Home Articles posted by odadmin (Page 998)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା ,୨୩/୧: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ବାଲିଗୁଡା ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡା ଚାରିଆଡେ ଉତ୍ସବ ମୁଖର ଦେଖିବାକୁ ମିଳିଛି ।ବାଲିଗୁଡା ସହରର ସମସ୍ତ ମନ୍ଦିର ରେ ଭକ୍ତ ଓ ଜନସାଧାରଣ ଏହି ଉତ୍ସବ କୁ ଘରେ ଘରେ ପାଳନ କରିବା ସହ ଘର ସମ୍ମୁଖରେ ଗୈରିକ ଧ୍ବଜା ଲଗାଇବା ସହ ଝୋଟି ଅଙ୍କନ ଓ ସନ୍ଧ୍ୟାରେ ଦୀପ ଜାଳି ରାମଲାଲା ଙ୍କୁ ସ୍ଵାଗତ କରିଛନ୍ତି ।ରାଷ୍ଟ୍ରୀୟ […]Continue Reading
Feature
BY AKSHYA ROUT JAJPUR,JAN 23 : Today 23 January, 2024 marks Netaji Subhash Chandra Bose’s 127th birth anniversary. Owing to the legendary freedom fighter’s extraordinary grit and insurmountable contribution to the Indian freedom struggle, Netaji’s birthday is also observed as Parakram Diwas.  Subhash Chandra Bose was a great leader of the freedom struggle who became Continue Reading
Odisha News
ଭୁବନେଶ୍ୱର,୨୨/୧: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ୧୭ ଜିଲ୍ଲାର ଜିଲ୍ଲାପାଳଙ୍କର ବଦଳି ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସର୍ବାଧିକ ଚର୍ଚ୍ଚାରେ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ସରକାରଙ୍କ ରୋଷର ଶିକାର ହେବାକୁ ପଡ଼ିଛି ।ସମର୍ଥଙ୍କୁ ଜିଲ୍ଲାପାଳ ପଦରୁ ହଟାଇ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ Continue Reading
Odisha News
ଭୁବନେଶ୍ୱର, ୨୨/୧: ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ମୁଖ୍ୟ ଶାସନ ସଚିବ ପିକେ ଜେନା ସୂଚନା ଦେଇଛନ୍ତି । କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ଗଜପତି ଭଳି ରାଜ୍ୟର ୬ଟି ଜିଲ୍ଲାରେ ସ୍ଥାୟୀ ଜୀବିକା ନିମାନେ କଫି ଚାଷ କାର୍ଯ୍ୟକାରୀ କରାଯିବ ।ଏହା ମାଧ୍ୟମରେ ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ ୧୧୪୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ନରାଜରେ […]Continue Reading
Odisha News
ଭୁବନେଶ୍ୱର,୨୨/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ରାମ ଲାଲା ମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସମଗ୍ର ଦେଶ ଉତ୍ସବମୁଖର ଥିଲା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଛନ୍ତି। ଭଗବାନ ରାମଙ୍କ ଦିବ୍ୟ ଦର୍ଶନ ଦେଖି ହାତ ଯୋଡ଼ିଲେ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ୫ଞ ଅଧ୍ୟକ୍ଷ ଭିକେ ପାଣ୍ଡିଆନ Continue Reading
Odisha News
ନୂଆଦିଲ୍ଲୀ, ୨୨/୧ : ବିରାଜିଲେ ରାମଲଲା। ଅଯୋଧ୍ୟା ରାମ ମନ୍ଦିରରେ ସଂପନ୍ନ ହେଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ। କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି। ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଗର୍ଭଗୃହରେ ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି। ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ପ୍ରାଣ ପ୍ରତିଷ୍ଠା Continue Reading
Business News Top Stories
JSP Foundation’s Aashiana initiative is dedicated to helping economically disadvantaged families in India build their dream homes. With the inclusion of 449 recipients, the programme covers about 1000 families across 13 Indian States By Subrat Sarangi Bhubaneswar, Jan. 22: Continuing its transformative initiative to improve the Human Development Index (HDI) in the Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୧/୧: ଦେଶାଇ ଫାଉଣ୍ଡେସନ ସହାୟତା ରେ ସିସିଡି ଅନୁଷ୍ଠାନ ପକ୍ଷରୁ ରାୟଗଡ଼ ବ୍ଲକର , ପୁତ୍ତାର ପଞ୍ଚାୟତର ବୁରୁସିଂ ଓ ଏଙ୍ଗାରସିଂ ପଞ୍ଚାୟତର ଏଙ୍ଗାରସିଂ ଗ୍ରାମରେ ଗ୍ରାମବାସୀ ମାନଙ୍କ ନିମନ୍ତେ ଦୁଇ ଦିନିଆ ମଧୁମେହ ଓ ରକ୍ତଚାପ ରୋଗ ବିଷୟରେ ସଚେତନତା କରାଯିବା ସହ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପୁତ୍ତାର ପଞ୍ଚାୟତ ର ସରପଞ୍ଚ , ଓ ଏଙ୍ଗାରସିଂ ପଞ୍ଚାୟତ ର Continue Reading