ଭୁବନେଶ୍ୱର, ୩୦/୬ : ଧାନ କିଣାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନ୍ରୁ ଧାନ କିଣିବେ ସରକାର । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଧାନ ବିକିବାକୁ ଥିବା ଚାଷୀଙ୍କୁ ଆଜି ଆଖି ସ୍କାନ୍ କରିବାକୁ ପଡ଼ିବ । ଫଳରେ ପରବର୍ତ୍ତୀ ସମୟରେ ସରକାର ଧାନ କିଣିବେ ।ସରକାର ୧୯ ଲକ୍ଷ ମେଟ୍ରିକ୍ […]Continue Reading




