Home Archive by category Odisha News (Page 17)

Odisha News

Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୧/୯ : ସ୍ମୃତି,ସମ୍ପର୍କ ଓ ସେବାର ଏକ ଅନନ୍ୟ ମିଳନର ସାକ୍ଷୀ ହୋଇଛି ବଲାଙ୍ଗିର।ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମପଡ଼ା ପରିସରରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଭାବାବେଗପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ବର୍ଷ ପରେ ପୁରୁଣା ସହଯୋଗୀ,ଗୁରୁଭାଇ-ଭଉଣୀ ଓ ସହକର୍ମୀମାନେ ଏକାଠି ହୋଇ ଅତୀତର ସ୍ମୃତିକୁ ମନେ ପକାଇବା ସହ ନିଜ ନିଜ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୧/୯ : ବାୟୁ ପ୍ରଦୂଷଣ ସଚେତନତା ସପ୍ତାହ ପାଳନ ଅବସରରେ “ଆମ ଖାଦ୍ୟ ଆମ ସଂସ୍କୃତି – ପ୍ଲାଷ୍ଟିକ ମୁକ୍ତ ଖାଦ୍ୟ ମେଳା” ଆଜି ବୌଦ୍ଧର ମର୍ଜାକୁଦସ୍ଥିତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗିର ଆଞ୍ଚଳିକ କାର୍ଯ୍ୟାଳୟ ଓ ବୌଦ୍ଧ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ମେଳା ଆୟୋଜିତ ହୋଇଥିଲା ସମାରୋହରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଏବଂ Continue Reading
Odisha News
By Dalim Phukan Guwahati, Sep 11: Assam Education Minister Dr. Ranoj Pegu participated in a two-day consultative meeting with the state’s DIET (District Institute of Education and Training) institutions at the Assam Administrative Staff College in Khanapara, Guwahati, with the objective of ensuring quality education in schools across the state. During the two-day Continue Reading
Odisha News
ତପସ୍ୱିନୀ ସାହୁଭୁବନେଶ୍ୱର, ୧୧/୯ : ପୁଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ଵରିତ ସେବା ଯୋଗାଇ ଦେବାକୁ ଓଡିଶା ପୁଲିସ ପକ୍ଷରୁ ଏକ ଅଭିନଵ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ଘରେ ବସି ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ମାଧ୍ୟମରେ ସାଧାରଣ ଲୋକମାନେ ୧୪ଟି ପୁଲିସ-ନାଗରିକ ସେବା ପାଇପାରିବେ ।Whatsapp chatbot for Panchayat ବିକଶିତ ପଞ୍ଚାୟତ ହ୍ୱାଟସଆପ୍ ଚାଟବଟ୍ ଉନ୍ମୋଚିତଆଜି (ଶୁକ୍ରବାର) ଡିଜିପି ବିନୟତୋଷ Continue Reading
Odisha News
ପୁରୀ, ୧୧/୯: ଐତିହାସିକ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବାରେ ଅବଦାନ ପାଇଁ କେନ୍ଦ୍ରାଞ୍ଚଳ ଆଇଜିପି ଡଃ ସତ୍ୟଜିତ ନାଏକ, ଆଇପିଏସ୍‌ଙ୍କୁ ‘ବିଶ୍ୱନିୟମ୍ତାଙ୍କ ରଥ ସେବା ସମ୍ମାନ–୨୦୨୬’ରେ ସମ୍ମାନିତ କରାଯାଇଛି।ସମ୍ମାନ ଗ୍ରହଣ କରି ଡଃ ନାଏକ ଆୟୋଜକମାନଙ୍କୁ କୃତଜ୍ଞତା ଜଣାଇବା ସହ ଏହି ସମ୍ମାନକୁ ସମଗ୍ର ‘ଟିମ୍ ଜଗନ୍ନାଥ’ଙ୍କୁ ସମର୍ପିତ କରିଛନ୍ତି। ରଥଯାତ୍ରାର ସୁଚାରୁ ପରିଚାଳନାରେ ପୋଲିସ କର୍ମଚାରୀ, ପ୍ରଶାସନିକ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୧/୯: ଖୋରଧା ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ବୁଧବାର ଏକ ବିସ୍ତୃତ ସମୀକ୍ଷା କରାଯାଇଛି।ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ତଥା ନିର୍ବାଚନୀ ଭୋଟର ତାଲିକା ସଂଶୋଧନ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା ତାଙ୍କ ଦ୍ୱିତୀୟ ଖୋରଧା ଗସ୍ତରେ ଆସି ଏହି ସମୀକ୍ଷା କରିଥିଲେ। ତ୍ରୁଟିମୁକ୍ତ, ସ୍ୱଚ୍ଛ ଓ ବିଶ୍ୱସନୀୟ ଭୋଟର ତାଲିକା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୦/୯ : ଓଡ଼ିଶା ସରକାରଙ୍କ ସଚିବ ଶ୍ରୀ ଭୁପିନ୍ଦର ସିଂହ ପୁନିଆ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ଯୋଜନାର ଭୂମିସ୍ତରୀୟ କାର୍ଯ୍ୟାନ୍ୱୟନ ପରିଦର୍ଶନ କରିଥିଲେ।ପ୍ରଥମେ ବଢ଼ିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ଖାଉଟି ବଣ୍ଟନ ବ୍ୟବସ୍ଥା ଓ ବିଭିନ୍ନ ଭତ୍ତା ପାଉଥିବା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।ପରେ ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ Continue Reading
Odisha News
ଭୁବନେଶ୍ୱର,୧୦/୯ : ବାଲେଶ୍ଵର ଜିଲ୍ଲା ଭୋଗରାଇରୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହି ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସେ ଉଚ୍ଚସ୍ତରୀୟ ନିର୍ଦ୍ଦେଶ ଦେଇଛନ୍ତି ।ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲାଣ ପାଇଁ ଓଡ଼ିଶାକୁ କୌଣସି ପରିସ୍ଥିତିରେ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ ଏବଂ ଚାଲାଣକାରୀଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଢ଼ Continue Reading
Odisha News
ଭୁବନେଶ୍ୱର, ୧୦/୯: ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଲଘୁଚାପର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ପଡ଼ିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି । ସେହିପରି ଅନ୍ୟ ତିନୋଟି ଜିଲ୍ଲା କେନ୍ଦୁଝର, Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୦/୯ : ପାରଳାଖେମୁଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସାମୁଦାୟିକ ବିକାଶ କେନ୍ଦ୍ର” (ସିସିଡି) ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ଫିଜିଓଥେରାପି ଦିବସ-୨୦୨୬ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।ବିଶେଷ କରି ଏହି କାର୍ଯ୍ୟକ୍ରମ ବୌଦ୍ଧିକ ଅକ୍ଷମ ପିଲାମାନଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା ।ଏହି କାର୍ଯ୍ୟକ୍ରମଟି ସିସିଡି ଦ୍ୱାରା ଆୟୋଜିତ ହୋଇଥିବା ସହ Continue Reading