରୁ ପକେଟ ଉପରେ ଛାଟ। ରାଜ୍ୟରେ ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍‌। ଏଣିକି ଲିଟର ପିଛା ୨ ଟଙ୍କା ଅଧିକ ଗଣିବେ ଗ୍ରାହକ। ପୂର୍ବରୁ ବଜାରରେ ଓମଫେଡ୍ କ୍ଷୀର(୫୦୦ ଗ୍ରାମ) ପ୍ୟାକେଟ୍ ମୂଲ୍ୟ ୨୬ ଟଙ୍କା ରହିଥିବା ବେଳେ ଏବେ ତାହା ବଢ଼ିଯିବ। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ଅଧିକ ୩ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାପରେ ଓମଫେଡ୍ ମୂଲ୍ୟ ବୃଦ୍ଧି ପାଇଛି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରକାରେ, Continue Reading
Odisha News
ଭୁବନେଶ୍ୱର,୩୧/୫: ରାଜ୍ୟରେ ଚଳିତ ବର୍ଷର ପ୍ରଥମ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭୁବନେଶ୍ବରରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କିଛି ଦିନ ତଳେ ଜଣେ ବୃଦ୍ଧ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ।ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ କୋଭିଡ୍ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୩୦/୫: ଏବେ ବିଜୁଳି ବିଲ୍ ର ଚିନ୍ତାରୁ ମୁକ୍ତି। ସୂର୍ଯ୍ୟଶକ୍ତିରେ ଜଳିବ ଘରର ବିଜୁଳି ବତୀ। ଚାଲିବ ପଙ୍ଖା। ଆଉ ଘରର ସବୁ ବୈଦ୍ୟୁତିକ ଉପକରଣ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନାକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏନଓଡିଏଲ୍) ବିଶେଷ ଗୁରୁତ୍ଵ ଦେଉଛି ।ପିଏମ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୬ : ବୌଦ୍ଧ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ରୋକିବା ପାଇଁ ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି ।ବେଆଇନ ଲିଙ୍ଗ ନିରୁପଣ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଥିବା ଆଇନ ୧୯୯୪ ରୁ ଲାଗୁ କରାଯାଇଛି । ବୌଦ୍ଧ ଜିଲ୍ଲାରେ ସର୍ବମୋଟ ୭ ଗୋଟି ଅଲଟ୍ରାସାଉଣ୍ଡ କେନ୍ଦ୍ର ପଂଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୩ ଗୋଟି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧/୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଆଜି ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ମହମ୍ମଦ ମୁବାରକ ଅଲ୍ଲୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୩୧/୫ : ଲର୍କିପାଲି ସ୍ଥିତ ସରକାରୀ ପଲିଟେକନିକ୍ କଲେଜ ର ସଭାଗୃହ ଠାରେ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ,ସରକାରୀ ପଲିଟେକନିକ୍ କଲେଜ ଓ ଅଗ୍ରଣୀ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ଅରୁଣା ର ଆୟୋଜନ କ୍ରମେ କରୋନା ସମୟରେ ପିତୃ ମାତୃକୁ ହରାଇଥିବା ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଶିଶୁ ,ପୃଷ୍ଠପୋଷକତା ରାଶି ପାଉଥିବା ଶିଶୁ,ସ୍ଵତନ୍ତ୍ର ସୁରକ୍ଷା ରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା, ଦ୍ଵାଦଶରେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୩୧/୫ : ବାଲିଗୁଡା ରେ ଧୁମ୍ ଧାମରେ ଚାଲିଛି ମାଆ ପାଟ୍ଟଖଣ୍ଡା ଙ୍କ ଠାକୁରାଣୀ ଯାତ୍ରା ।ଏହି ପରିପ୍ରେକ୍ଷୀରେ ଫ୍ରେଣ୍ଡସ କ୍ଲବ୍ ଦଣ୍ଡପଦର ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମ୍ବଲପୁର ରୁ ଆସିଥିବା ସୁହାନା ମେଲୋଡି ଗ୍ରୁପ ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରିଥିଲା ।ସଭାପତି ଯୁମର ନାୟକ ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ପଣ୍ଡିତ କୁମାର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୧/୫ : ଶନିବାର ଦିନ ଦିବା ଘ.୧୨.୦୫ ମିନିଟ ସମୟରେ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ହଲ ଠାରେ ନିଶା ମୁକ୍ତ ସମାଜ ଗଠନ ପାଇଁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହ ବୈଠକ ରେ ଯୋଡି ହୋଇଥିଲେ ।ଉକ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନିଶା ନିବାରଣ ପାଇଁ ଏକ ସ୍ବତନ୍ତ୍ର ଅଭିଯାନର ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ବିଭିନ୍ନ ମାଦକ ଦ୍ରବ୍ୟର ବେଆଇନ […]Continue Reading