ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୦/୬: ଇତି ମଧ୍ୟରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି।ମହାସଭାର ଜିଲ୍ଲା ସଭାପତି ଗୋପବନ୍ଧୁ ପୁରୋହିତ ଙ୍କ ନେତୃତ୍ୱ ରେ ଏବଂ ସଭ୍ୟ ବାଳକୃଷ୍ଣ ଷଡ଼ଙ୍ଗୀ ଙ୍କ ଆବାହକତ୍ୱରେ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଜୋର୍ ସୋର ରେ ଚାଲିଛି।ସମାଜ ର ଅନେକ ସମସ୍ୟା କୁ ନେଇ ସରକାର ଙ୍କ ଠାରେ ଦାବୀ ଉପସ୍ଥାପନ କରିବା ପାଇଁ ସମାଜ ତାର ଆଗାମୀ କାର୍ୟ୍ୟପନ୍ଥା […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୦/୬: ବଲାଙ୍ଗିର ଜିଲ୍ଲା ରେ ଥିବା ଜଙ୍ଗଲ ମାନଙ୍କରୁ ବାରମ୍ବାର ଖଇର ଏବଂ କେନ୍ଦୁ ଗଣ୍ଡି ଚୋରାଚାଲାଣ ହେଉଛି।ଇତି ମଧ୍ୟରେ ବଲାଙ୍ଗିର ଜଙ୍ଗଲ ବିଭାଗ ଅନେକ ଚୋରାଚାଲାଣ ହେଉଥିବା କାଠ ସହ ଚାରି ଚକିଆ ଯାନ ଜବତ କରିସାରିଛି।କେଉଁଠି ଚୋର ଧରା ପଡୁଛି ତ କେଉଁଠି ଚୋର ଫେରାର ମରୁଛି।କିଛିଦିନ ହେଲା ଜଙ୍ଗଲ ଚୋର ଜଙ୍ଗଲ ବିଭାଗ ର ନିଦ ହଜେଇ ଦେଲେଣି।ନୂତନ ଡିଏଫ୍ଓ ଅଜିତ ବିଶି ବଲାଙ୍ଗିର ଜଙ୍ଗଲ ବିଭାଗ […]Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୦/୫ : ଜାତୀୟ ପତାକା କୁ ରାସ୍ତା କଡରେ ଫୋପାଡିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗ କୁ ଗୁରୁତ୍ୱ ର ସହ ନେଇଛି କଂଗ୍ରେସ ।ଖଣ୍ଡପଡା ରେ ଅପରେସନ ସିନ୍ଦୁର ଶୋଭାଯାତ୍ରା ରେ ସ୍ଥାନୀୟ ବିଧାୟକ, ଏନଏସି ଅଧ୍ୟକ୍ଷା ଏବଂ ସରକାରୀ ପଦାଧିକାରୀ ହାତରେ ଜାତୀୟ ପତାକା ଧରି ଦେଶଭକ୍ତି ନିଦର୍ଶନ ସହିତ ସାମିଲ ହେବା ପରେ ଜାତୀୟ ପତାକା କୁ ରାସ୍ତା କଡ, କଲ୍ୟାଣମଣ୍ଡପ ରେ ଫୋପାଡ଼ିଦେବା ଭଳି ସଂଗୀନ ଅପରାଧ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ/ ୧୦/୬ : (ସୋମବାର )ଅପରାନ୍ହ ୩ ଘଟିକା ସମୟରେ ବୌଦ୍ଧ ପାକ୍ସ ପକ୍ଷରୁ ମାଉଲସିଙ୍ଗା ହାଇସ୍କୁଲ ନିକଟ ପଡିଆରେ ଚାଲିଥିବା ରବି ଧାନ କ୍ରୟ କେନ୍ଦ୍ରର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା । ଜିଲ୍ଲାପାଳ ଶ୍ରୀ ପଣ୍ଡା ଧାନ କ୍ରୟ କେନ୍ଦ୍ରରେ ପହଞ୍ଚି ଟୋକନ ପାଇ ଧାନ ବିକ୍ରୟ ପାଇଁ ଆସିଥିବା ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ।ଧାନ କ୍ରୟ କେନ୍ଦ୍ରରେ ଚାଷୀ ମାନଙ୍କ ପାଇଁ ଥଣ୍ଡା ପାନୀୟ […]Continue Reading
କଟକ, ୧୦/୬ : ରାଣୀହାଟ ଅଂଚଳରେ ଥିବା ଏକାଧିକ ମେଡିସିନ ଷ୍ଟୋର ଉପରେ ମଙ୍ଗଳବାର ଡ୍ରଗସ୍ ବିଭାଗ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଛନ୍ତି।ରାଜ୍ୟର ବିଭିନ୍ନ ସହରରେ ମେଡିସିନ ଦୋକାନ ଗୁଡିକରେ ବହୁଳ ଭାବେ ଗର୍ଭ ନଷ୍ଟ ପାଇଁ ଉଦ୍ଧିଷ୍ଟ ଏମଟିପି କିଟ୍ ମିଳୁଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ ଅଭିଯୋଗ ପହଂଚିବା ପରେ ଆଜି ଏହି ଚଢାଉ ହୋଇଛି । ମେଡିସିନ ଦୋକାନରେ ଗର୍ଭ ନଷ୍ଟ ପାଇଁ ଉଦ୍ଦିଷ୍ଟ କିଟ୍ ଏମଟିପି ବହୁଳ […]Continue Reading
ବରଗଡ଼ , ୧୦/୬ : ପ୍ରାୟ ପ୍ରତ୍ୟେକ ଦିନ ଲାଞ୍ଚ ନେଇ ଅବା ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡୁଛନ୍ତି ସରକାରୀ କର୍ମଚାରୀ। ସେମାନଙ୍କ ମଧ୍ୟରେ ବଡ଼ ବଡ଼ ଅଧିକାରୀ ବି ଅଛନ୍ତି। ତଥାପି ଭୟ ନାହିଁ। ଲାଞ୍ଚୁଆ କର୍ମଚାରୀ ଓ ଅଧିକାରୀ ଲାଞ୍ଚ ନେବାରୁ ବିରତ ହେଉ ନାହାନ୍ତି। ଲାଞ୍ଚ ନେଇ ଆଜି ଜଣେ ମହିଳା ସରକାରୀ କର୍ମଚାରୀ ଧରାପଡ଼ିଛନ୍ତି। ସେ ଜଣେ କନିଷ୍ଠ ଯନ୍ତ୍ରୀ। ଆଶ୍ଚର୍ୟ୍ୟର କଥା, ମାତ୍ର […]Continue Reading
ଭୁବନେଶ୍ୱର, ୧୦/୬: ଆଉ ଗୋଟିଏ ଦିନ ପରେ ମୋହନ ମାଝୀଙ୍କ ସରକାର ଏକ ବର୍ଷ ପୂରଣ କରିବ । ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଏକାକୀ ସରକାର ଗଢ଼ିଛି । ସଂକଳ୍ପ ପତ୍ରରେ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା ବିଜେପି । ତେବେ ଗତ ଏକ ବର୍ଷ ମଧ୍ୟରେ କେଉଁ କେଉଁ ପ୍ରତିଶ୍ରୁତି ଲୋକଙ୍କ ସରକାର ପୂରଣ କରିଛନ୍ତି ତାହାର ରିପୋର୍ଟ କାର୍ଡ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।କୃଷି, […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୬: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ତହସିଲଦାର ଧୀରଜ କୁମାର ପାତ୍ର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୋମବାର ଦାରିଙ୍ଗବାଡିର ଆଦିବାସୀ ଦଳିତ ମହାସଙ୍ଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ଭେଟି ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଅଞ୍ଚଳର ଅନେକ ଜମିଜମା ସମସ୍ୟା ଲାଗିରହିଛି। ତାର ସମାଧାନ କରିବାକୁ ମହାସଙ୍ଘ ତହସିଲଦାରଙ୍କୁ ନିବେଦନ କରିଥିଲେ।ସେହିପରି ଏବେ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୦/୬ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ଗ୍ରାମରେ ମାଁ ଅଭୟାକାଳୀଙ୍କ ପାରମ୍ପରିକ(ପୂଜା) ଛତର ଯାତ୍ରା ଆରମ୍ଭ ହୋଇଯାଇଛି।ବଲାଙ୍ଗୀର ସହର ଠାରୁ ପ୍ରାୟ ୪୧ କିଲୋମିଟର ଦୂରରେ ଅବସ୍ଥିତ କୁଟାସିଂହା ଗ୍ରାମ।କାହିଁ କେଉଁ ଆବହମାନ କାଳରୁ ଏହି ଗ୍ରାମର ଇଷ୍ଟଦେବୀ ରୂପେ ପୂଜା ପାଇ ଆସୁଛନ୍ତି ମାଁ ଅଭୟା।ଜ୍ୟୋଷ୍ଠ ମାସ ଶୁକ୍ଲପକ୍ଷ ଅଷ୍ଟମୀ ଦିନରୁ ଶୁକ୍ଲପକ୍ଷ ଚତୁର୍ଦଶୀ Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର,୧୦/୬ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ-ଡେଜିଗନେଟ୍) ଭାବେ ଶ୍ରୀ ଗଜାନନ ଏସ କାଲେ ଦାୟିତ୍ଵ ଗ୍ରହଣ କରିଛନ୍ତି।ବିଦ୍ୟୁତ ବିତରଣ କ୍ଷେତ୍ରରେ ତିନି ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟର ଅଭିଜ୍ଞତା ରଖିଥିବା ଶ୍ରୀ କାଲେ ଦେଶର ବହୁ ନାମିଦାମୀ ବିଦ୍ୟୁତ ବିତରଣ କମ୍ପାନୀରେ ଗୁରୁ ଦାୟିତ୍ଵ ବହନ Continue Reading




