ନୂଆଦିଲ୍ଲୀ,୨୦/୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ବିବସ୍ତ୍ର କରି ଚଳାଇବା ଭିଡିଓ ତାଙ୍କୁ ବିଚଳିତ କରିପକାଇଛି ବୋଲି ଆଜି ଟୁଇଟ୍ କରି ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି।ସେ କହିଛନ୍ତି, ଅପରାଧୀମାନଙ୍କ ପ୍ରତି ଏମିତି ଦଣ୍ଡ ବିଧାନ କରାଯିବା ଉଚିତ ଯେ, ଏଭଳି ଅପକର୍ମ କରିବାକୁ ଯେମିତି କେହି କଳ୍ପନା କରି ନ ପାରନ୍ତି।ଆଜି ସକାଳେ ଟୁଇଟ୍ କରିଥିବା ପୋଷ୍ଟ୍ରେ ଅକ୍ଷୟ ଲେଖିଛନ୍ତି, ମଣିପୁରରେ ମହିଳାମାନଙ୍କ ପ୍ରତି କରାଯାଇଥିବା ହିଂସା ଭିଡିଓ ଦେଖି ମୁଁ Continue Reading
Bollywood
ମୁମ୍ବାଇ,୧୭/୭: ପୁଣି ଚର୍ଚ୍ଚାରେ ଦବଙ୍ଗ ଖାନ୍ ସଲମାନ। ଗତ କିଛି ଦିନ ହେବ ତାଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର ହତ୍ୟା ଧମକ ଦେଉଥିବା ବେଳେ ଏବେ ତାଙ୍କ ନାମକୁ ବ୍ୟବହାର କରି ଲୋକଙ୍କୁ ଠକାଯାଉଥିବା ଜଣାପଡ଼ିଛି।ଏବିଷୟରେ ସଲମାନଙ୍କ ଟିମ୍ ଜଣାଇବା ସହ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି। କିଛି ଦୁର୍ବୃତ୍ତ ସଲମାନଙ୍କ ଫିଲ୍ମରେ କାମ ଦେବାକୁ କହି ଲୋକଙ୍କୁ ଠକୁ ଥିବାର ଅଭିଯୋଗ ହେବା ପରେ ଏବେ ସଲମାନଙ୍କ ଟିମ୍ ଏକ ବିବୃତି […]Continue Reading
ମୁମ୍ବାଇ,୧୬/୭: ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ପ୍ୟାରିସ୍ ଗସ୍ତରେ ଯାଇଥିଲେ। ଏହି ଗସ୍ତ ସମୟରେ ଘଟିଥିବା ଅନେକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍ କ୍ରସ ଅଫ୍ ଦି ଲିଜିଅନ୍ ଅଫ୍ ଅନର’ ପ୍ରଦାନ କରାଯିବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପ୍ୟାରିସରେ ବଲିଉଡ ଅଭିନେତା ଆର ମାଧବନ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଖୁବ ଭାଇରାଲ ହେଉଛି।ଦୁହେଁ Continue Reading
ନୂଆଦିଲ୍ଲୀ,୮/୭: ‘ଆଦିପୁରୁଷ’ର ସଂଳାପ ଜନସାଧାରଣଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏହାର ଲେଖକ ମନୋଜ ମୁନ୍ତାଶିର୍ ଆଜି ଯୋଡ଼ହସ୍ତରେ ଦର୍ଶକଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ।ହେଲେ ତାଙ୍କର କ୍ଷମା ପ୍ରାର୍ଥନାକୁ ଦର୍ଶକ ଗ୍ରହଣ କରିନଥିବା ଦେଖାଯାଇଛି। ବହୁତ ବିଳମ୍ବରେ କ୍ଷମା ପ୍ରାର୍ଥନା କରିଛ ବୋଲି କିଛି ଲୋକ କହିଥିବା ବେଳେ ଆଉ କିଛି ଲୋକ କହିଛନ୍ତି, ଆମେ ‘ଆଦିପୁରୁଷ’ ନିର୍ମାତାଙ୍କୁ କେବେ ବି କ୍ଷମା କରିପାରିବୁ ନାହିଁ।ମନୋଜ ଟ୍ବିଟ କରି କ୍ଷମା Continue Reading
Lucknow,June 29:’Adipurush’ row: Ramayana characters portrayed in ‘very shameful manner’, says Allahabad HC The Allahabad High Court on Wednesday pulled up the makers of controversial movie “Adipurush”, saying the characters of Ramayana have been portrayed in a “very shameful manner”. The Lucknow bench of the high court, Continue Reading
NEW DELHI,JUNE 26 : Salman Khan is on our kill list, Canada-based fugitive gangster Goldy Brar said in an exclusive interview to India Today channel, months after the actor reported threat e-mails received by his close associate to the police. Goldy Brar allegedly masterminded the murder of Punjabi singer-politician Sidhu Moose Wala in May last […]Continue Reading
ଉୁମ୍ବାଇ,୧୮/୬: ଏକ ଚେକ୍ ବାଉନ୍ସ ମାମଲାରେ ଶନିବାର ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ରାଞ୍ଚିର ଏକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ଜୁନ୍ ୨୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହି ମାମଲାଟି ୨୦୧୮ର। ଝାଡ଼ଖଣ୍ଡର ଚଳଚ୍ଚିତ୍ର ପ୍ରଯୋଜକ ଅଜୟ କୁମାର ସିଂହଙ୍କ ଅଭିଯୋଗକ୍ରମେ ଅଭିନେତ୍ରୀ ଅମୀଷା ପଟେଲଙ୍କ ନାଁରେ ଠକେଇ ମାମଲା ରୁଜୁ ହୋଇଥିଲା।ଅଭିଯୋଗ ଅନୁସାରେ, ‘ଦେଶୀ ମ୍ୟାଜିକ୍’ Continue Reading
ନୂଆଦିଲ୍ଳୀ,୫/୬: ବି.ଆର ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକରେ ଶକୁନି ଭୂମିକାରେ ଅଭିନୟ କରିଥିବା ଅଭିନେତା ଗୁଫି ପେଣ୍ଟଲ (ସରବଜିତ ସିଂହ ପେଣ୍ଟଲ)ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।ବାର୍ଦ୍ଧକ୍ୟଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହେତୁ ତାଙ୍କୁ କିଛି ଦିନ ତଳେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ସକାଳ ପ୍ରାୟ ୯ଟା ବେଳେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।ଗୁଫିଙ୍କ ପୁତୁରା Continue Reading
ମୁମ୍ବାଇ,୨୪/୫: ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’। ଫିଲ୍ମର ବଜେଟ ମାତ୍ର ୧୫-୨୦କୋଟି ଥିବା ବେଳେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଦେଖାଯାଇଛି। ଖୁବଶୀଘ୍ର ଫିଲ୍ମଟି ୨୦୦କୋଟି କ୍ଲବରେ ସାମିଲ ହେବ ବୋଲି ଜଣାପଡ଼ିଛି। ତେବେ ଫିଲ୍ମରେ ପ୍ରତ୍ୟେକ ଚରିତ୍ରକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଅଭିନେତ୍ରୀ ଅଦା ଶର୍ମାଙ୍କ ଚରିତ୍ରକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି।ଏହି ଫିଲ୍ମରେ ତାଙ୍କୁ କିଭଳି Continue Reading
ମୁମ୍ବାଇ,୨୪/୫: ‘ଓମ୍ ଶାନ୍ତି ଓମ୍’ ଏବଂ ‘ଅନୁପମା’ରେ ଅଭିନୟ କରିଥିବା ଅଭିନେତା ୫୦ ବର୍ଷିୟ ନୀତେଶ ପାଣ୍ଡେଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ଭିଣୋଇ ସିଦ୍ଧାର୍ଥ ନାଗର ଗଣମାଧ୍ୟମକୁ କହିଛନ୍ତି।ରାତି ପ୍ରାୟ ୨ଟା ବେଳେ ପ୍ରଚଣ୍ଡ ହୃଦ୍ଘାତ ହେବାକ୍ଷଣି ତାଙ୍କର ମୃତ୍ୟୁ ଘଟିଥିବା କଥା କୁହାଯାଉଛି। ହୋଟେଲ୍ରୁ ତାଙ୍କର ଶବ ଉଦ୍ଧାର କରାଯାଇଛି। ନାଶିକ ନିକଟ ଇଗତପୁରୀରେ ସୁଟିଙ୍ଗ୍ ପାଇଁ ସେ ଆସିଥିଲେ।୯୦ ଦଶକରେ ମଞ୍ଚରେ ଅଭିନୟ କରିଥିବା ନୀତେଶ ପାଣ୍ଡେ Continue Reading




