Home Articles posted by odadmin (Page 993)
Odisha News
ସମ୍ବଲପୁର,୨୭/୧: ବହୁ ପ୍ରତିକ୍ଷିତ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପର ଶନିବାର ଲୋକାର୍ପିତ ହେବ।ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଉନ୍ମୋଚନ କରିବେ। ଏନେଇ ସକାଳ ୯ଟାରୁ ହୋମ ଯଜ୍ଞ ଆରମ୍ଭ ହେବା ସହ ମା’ଙ୍କୁ ଅରାଧନା କରାଯିବ। ଫଳରେ ୯ଟାରୁ ୨ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି।ଲୋକାର୍ପଣ ପରିପ୍ରେକ୍ଷୀରେ ଚାରି ଦ୍ୱାର ଓ ମନ୍ଦିର Continue Reading
Odisha News
ଭୁବନେଶ୍ବର/ବୋରିଗୁମ୍ମା, ୨୬/୧: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ବିଜାପୁରରେ ଆଜି ଅପରାହ୍ଣ ସାଢ଼େ ୨ଟାରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହିତ ଆହତ ବ୍ୟକ୍ତିମାନଙ୍କ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୬/୧ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ “ବିଶ୍ବ ଓଡିଆ ଭାଷା ସମ୍ମିଳନୀ” ଆନୁକୂଲ୍ୟରେ “ଜଗନ୍ନାଥ ସଂସ୍କୃତି ଓ ଲୋକ ସଂସ୍କୃତି” ଶିର୍ଷକ ଉପରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ବିଭାଗ) ଶ୍ରୀ ବୀରେନ୍ଦ୍ର Continue Reading
Odisha News
ବରଗଡ,୨୬/୧ : ମଞ୍ଚରୁ ପଡ଼ି ମଲା ମହାପ୍ରତାପୀ କଂସ। ଗତକାଲି ରାତିରେ କଂସ ବଧ ସହ ସରିଛି ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। କଂସ ବଧ ସହ ଧନୁଯାତ୍ରାରେ ଯବନିକା ପଡ଼ିଛି। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। କ୍ରୁର କଂସର ଶାସନରୁ ମଥୁରାକୁ ମୁକ୍ତି ମିଳିଛି। ଏହାପରେ ଶ୍ରୀକୃଷ୍ଣ ଓ ଭାଇ ବଳରାମ ମଥୁରା ନଗରୀ ଭ୍ରମଣ କରିଛନ୍ତି।ଶ୍ରୀକୃଷ୍ଣଙ୍କ ସହ ଖରାପ ବ୍ୟବହାର ଓ କ୍ରୁର ଶାସନ ପାଇଁ ପାପ ମୁଣ୍ଡାଇଥିବା କଂସ ଭୂମିକାରେ ଅଭିନୟ କରିଥିବା […]Continue Reading
National News
NEW DELHI,JAN 26 : India is marking a historic milestone with its 75th Republic Day celebrations today, January 26, 2024. The nation’s capital is hosting a grand parade at Kartavya Path, showcasing India’s military prowess and cultural diversity, with a special emphasis on Nari Shakti or women’s empowerment. French President Emmanuel Macron, the chief Continue Reading
Odisha News
ଭୁବନେଶ୍ୱର,୨୬/୧ : ସାରା ଦେଶ ଆଜି ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ସାମିଲ ହୋଇଥିଲେ।ଏଥର ପରେଡର ନେତୃତ୍ୱ ନେଇଥିଲେ IPS ଅଫିସର ଏ.ବି. ଶିଳ୍ପା। ପରେଡ଼ରେ ମୋଟ ୬୪ କଣ୍ଟିଜେଣ୍ଟ ଭାଗ ନେଇଥିଲେ।TBP, Continue Reading
Feature
By Akshya Rout JAJPUR,JAN 26: Freedom in mind, faith in words, pride in our heart. Memories of our souls. Let’s salute the nation on Republic Day .India celebrates Republic Day on January 26 annually with a lot of pride and fervor. It is a day that is important to every Indian citizen.  It marks the […]Continue Reading
Business News Top Stories
By Dr Gourang Charan Rout Bhubaneswar, Jan. 25 : On the occasion of National Girl Child Day January 24 Vedanta Aluminium, India’s largest producer of aluminium, has renewed its commitment to empowering girls and young women living in the vicinity of its operations in rural Odisha and Chhattisgarh. The company has implemented several initiatives with […]Continue Reading