Home Articles posted by odadmin (Page 98)
Odisha News
କେନ୍ଦୁଝର, ୨୮/୪ : ପୋଲିସ ଅନୁଯାୟୀ, ଜିତୁଙ୍କ ଭଉଣୀ ଦୁଇ ମାସ ପୂର୍ବରୁ ମୃତ୍ୟୁବରଣ କରିଥିଲେ। ମଲ୍ଲିପସିର ଏକ ଗ୍ରାମୀଣ ବ୍ୟାଙ୍କରେ ତାଙ୍କର ଏକ ଆକାଉଣ୍ଟ ଥିଲା। ସେଥିରେ ପ୍ରାୟ ୧୯,୩୦୦ ଟଙ୍କା ଜମା ଅଛି। ଜିତୁଙ୍କ ମୃତ୍ୟୁପରେ, ସେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ।କିନ୍ତୁ ବ୍ୟାଙ୍କ ଅଧିକାରୀ ଟଙ୍କା ଦେବାକୁ ମନା କରିଦେଇଥିଲେ କାରଣ ଆକାଉଣ୍ଟଟି ତାଙ୍କ ଭଉଣୀଙ୍କ ନାମରେ ଅଛି। ବ୍ୟାଙ୍କ ଅଧିକାରୀ ତାଙ୍କୁ ମୃତ୍ୟୁର ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ Continue Reading
Odisha News
ଭଦ୍ରକ, ୨୬/୪ : ପାଦରେ ସାମାନ୍ୟ ବାଁଉଶ ଖୁଞ୍ଚ ପଶିଥିଲା । କିନ୍ତୁ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ କିଛି କ୍ଷଣ ମଧ୍ୟରେ ଚାଲିଗଲା ନାବାଳକର ଜୀବନ । ଏଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ନାବାଳକ ଜଣକ ହେଲେ ପଦ୍ମପୁର ପଞ୍ଚାୟତ ମେଳକ ଗ୍ରାମର ଦେବକାନ୍ତ ବାରିକଙ୍କ ପୁଅ ମୁକେଶ ବାରିକ (୧୪) ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୬/୪ : ରବିବାର ଦିନ ୧୦.୪୫ ମିନିଟ ସମୟରେ ଓଡିଶା ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ,ବୌଦ୍ଧଜିଲ୍ଲା ଶାଖା ତରଫରୁ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କୁ ବୁଟୁପାଲି ସ୍ଥିତ ବାସଭବନରେ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହିତ ମହାସଂଘ ପକ୍ଷରୁ ତିନିଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ପ୍ରଦାନ କରା ଯାଇଥିଲା ।ସମସ୍ତ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, Daily Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୬/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସଭାଗୃହ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବିଭାଗ ସଂଘ ଚାଳକ ମୁଖ୍ୟ ଆଲୋଚକ ଭଗବାନ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.ମଧୁସୂଦନ ମହାପାତ୍ର ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶହେ ବର୍ଷ ବିଜୟ ଯାତ୍ରା କହିବା ସହ ସଂଘ ର […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୬/୪: ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍) ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।ଏହି ପରିପ୍ରେକ୍ଷୀରେ ଖୋରଧା ଆଦର୍ଶ ଥାନା ଏବଂ ସିଗ୍‌ମା ପବ୍ଲିକ ସ୍କୁଲର ମିଳିତ ସହଯୋଗରେ ସ୍କୁଲରେ ଛାତ୍ରୀଛାତ୍ର, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକଙ୍କୁ ନେଇ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର Continue Reading
Odisha News
ଜଗତସିଂହପୁର, ୨୬/୪ : ମାଛ ଧରୁଥିବା ବେଳେ ଘଟିଲା ଅଘଟଣ । ମହାନଦୀରେ ବୁଡି ଜଣେ ମୃତ। ଜଗତସିଂହପୁର ଜିଲ୍ଲା ପାରାଦୀପ ଚଉମୁହାଣି ନିକଟ ମହାନଦୀରେ ଘଟିଛି ଅଘଟଣ ।ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ମୃତଦେହ ଠାବ ହୋଇଛି ।ଖବର ଅନୁଯାୟୀ, ମହେନ୍ଦ୍ର ଏବଂ ଅନ୍ୟ ଜଣେ ବ୍ୟକ୍ତି ନଦୀରେ ପଶି ଜାଲ ଟାଣୁଥିଲେ। ହଠାତ୍ ମହେନ୍ଦ୍ର ପାଣିରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । କୁଜଙ୍ଗରୁ […]Continue Reading
Top Stories
By Sukant Mohanty Bhubaneswar, April 26: Senior Bharatiya Janata Party (BJP) leaders from Odisha, including state president Manmohan Samal, Chief Minister Mohan Charan Majhi, minister Krushna Chandra Patra and party leader Himanshu Sekhar Sahoo, have intensified electioneering in West Bengal, seeking support for BJP candidates in the ongoing Assembly polls. According to Continue Reading
Top Stories
By Swagatika Mohapatra Bhubaneswar, April 25: Odisha’s KIIT-DU has secured the 6th position among all universities in India, across both government and private institutions, in the Times Higher Education (THE) Asia University Rankings 2026. The university has also emerged as the top-ranked institution not only in Odisha but across the entire eastern region of India. […]Continue Reading