Home Archive by category Odisha News (Page 15)

Odisha News

Odisha News
ବ୍ରହ୍ମପୁର,୧୬/୯ : ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକଚମକ ଦେଇଥିବା ନେଇ ଅଭିଯୋଗ ହୋଇଛି ।ଫଳରେ ବିଜେଡି ଜିଲା ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି ।ଉକ୍ତ ହତ୍ୟା ମାମଲାର ସାକ୍ଷୀ ତଥା ଆଇନଜୀବୀ ଲଳିତ ମୋହନ ମଙ୍ଗରାଜ ଏନେଇ […]Continue Reading
Odisha News
ଡାକ୍ତର ସତ୍ୟାଜିତ୍ ନାୟକ,ଆଇପିଏସକଟକ, ୧୬/୯ : ଭାରତ ଏକ ପର୍ବପର୍ବାଣୀର ଦେଶ। ଏଠାରେ ବିଭିନ୍ନ ଧର୍ମ, ଜାତି ଓ ସମ୍ପ୍ରଦାୟର ଲୋକମାନେ ବର୍ଷସାରା ଅନେକ ପର୍ବପର୍ବାଣୀ ପାଳନ କରିଥାନ୍ତି। ଏହି ସମସ୍ତ ପର୍ବ ମଧ୍ୟରୁ ବିଶ୍ୱକର୍ମା ପୂଜା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ଏହା ବିଶେଷକରି ଶିଳ୍ପୀ, କାରିଗର, ଶ୍ରମିକ, ଇଞ୍ଜିନିୟର, ବ୍ୟବସାୟୀ ଏବଂ ଯନ୍ତ୍ରପାତି ସହିତ ଜଡ଼ିତ ଲୋକମାନଙ୍କ ପାଇଁ ଏକ ପବିତ୍ର ଦିନ। ଏହି ଦିନ ଭଗବାନ ବିଶ୍ୱକର୍ମାଙ୍କୁ ଦେବଶିଳ୍ପୀ ଭାବେ Continue Reading
Odisha News
ଓଡ଼ିଶା, ୧୬/୯ : ଗୋଟିଏ ଦିନରେ ଜଳ ନେଇଛି ୬ ଜଣଙ୍କ ଜୀବନ । ଗଞ୍ଜାମରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୩ ଜଣ ନାବାଳକ ଛାତ୍ର ପ୍ରାଣ ହରାଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି ।ହିଞ୍ଜିଳିରେ ୨ ଛାତ୍ର ମୃତଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଘୋଡ଼ାହାଡ଼ ନଦୀରେ ବିସର୍ଜନବେଳେ ୪ ଜଣ ଛାତ୍ର ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର […]Continue Reading
Odisha News
ଆଇଜି ଡ. ସତ୍ୟଜିତ ନାୟକ, ଆଇପିଏସ୍‌କଟକ, ୧୫/୯ : ଆଗାମୀ ଗଣେଶ ପୂଜାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ପରିବେଶମିତ୍ର ଭାବେ ପାଳନ କରିବାକୁ କେନ୍ଦ୍ରାଞ୍ଚଳ ଆଇଜି ଡ. ସତ୍ୟଜିତ ନାୟକ, ଆଇପିଏସ୍ ଜନସାଧାରଣ, ପୂଜା କମିଟି, ସ୍ୱେଚ୍ଛାସେବୀ ଓ ସମସ୍ତ ସମ୍ପ୍ରଦାୟର ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇଛନ୍ତି।ଗଣେଶ ପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଭାଇଚାରା, ସାମ୍ପ୍ରଦାୟିକ ସଦ୍‌ଭାବ ଓ ପରସ୍ପର ସମ୍ମାନର ବାର୍ତ୍ତା ବହନ କରେ ବୋଲି ଡ. ନାୟକ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୫/୯ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସଂଲଗ୍ନ ଗୋଷାଣୀ ବ୍ଲକର ନୂଆ କେରେଣ୍ଡି ଗ୍ରାମ ନିକଟରେ ରାସ୍ତା ଓ ଭଙ୍ଗା ପୋଲର ସୁରକ୍ଷାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ଗୁରୁତର ସମସ୍ୟା ଦେଖା ଦେଇଛି।ରାମଲିଙ୍ଗେଶ୍ୱର ମନ୍ଦିର ପରିସର ସୀମା ପାଚେରିକୁ ଲାଗି ଏବଂ ପାରଳାଖେମୁଣ୍ଡି–ବ୍ରହ୍ମପୁର–ପଲାସା ଯାତାୟାତର ମୁଖ୍ୟ ରାସ୍ତା କଡ଼ ପାର୍ଶ୍ୱ ଧୋଇ ହୋଇ ଯାଇଥିବା ଏବଂ ତାକୁ ଲାଗିଏକ ଭୂତଳ ପୋଲ ଦୀର୍ଘଦିନ ଧରି Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର/ରାୟଗଡ଼ା, ୧୫/୯ : ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପୁଣି କାଢି ନେଲା ଏକ ନିରୀହ ଜୀବନ। ଗାଈ ଚରାଇ ଘରକୁ ଫେରୁଥିବା ବେଳେ ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଲୋକ ମୃତ୍ୟୁ ଘଟିଛି। ଏହି ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଟୁରିଗୁଡା ପଞ୍ଚାୟତ ଅନ୍ତର୍ଗତ ଟିଣାପଦର ଗ୍ରାମରେ।ମୃତକ ହେଲେ ଉକ୍ତ ଗ୍ରାମର ୪୨ବର୍ଷୀୟ ମାଧବ ପିଡକକା। ସୂଚନା ଅନୁସାରେ, ଆଜି ଅପରାହ୍ନରେ ସେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୫/୯ : ପାର୍ବଣ ଋତୁର ଆଗମନ ସହିତ ଖୋରଧା ସହରରେ ଉତ୍ସବର ରଙ୍ଗ ଲାଗିଛି। ଗଣେଶ ଚତୁର୍ଥୀ ଅବସରରେ ସହରର ବିଭିନ୍ନ ସାହି, ବସ୍ତି, କ୍ଳବ ଓ ପୂଜାମଣ୍ଡପରେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ଆରାଧନା ଶ୍ରଦ୍ଧା, ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି।ସକାଳୁ ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ବେଳକୁ ଭକ୍ତ ଓ ଦର୍ଶନାର୍ଥୀଙ୍କ ସମାଗମରେ ସହରର ପରିବେଶ ଚଳଚଞ୍ଚଳ ହୋଇଉଠିଥିଲା।ଗଣେଶ Continue Reading
Odisha News
ଭୁବନେଶ୍ୱର, ୧୫/୯ :ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ତା’ପୂର୍ବରୁ ଦଳକୁ ସଶକ୍ତ କରିବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ। ଏଥିପାଇଁ ଦଳ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏଥିରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ଯୋଗ ଦେଇ ଉଭୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବାର ଯୋଜନା ରହିଛି। ଆଜି ପିସିସି ସଭାପତି ଭକ୍ତଚରଣ ଦାସ ଏଭଳି କିଛି ସୂଚନା ଦେଇଛନ୍ତି।ଶ୍ରୀ ଦାସ କହିଛନ୍ତି Continue Reading
Odisha News
ଭୁବନେଶ୍ବର, ୧୫/୯ : ବାଲେଶ୍ବର ଜିଲ୍ଲାରୁ ଉଦ୍ଧାର କରାଯାଇଥିବା ୫ଟି ଦୁର୍ଲଭ ଓରାଙ୍ଗଉଟାନ ଶିଶୁଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଥିବା ଏହି ସମସ୍ତ ଶିଶୁ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ୱାଭାବିକ ଏବଂ ସ୍ଥିର ରହିଛି ବୋଲି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।ନନ୍ଦନକାନନର ଉପନିର୍ଦ୍ଦେଶକ ପ୍ରଦୀପ ମିରାସେ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡାକ୍ତରି Continue Reading
Odisha News
ସମ୍ବଲପୁର,୧୫/୯ : ପଶ୍ଚିମ ଓଡ଼ିଶାର ମହାନ୍ କୃଷିଭିଭିକ ଗଣପର୍ବ ନୂଆଖାଇ । ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ନବାନ୍ନ ଲାଗି ହୋଇଛି । ବର୍ଷର ପ୍ରଥମ ଅମଳ ଶସ୍ୟ ପ୍ରସ୍ତୁତ ଭୋଗ ବା ନବାନ୍ନ ଲାଗି ହୋଇଛି । ଏହାପରେ ପାର୍ଶ୍ବ ଦେବାଦେବୀଙ୍କୁ ନବାନ୍ନ ଲାଗି ହୋଇଛି।ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଏକାଠି ନୂଆ ଖାଇଥାନ୍ତି ସପରିବାର । ନୂଆଁଖାଇ ପାଇଁ […]Continue Reading