ନୂଆଦିଲ୍ଲୀ,୩/୧୦: ଭାରତର ଆଇକନିକ ନିର୍ଦ୍ଦେଶକ ଭାବେ ପରିଚିତ ମଣି ରତ୍ନମ ଅନେକ ବର୍ଷର ପରିଶ୍ରମ ପରେ ତାମିଲ ଉପନ୍ୟାସ ‘ପୋନ୍ନିୟନ ସେଲଭନ’କୁ ଏକ ଜୀବନ୍ତ ଫିଲ୍ମ ଭାବେ ନିର୍ମାଣ କରି ପରଦାକୁ ଆଣିଛନ୍ତି।ଫିଲ୍ମରେ ଦମଦାର ଷ୍ଟାରକାଷ୍ଟ ରହିଛନ୍ତି, ଯେଉଁଥିରେ ଚିୟାନ ବିକ୍ରମ, ଐଶ୍ଵର୍ଯ୍ୟା ରାୟ ବଚ୍ଚନ, କାର୍ଥୀ, ଜୟମ ରବି, ତ୍ରିଶାଙ୍କ ପରି ବଡ ନାମ ସାମିଲ୍। ଭାରତୀୟ ଇତିହାସରେ ସବୁଠୁ ପରାକ୍ରମଶାଳୀ ସାମ୍ରାଜ୍ୟ ମଧ୍ୟରୁ ଏକ ଚୋଳ ସାମାଜ୍ର୍ୟ ଉପରେ ଆଧାରିତ Continue Reading
Bollywood
ମୁମ୍ଵାଇ,୧/୧୦: ଭେଟେରାନ ଅଭିନେତ୍ରୀ ଆଶା ପାରେଖଙ୍କୁ ଶୁକ୍ରବାର ଦିନ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ’ ଆୱାର୍ଡରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ୭୯ ବର୍ଷିୟ ଆଶା ପାରେଖଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ।ବରିଷ୍ଠ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ୮୦ ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ପୁରସ୍କାର ପାଇ ସେ ନିଜକୁ ଆଶୀର୍ବାଦ ଏବଂ ଅନୁଭବ Continue Reading
ମୁମ୍ଵାଇ, ୨୯/୯: କମଲ ରସିଦ ଖାନ ଅର୍ଥାତ୍ KRKତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଜେଲରୁ ଜାମିନ ନାମଞ୍ଜୁର ହୋଇଥିବା KRK ତାଙ୍କର ଶେଷ ଟ୍ୱିଟ ପାଇଁ ଏହି ଖବରରେ ଆସିଛି। ଏକ ଟୁଇଟ୍ ମାଧ୍ୟମରେ ସେ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ କହିଥିଲେ, ଯେଉଁଥିପାଇଁ ତାଙ୍କୁ ସବୁ ସ୍ଥାନରେ ଆଲୋଚନା କରାଯାଉଛି।ନିକଟରେ କେଆରକେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ଟୁଇଟରେ KRK ସୂଚନା ଦେଇଛି […]Continue Reading
ଲକ୍ଷ୍ନୌ, ୨୮/୯: ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସ୍କରଙ୍କ ୯୩ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଉତ୍ତର ପ୍ରଦଶେର ଅଯୋଧ୍ୟା ନଗରୀ ଦେଇ ପ୍ରବାହିତ ସରଯୂ ନଦୀ ତୀର ଅନ୍ତର୍ଗତ ଏକ ପ୍ରମୁଖ ଛକରେ ୧୪ ଟନ୍ ଓଜନବିଶିଷ୍ଟ ଗୋଟାଏ ୪୦ ଫୁଟ୍ ଲମ୍ବ ଓ ୧୨ ମିଟର ଉଚ୍ଚ ବୀଣା ସ୍ଥାପନ କରାଯାଇଛି।ଲତା ମଙ୍ଗେସ୍କର୍ଙ୍କ ନାମରେ ନାମିତ ଉକ୍ତ ଛକକୁ (ଲତା ମଙ୍ଗେସ୍କର୍ ଚୌରା) ଆଜି ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚ୍ୟୁଆଲ୍ରେ ଉଦ୍ଘାଟନ କରିବେ। ଛକର ଉଦ୍ଘାଟନୀ Continue Reading
ମୁମ୍ୱାଇ,୨୭/୯: ଘୋଷଣା ହୋଇଛି ଚଳିତ ବର୍ଷର ଦାଦା ସାହେବ ପୁରସ୍କାର । ଅଭିନେତ୍ରୀ ଆଶା ପାରେଖଙ୍କୁ ଦିଆଯିବ ଏହି ସମ୍ମାନ । ଚଳଚ୍ଚିତ୍ର ଜଗତର ଏହି ବଡ ସମ୍ମାନ ପାଇବେ ଏହି ଲିଜେଣ୍ଡାରୀ ଆକ୍ଟ୍ରେସ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି ।୭୯ ବର୍ଷୀୟା ଏହି ଅଭିନେତ୍ରୀ ଜଣଙ୍କ ୬୦ ଦଶକର ଦର୍ଶକଙ୍କ ମଧ୍ୟରେ କରୁଥିଲେ ରାଜ୍ । କଟ୍ଟି ପତଙ୍ଗ, ତିସରି ମଞ୍ଜିଲ୍, ଆନ ମିଲୋ ସଜନା, ଲଭ୍ ଇନ୍ ଟୋକିଓ, ମେରା […]Continue Reading
ମୁମ୍ଵାଇ,୨୬/୯: ରବିବାର ଅର୍ଥାତ୍ ଗତକାଲି ଡିଆଇଡି ସୁପର ମମ୍ସ୍ର ସିଜିନ୍-୩ ବିଜେତା ଅନୁଷ୍ଠିତ ହୋଇଥିଲା । ହରିୟାଣାର ବର୍ଷା ବୁମ୍ରା ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସୁପର ମମ୍ସ୍ ର ବିଜେତା ହୋଇଥିଲେ।ବର୍ଷା ତାଙ୍କ ସ୍ୱାମୀ ଏବଂ ପୁଅ ହସିଂଙ୍କ ସହ ରୁହନ୍ତି । ଏକ ଅଣ୍ଡର କନକସନ୍ ଅର୍ଥାତ୍ ଏକ ନିର୍ମାଣାଧୀନ କୋଠାରେ କାମ କରି ଦିନକୁ ୪୦୦-୫୦୦ ଟଙ୍କା ରୋଜଗାର କରନ୍ତି। ସେ କେବଳ ଟ୍ରଫି ଜିତି ନିଜ ପରିବାର ହିଁ ନୁହେଁ ଲକ୍ଷ ଲକ୍ଷ […]Continue Reading
ନୂଆଦିଲ୍ଲୀ,୨୫/୯: ନେହା କକ୍କର ତାଙ୍କ ଗୀତ ସହିତ ସମଗ୍ର ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। ତାଙ୍କର ନୂଆ ଗୀତ ଯୋଗୁଁ ସେ ପ୍ରତିଦିନ ଚର୍ଚ୍ଚାରେ ରହିଥା’ନ୍ତି । ନିକଟରେ ସେ ୯୦ ଦଶକର ପ୍ରସିଦ୍ଧ ଗୀତ ମେନେ ପାୟାଲ୍ ହୈ ଛନକାୟିକୁ ରିମିକ୍ସ କରି ନିଜର ଭଏସ୍ ଦେଇ ନୂଆ ଭର୍ସନରେ ଗାଇଛନ୍ତି।ଏହି ଗୀତ ରିଲିଜ ହେବା ପରଠାରୁ ନେହା କକ୍କରଙ୍କୁ ସୋସିଆଲ ମିଡିଆରେ ଲଗାତାର ବିରୋଧ କରାଯାଉଛି । ନେଟେନିଜେନ୍ସ ତାଙ୍କୁ ଖୁବ୍ […]Continue Reading
NEW DELHI, SEPT. 21: Comedian Raju Srivastava died on Wednesday after over 40 days of hospitalisation here, said his brother Dipoo Srivastava. He was admitted to AIIMS Delhi on August 10 after experiencing chest pain and collapsing. “I got a call from the family about half-an-hour ago saying he is no more. It is really […]Continue Reading
ମୁମ୍ଵାଇ,୧୨/୯: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ବାସ୍ତବ ଜୀବନର ତାଙ୍କୁ ହିରୋ ଭାବେ ବିବେଚନା କରାଯାଏ। ସୋନୁ ସୁଦ୍ କରୋନା ଅବଧିରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭଗବାନ ପାଲଟିଥିଲେ ।ଅଭିନେତା କେବଳ କରୋନା ଅବଧିରେ ନୁହେଁ ଆଜି ମଧ୍ୟ ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। କହିବାକୁ ଗଲେ ପ୍ରତି ସପ୍ତାହରେ ସେମାନଙ୍କ ଘର ବାହାରେ ଏକ ଧାଡି ଦେଖିବାକୁ ମିଳେ। ବର୍ତ୍ତମାନ ଅଭିନେତା ଗୋଟିଏ ନୂଆ ପଦକ୍ଷେପ ଆରମ୍ଭ କରିବାକୁ ଯାଉଛନ୍ତି।ଓଇଝ ପରୀକ୍ଷା […]Continue Reading
ମୁମ୍ବାଇ, ୪/୯: କୋଭିଡ୍-୧୯ ମହାମାରୀ ସମୟରେ ଗୌରୀ ହିଁ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲେ ବୋଲି ଶାହାରୁଖ୍ ଖାନ୍ ତାଙ୍କୁ କହିଥିବା କଥା ‘ଫାବ୍ୟୁଲସ୍ ଲାଇଭ୍ସ୍ ଅଫ୍ ବଲିଉଡ୍ ୱାଇଭ୍ସ୍’ର ‘ଦ୍ବିତୀୟ ସିଜନ୍’ରେ କରଣ୍ ଜୋହର୍ କହିଛନ୍ତି।ଉପରୋକ୍ତ ସୋ’ର ସଦ୍ୟତମ ସଂସ୍କରଣରେ କରଣ୍ ଜୋହର୍ ଏବଂ ଗୌରୀ ଖାନ୍ ଭାଗ ନେଇଥିଲେ। ଏହି ସୋ’ର ‘ଏପିସୋଡ୍’ଗୁଡ଼ିକରୁ ଗୋଟିଏରେ ମହୀପ କପୁର୍, କରଣ୍ ଜୋହର୍ ଏବଂ ଗୌରୀ ଖାନ୍ ଆଲୋଚନା କରୁଥିବା Continue Reading