ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧/୯ : ରବିବାର ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ତରଫରୁ ଜାତୀୟ କ୍ରୀଡ଼ା ଦିବସରେ ତିନିଦିନିଆ କାର୍ଯ୍ୟକ୍ରମ ୨୯ ରିଖ ଠାରୁ ୩୧ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବଶକ୍ତିର ଉତ୍ସାହ , ଶୃଙ୍ଖଳା , ଏକତା ଓ ସ୍ୱାସ୍ଥ୍ୟ ସଚେତନତାର ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପ୍ରତିଯୋଗିତା ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ସାଇକଲ ରାଲି ପର୍ଯ୍ୟନ୍ତ ସବୁଠି Continue Reading
Odisha News
ସୁନ୍ଦରଗଡ଼,୩୧/୮: ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ଅଧୀନ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଘୁଷୁରା ଜଙ୍ଗଲରେ ଏକ ପାଦ ଚିହ୍ନ ଦେଖି ସ୍ଥାନୀୟ ଲୋକେ ବନ ବିଭଗକୁ ଖବର ଦେବା ପରେ ବନ ବିଭଗ ଘଟଣାସ୍ଥଳରେ ପହଞ୍ଚି ପାଦଚିହ୍ନ କୁଦେଖି ତଦନ୍ତ ଆରମ୍ଭ କରିଛି । ଏହା ବାଘ ପାଦଚି଼ହ୍ନ ନାଁ ସେହି ଜାତୀୟ ଅନ୍ୟ କୌଣସି ପ୍ରାଣୀର ତାକୁ ନେଇ ବନବିଭାଗ ବିଶେଷଜ୍ଞ ଦଳର ସହାୟତା ଲୋଡିଛି ।ସୂଚନାଯୋଗ୍ୟ, କିଛିଦିନ ତଳେ ବନଖଣ୍ଡର ସୋଲ ବନାଞ୍ଚଳରେ ବୁଲୁଥିବା […]Continue Reading
ମୟୂରଭଞ୍ଜ, ୩୧/୮ : ଯୁବତୀଙ୍କୁ ଗାଡ଼ି ଭିତରେ ଗଣଦୁଷ୍କର୍ମ କରି ରାସ୍ତାରେ ଫୋପାଡ଼ି ଦୁର୍ବୁତ୍ତ। ଗୁରୁତର ବସ୍ତାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଏହି ଦୁଖଦ ଘଟଣା ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ମୟୂରଭଞ୍ଜ ଜିଲ୍ଲାରେ ମାସକରେ ତୃତୀୟ ଗଣଦୁଷ୍କର୍ମ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ପୂର୍ବରୁ ୨ଜଣ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ଏଥର Continue Reading
ଭୁବନେଶ୍ୱର, ୩୧/୮ : ଆଜି ପବିତ୍ର ରାଧାଷ୍ଟମୀ । ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ଭଳି ରାଧାଷ୍ଟମୀର ମହତ୍ତ୍ୱ ରହିଛି । ଯେବେ ଯେବେ ଶ୍ରୀକୃଷ୍ଣଙ୍କ ନାମ ନିଆଯାଏ ସେତେବେଳେ ଶ୍ରୀରାଧାଙ୍କ ନାମ ମଧ୍ୟ ଆପେ ଆପେ ନିଆଯାଇଥାଏ ।ଏହି ନାମ ଦ୍ୱୟ ସବୁଦିନ ପାଇଁ ଯୋଡି ରହିଥାଏ । ଶ୍ରୀରାଧାଙ୍କ ନାମ ବ୍ୟତୀତ ଶ୍ରୀକୃଷ୍ଣଙ୍କ ନାମ ନେଲେ କୌଣସି ସୁଫଳ ମିଳିନଥାଏ ବୋଲି ନିଜେ ଶ୍ରୀକୃଷ୍ଣ କହିଛନ୍ତି । ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି Continue Reading
By A.K. Sahoo Bhubaneswar, Aug. 30: The CAG Research Foundation on August 30 organised a one-day symposium in Bhubaneswar to deliberate on Odisha’s persistent backwardness and explore strategies to accelerate its journey towards inclusive growth and development. The discourse brought together former ministers, senior political leaders, intellectuals, academics, and civil Continue Reading
ଭୁବନେଶ୍ୱର, ୩୦/୮ : ବଢିଲା ଇନ୍ସପେକ୍ଟର ଓ ଏସ୍ଆଇଙ୍କ କ୍ଷମତା। ଏଣିକି ସେମାନେ SC/ST ମାମଲାର ତଦନ୍ତ କରିପାରିବେ। ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା ମଧ୍ୟ କରିପାରିବେ।ପୂର୍ବରୁ DSP ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା । ଏବେ ସରକାର ଇନ୍ସପେକ୍ଟର ଓ ଏସ୍ଆଇଙ୍କ କ୍ଷମତା ବଢ଼ାଇ ଏହି ଦାୟିତ୍ୱ ଦେଇଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି।ତେବେ ଇନ୍ସପେକ୍ଟର ଓ ଏସ୍ଆଇଙ୍କ କ୍ଷମତା ବଢାଇବା ପାଇଁ Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୯/୮ : ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ପୂର୍ବତନ ଅଧକ୍ଷ କୃଷ୍ଣ ଚନ୍ଦ୍ର ସାମଲ ଅସୁସ୍ଥ ଥିବା ଖବର ପାଇ ତାଙ୍କ ତେଲିବାହାଳୀ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ ମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ।ଉଭୟ ଦୀର୍ଘ ସମୟ ଧରି ବିଭିନ୍ନ ବିଷୟରେ ଆଲୋଚନା କରି ପୁରୁଣା ଦିନର ସ୍ମୃତି ରୋମନ୍ଥନ କରିଥିଲେ । ଏହା ସହିତ ତାଙ୍କ ସୁସ୍ଥତା କାମନା କରିଛନ୍ତି ଡ଼ଃ […]Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୯/୮ : ଅଗଷ୍ଟ ତା ୨୯ ରୁ ୩୧ ତାରିଖ ଜାତୀୟ କ୍ରୀଡା ଦିବସ ଅବସରରେ କ୍ରୀଡା,ଉତ୍ସାହ ଓ ଏକତାର ଦେଶ ବ୍ୟାପୀ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଆଜି ଯାଜପୁର ଠାରେ ଜିଲ୍ଲା କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ହକି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଜିଲ୍ଲା କ୍ରୀଡା ଅଧିକାରୀ […]Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୯/୮ : ଛାତ୍ରଛାତ୍ରୀ ମାନଙ୍କୁ ସମାଜସେବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଏକ ପ୍ରେରଣାଦାୟୀ ପରାମର୍ଶ କର୍ମଶାଳା ଆଜି ସ୍ଥାନୀୟ ୟୁନିଟେକ୍ ଡିଗ୍ରୀ କଲେଜରେ ରୋଟାରୀ ନୟାଗଡ଼ ଦ୍ବାରା ଆୟୋଜିତ ହେଇଯାଅଛି ।ଏହି କର୍ମଶାଳାରେ ରୋଟାରୀ କ୍ଳବ୍ ର ସଭାପତି ବସିରନ ବିବି ଅଧ୍ୟକ୍ଷତା କରିଥିବା ବେଳେ, ରୋଟାରିଆନ ବାସୁଦେବ ସାହୁ ସ୍ବାଗତ ଭାଷଣ ଦେଇଥିଲେ । ଜଗଦିଶ କୁମାର ସିଠ ରିସୋର୍ସ ପର୍ସନ ଭାବେ ଯୋଗଦେଇ ସମାଜସେବାର Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୨୯/୮: ଖୋର୍ଦ୍ଧା ପୌର ପରିଷଦ ଆନୁକୁଲ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୫ ଓ ଜାତୀୟ କ୍ରୀଡା ଦିବସ ସମନ୍ୱିତ ଭାବେ ପାଳନ ଅବସରରେ ଖୋର୍ଦ୍ଧା ପ୍ରଥମ ପଥ ଉତ୍ସଵ ଆଜି ସକାଳ ୦୭.୦୦ଘଟିକା ସମୟରୁ ସମବାୟ ସମିତି ଲିଃ ବ୍ୟାଙ୍କ ଠାରୁ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଅଛି ।ଏହି ପଥ ଉତ୍ସଵ ଉପଲକ୍ଷେ ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା ଙ୍କ […]Continue Reading




