ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୪/୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସିଏସିଏଲ , ଆଇଏସଆରଡି: , ପ୍ରଭା , ଜେକେପି , ସିସିଡବ୍ଲୁଡି , ଆରକେଏସଏସ , ଗଜପତି ତରଫରୁ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଗଠନ ଅଭିଯାନ ଉଦେଶ୍ୟରେ ପଦଯାତ୍ରା ଏବଂ ସଚେତନତା ରଥ ମାଧ୍ୟମରେ ସହର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରତିବର୍ଷ ଜୁନ୍ ୧୨ ତାରିଖରେ ପାଳିତ ହେଉଥିବା ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସର ଲକ୍ଷ୍ୟ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୬ : ବିକାଶ ମେଳା ତଥା ପରମ୍ପାରିକ ଖାଦ୍ୟ ମେଳା ର ଦ୍ଵିତୀୟ ଦିନ ର ସନ୍ଧ୍ୟା କାର୍ଯ୍ୟକ୍ରମ ରେ କୃଷି, ରାଜସ୍ୱ, ଉଦ୍ୟାନ, ଉଠାଜଳସେଚନ, ଲିଡ଼ ବ୍ୟାଙ୍କ, ଆର. ସେ. ଟି. ଏବଂ ସି. ଅଫ. ଏଲ ର ବିଭିନ୍ନ ସ୍କିମ ଉପରେ ସ୍ୱତନ୍ତ୍ର ଭାବେ ବୈଠକ କଚେରୀ ପଡିଆ ମଞ୍ଚ ରେ ଅନୁଷ୍ଠିତ ହୋଇଯାଇଛି ।ଏହି ପୃଥକ ପୃଥକ ବୈଠକ ରେ ସମ୍ପୃକ୍ତ ବିଭାଗ ର ବିଭାଗୀୟ ଅଧିକାରୀ ମାନେ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୪/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ବ ରକ୍ତଦାତା ଦିବସ ଓ ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ବଳରାମ ଗୌଡ଼ଙ୍କ ଅବସର କାଳୀନ ସୃତି ଉଦ୍ଦେଶ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଡ଼ିଓ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପ୍ରଥମେ ନିଜେ ରକ୍ତଦାନ କରିବା ପରେ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୪/୬ : ରଜ ପୂର୍ବରୁ ଦେଖିବାକୁ ମିଳୁଛି ରଜ ଉତ୍ସବ।ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଆଜି ଠୁ ଆରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା।ସ୍ଥାନୀୟ ପୃଥୀରାଜ ହାଇସ୍କୁଲ ଷ୍ଟାଡିୟମ ରେ ଜିଲ୍ଲାପାଳ ଶ୍ରୀ ଗୌରୱ ଶୀୱାଜୀ ଇଶାଲୱାର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି।ଏହି ବିକାଶ ମେଳାରେ ମିଳୁଛି ଭିନ୍ନ ଭିନ୍ନ ସ୍ଵାଦର ପିଠା।ସ୍ୱୟଂ ସହାୟିକା ଗୋଷ୍ଠୀ Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୩/୬ : ଆଜି ଅପରାହ୍ନରେ ଓଡ଼ିଶାର ମାନ୍ୟବର ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଏବଂ ପ୍ରଭାରୀ ମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲା ଶ୍ରୀଯୁକ୍ତ ପ୍ରଦୀପ କୁମାର ବଳ ସାମନ୍ତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳାରେ ଉଦଘାଟକ ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିବା ସହ ବିକାଶ ବାହାନକୁ ଜିଲ୍ଲାରେ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର ପ୍ରସାର ଏବଂ ଯୋଜନାରେ Continue Reading
ବରଦା ଦାସଙ୍କ ରିପୋର୍ଟକଟକ ୧୩/ ୬: ଜର୍ମାନୀ ଓଡ଼ିଆ ଗବେଷକ ଡ଼ା ଶିବାଶିଷ ଗିରି କଟକ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଥିଙ୍କର୍ସ କ୍ଲବ ଏକ ସ୍ବତନ୍ତ୍ର ବୈଠକ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରାତନ ପାରଂପରିକ ବ୍ୟବହାର କେତେ ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ ।ଡ ଗିରି ଜର୍ମାନୀରେ ବହୁବର୍ଷ ଚିକିତ୍ସା ବିଜ୍ଞାନ ରେ ଗବେଷଣା କରି ସେଗୁଡ଼ିକର ଦୈନିକ ବ୍ୟବହାର ସମ୍ପର୍କରେ ଚମତ୍କାର ତଥ୍ୟ ପ୍ରଦାନ କରିଥିଲେ ।ଲୁଣ ଓ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୩/୬ : ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ପାରଳାଖେମୁଣ୍ଡି ଠାରେ ଶୁଭାରମ୍ଭ କରାଯାଇଛି ।ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଶିଶୁ ଶ୍ରମିକ ନିରାକରଣ ନେଇ ବିଭିନ୍ନ ଆଇନ୍ ଓ ନିଆ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୩/୬: କନ୍ଧମାଳ ଜିଲ୍ଲା କ.ନୁଆଗାଁ ତହସିଲ ଅନ୍ତର୍ଗତ ଵଣ୍ଡଗୁଡ଼ା ପଞ୍ଚାୟତରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମାସ ମାସ ଧରି ଖୋଲୁ ନ ଥିବାରୁ ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ ହୋଇ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।ଘଣ୍ଟା ଘଣ୍ଟା ଧରି କାର୍ଯ୍ୟାଳୟ ଆଗରେ ଅପେକ୍ଷା କଲେ ବି ରାଜସ୍ୱ ଅଧିକାରୀଙ୍କ ଦେଖା ମିଳୁନାହିଁ । ଫଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଆଗରୁ ଲୋକେ ସବୁ ସୁବିଧା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୩/୬ : ବୌଦ୍ଧ ଗସ୍ତରେ ଆସିଥିବା ମାନ୍ୟବର ମନ୍ତ୍ରୀ ଗୃହନିର୍ମାଣ ତଥା ନଗର ଉନ୍ନୟନ ବିଭାଗ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଦୁଇଦିନିଆ ବୌଦ୍ଧ ଗସ୍ତ ରେ ଆସି ଆଜି ଦ୍ଵିତୀୟ ଦିନ ପୂର୍ବାହ୍ନ ରେ ବୌଦ୍ଧ ମର୍ଜାକୁଦ, କୁଲାରିକୁଦ, ନବ ନିର୍ମାଣ ବୌଦ୍ଧ ବସ୍ ଷ୍ଟାଣ୍ଡ,ଆଳତୀ ଘାଟ, ଚନ୍ଦ୍ରଚୂଡ଼ ମନ୍ଦିର ଯାଇ ଠାକୁର ଙ୍କୁ ଦର୍ଶନ ସହିତ ପୁରୁଣା ଦୈନିକ ବଜାର ଏବଂ ବୌଦ୍ଧ ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ […]Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟ ଯାଜପୁର, ୧୩./ ୬ : ଗୁରୁବାର ଅପରାହ୍ନରେ ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଆଶ୍ଵଥି ଏସ୍ ଯାଜପୁର ଜିଲ୍ଲା ଗସ୍ତରେ ଆସି ହଠାତ୍ ଦେଖା ଦେଇଥିବା ଡାଇରିଆ ରୋଗ ଏବଂ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ଏବଂ କେଉଁ କାରଣରୁ ଡାଇରିଆ ବ୍ୟାପିଛି ସେ ସମ୍ପର୍କରେ ପ୍ରଶାସନର ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ।ଏହି ବୈଠକରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, Continue Reading




